Top 10 similar words or synonyms for rifampin

pyrazinamide    0.971147

ethambutol    0.970244

isoniazid    0.966862

rh    0.960443

tb    0.959439

fixed    0.958968

armani    0.956199

ir    0.955208

hauls    0.951916

bissau    0.949502

Top 30 analogous words or synonyms for rifampin

Article Example
ଆଇସୋନିଆଜିଡ/ରିଫାମ୍ପିସିନ ଆଇସୋନିଆଜିଡ/ରିଫାମ୍ପିସିନ (ଇଂରାଜୀ ଭାଷାରେ Isoniazid/rifampicin ବା isoniazid/rifampin) ଏକ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଏହା ଏକ ସ୍ଥିରୀକୃତ ମାତ୍ରାର ମିଶ୍ରିତ ଔଷଧ ଯେଉଁଥିରେ ଆଇସୋନିଆଜିଡ ଓ ରିଫାମ୍ପିସିନ/ରିଫାମ୍ପିନ ଥାଏ । ଏହା ଅନ୍ୟାନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ () ସ‌ହିତ ଦିଆଯାଏ । ଏହା ପାଟିରେ ଦିଆଯାଏ ।
ରିଫାମ୍ପିସିନ/ଆଇସୋନିଆଜିଡ/ପାଇରାଜିନାମାଇଡ ରିଫାମ୍ପିସିନ/ଆଇସୋନିଆଜିଡ/ପାଇରାଜିନାମାଇଡ (ଇଂରାଜୀ ଭାଷାରେ Rifampicin/isoniazid/pyrazinamide, ବା rifampin/isoniazid/pyrazinamide) ଏକ ମିଶ୍ରିତ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ଦିଆଯାଏ । ଏଥିରେ ସ୍ଥିରୀକୃତ ମାତ୍ରାର ମିଶ୍ରିତ ରିଫାମ୍ପିସିନ, ଆଇସୋନିଆଜିଡ ଓ ପାଇରାଜିନାମାଇଡ ଔଷଧମାନ ଥାଏ । ଏହି ମିଶ୍ରିତ ଔଷଧ ଏକ‌କ ଭାବରେ ବା ଅନ୍ୟାନ୍ୟ ଯକ୍ଷ୍ମାରୋଧୀ () ଔଷଧ ସ‌ହିତ ଦିଆଯାଇପାରେ । ପାଟିରେ ଏହି ଔଷଧ ଦିଆଯାଏ ।
ଇଥାମ୍ବୁଟଲ/ଆଇସୋନିଆଜିଡ/ରିଫାମ୍ପିସିନ ଇଥାମ୍ବୁଟଲ/ଆଇସୋନିଆଜିଡ/ରିଫାମ୍ପିସିନ (ଇଂରାଜୀ ଭାଷାରେ Ethambutol/isoniazid/rifampicin, ଅନ୍ୟ ନାମ ethambutol/isoniazid/rifampin) ଏକ ମିଶ୍ରିତ ଔଷଧ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ଦିଆଯାଏ । ଏଥିରେ ସ୍ଥିରୀକୃତ ମାତ୍ରାର ଇଥାମ୍ବୁଟଲ, ଆଇସୋନିଆଜିଡ ଓ ରିଫାମ୍ପିସିନ ଥାଏ । ଏହା ଏକ‌କ ଭାବରେ ବା ଅନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ () ସ‌ହିତ ମିଶେଇ ଦିଆଯାଏ । ଏହାକୁ ପାଟିରେ ଦିଆଯାଏ । ଏହାର ଉପାଦାନମାନଙ୍କ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଏହା ପିଲାଙ୍କୁ ଦେବାକୁ ସୁପାରିସ କରାଯାଏନାହିଁ ।
ଇଥାମ୍ବୁଟଲ/ଆଇସୋନିଆଜିଡ/ପାଇରାଜିନାମାଇଡ/ରିଫାମ୍ପିସିନ ଇଥାମ୍ବୁଟଲ/ଆଇସୋନିଆଜିଡ/ପାଇରାଜିନାମାଇଡ/ରିଫାମ୍ପିସିନ (ଇଂରାଜୀ ଭାଷାରେ Ethambutol/ isoniazid/ pyrazinamide/ rifampicin, ବା ethambutol/ isoniazid/ pyrazinamide/ rifampin) ଏକ ମିଶ୍ରିତ ଔଷଧ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ଦିଆଯାଏ । ଏଥିରେ ସ୍ଥିରୀକୃତ ମାତ୍ରାର () ଇଥାମ୍ବୁଟଲ, ଆଇସୋନିଆଜିଡ, ପାଇରାଜିନାମାଇଡ ଓ ରିଫାମ୍ପିସିନ ଔଷଧମାନଙ୍କର ମିଶ୍ରଣ ଥାଏ । ଏହି ଔଷଧ ଏକ‌କ ଭାବରେ ବା ଅନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ () ସ‌ହିତ ଦିଆଯାଇପାରେ । ଏହା ପାଟିରେ ଦିଆଯାଏ ।