Top 10 similar words or synonyms for rock

typewriter    0.982648

green    0.981693

marconi    0.977023

memorial    0.975910

goddess    0.975428

creative    0.975283

circular    0.975158

bird    0.975058

elizabeth    0.975011

mary    0.974803

Top 30 analogous words or synonyms for rock

Article Example
ଶାନ୍ତନୁ ଆରୋରା ସେହି କାର୍ଯ୍ୟକ୍ରମରେ " Rock your Freedom" ନାମକ ଏକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା (ଆଜତକ, ଡ଼ିଡ଼ି ନିଉଜ , ଟୋଟାଲ ଟିଭି, ରେଡ଼ିଓ ମିର୍ଚି ଏବଂ ଜି ନିଉଜ) ପରି ମେଡିଆ ମାନଙ୍କର ମନଯୋଗ ବଢାଇଥିଲା । " Delhi School house Rock" (ଏନ.ଡ଼ି.ଟି.ଭି ଇଣ୍ଡିଆ) ଏବଂ (ସି.ଏନ.ଇ.ବି)ର କଭର ପେଜ ହୋଇଥିଲା ।
ଜର୍ମାନୀ ସଙ୍ଗୀତ ବିକ୍ରୟ କ୍ଷେତ୍ରରେ ଜର୍ମାନୀ ଇଉରୋପରେ ଦ୍ୱିତୀୟ ଓ ପୃଥିବୀରେ ଚତୁର୍ଥ ବୃହତ୍ତମ ବଜାର । ଆଧୁନିକ ସଙ୍ଗୀତ କ୍ଷେତ୍ରରେ ଅନେକ ଜର୍ମାନ୍ ବ୍ୟାଣ୍ଡ ପ୍ରସିଦ୍ଧି ଲାଭ କରିଛନ୍ତି : Neue Deutsche Welle (Nena, Trio), Pop (Alphaville, Modern Talking), Ostrock (City, Keimzeit), Metal/Rock(Rammstein, Scorpions), Punk (Die Ärzte, Die Toten Hosen), Pop rock (Beatsteaks, Tokio Hotel), Indie (Tocotronic, Blumfeld) ଓ Hip Hop (Die Fantastischen Vier, Deichkind) ।
ନେହା କାକାର ନେହା କାକାର (ଜନ୍ମ ୬ ଜୁନ୍୧୯୮୮) ଜଣେ ଭାରତୀୟ ଗାୟିକା । ସେ ୨୦୧୬ରେ ଇଣ୍ଡିଆନ ଆଇଡଲର ୨ୟ ପର୍ଯ୍ୟାୟରେ ସଫଳତା ହାସଲପରେ ୨୦୦୮ରେ ମିଟ ବ୍ରଦର୍ସଙ୍କ ସହ The Rock star With Music ଆଲବମ ମୁକ୍ତିଲାଭ କରାଇଥିଲେ । ସେ ହନି ସିଂହ ,ଗିପ୍ପି ଗ୍ରେୱାଲଙ୍କ ଭଳି ଗାୟକ ମାନଙ୍କ ସହ ମଧ୍ୟ କଣ୍ହଦାନ କରିଛନ୍ତି ।
ଗୋଆ ଗୋଆର ଇତିହାସ ୨୦,୦୦୦ରୁ ୩୦,୦୦୦ ବର୍ଷ ପୁରୁଣା । ଏହି ପଥର ଖୋଦେଇ ଭାରତରେ ପ୍ରାଚୀନ ମାନବ ସଭ୍ୟତାର ଚିହ୍ନ ବହନ କରେ । Upper Paleolithic କିମ୍ବା Mesolithic ପଥର ଖୋଦେଇ ଚିତ୍ର, ଉସ୍‌ଗାଲିମାଲ୍‌ଠାରେ Kushavati ନଦୀ ତଟରେ ମିଳିଥିଲା । ୧୦,୦୦୦ ବର୍ଷ ପୁରୁଣା Petroglyphs, cones, ପଥର-କୁରାଢି, ଏବଂ choppers ଗୋଆର ବିଭିନ୍ନ ସ୍ଥାନରୁ ମିଳିଛି ଯଥା- Kazur, Mauxim, ଏବଂ the Mandovi-Zuari basin. Evidence of Palaeolithic life is seen at Dabolim, Adkon, Shigao, Fatorpa, Arli, Maulinguinim, Diwar, Sanguem, Pilerne, and Aquem-Margaon etc. Difficulty in carbon dating the laterite rock compounds poses a problem for determining the exact time period.