Top 10 similar words or synonyms for ray

dutch    0.968303

sources    0.967796

these    0.967726

possible    0.965769

magnitude    0.965393

out    0.965090

multiple    0.964974

made    0.964908

several    0.964542

interactive    0.964526

Top 30 analogous words or synonyms for ray

Article Example
ରଞ୍ଜନରଶ୍ମି ରଞ୍ଜନରଶ୍ମି ଏକ ବିଦ୍ୟୁତ-ଚୁମ୍ବକୀୟ ବିଚ୍ଛୁରିତ ରଶ୍ମି । ଅନେକ ଭାଷାରେ ଏହାକୁ ୱିଲହେମ ରଣ୍ଟଜେନଙ୍କ ନାମ ଅନୁସାରେ ରଣ୍ଟଜେନ ରଶ୍ମି କହନ୍ତି । ଏହା ଏକ ଅଜଣା ରଶ୍ମି ହୋଇଥିବାରୁ ରଣ୍ଟଜେନ ଏହାର ନାମକରଣ X-ray କରିଥିଲେ । ଇଂରାଜୀରେ ଏହାକୁ ବିଭିନ୍ନ ପ୍ରକାର ଲେଖାଯାଏ, ଯଥା- x-ray(s), xray(s) and X ray(s) । ରଞ୍ଜନରଶ୍ମିର ୱେଭଲେନ୍ଥଅଲ୍ଟ୍ରାଭାୟୋଲେଟ ଅପେକ୍ଷା କମ ଓ ଗାମା ରଶ୍ମି ଅପେକ୍ଷା ଅଧିକ । ଅଧିକାଂଶ ରଞ୍ଜନରଶ୍ମିର ୱେଭଲେନ୍ଥ୦.୦୧ରୁ ୧୦ ନାନୋମିଟର ଥାଏ । ଡାକ୍ତରୀ ଓ କାରଖାନା ବ୍ୟବହାର ନିମନ୍ତେ ଏହାଠାରୁ ଅଧିକ ଏନର୍ଜିରର ରଶ୍ମି ପ୍ରସ୍ତୁତ କରାଯାଏ । ରେଡିଓଥେରାପି ନିମନ୍ତେ ୬ରୁ ୨୦ MeV ରଶ୍ମି ବ୍ୟବହାର କରାଯାଏ । ଇଲେକ୍ଟ୍ରନ (electrons)ଦ୍ଵାରା ରଞ୍ଜନରଶ୍ମି ଜାତ ହୁଏ ଓ ଆଟମିକ ନ୍ୟୁକ୍ଲିଅସ (atomic nucleus)ଦ୍ଵାରା ଗାମା ରଶ୍ମି ଜାତ ହୁଏ ।
ରଞ୍ଜନରଶ୍ମି ଶରୀରର ଯେଉଁ ଅଂଶର ଏକ୍ସ-ରେ ନେବା କଥା ସେହି ଅଂଶର ଗୋଟିଏ ପାଖରେ ଏକ୍ସ-ରେ ପ୍ଲେଟ (ଫୋଟୋଗ୍ରାଫିକ୍ ପ୍ଲେଟ) ବା ଏକ୍ସ-ରେ ଡିଟେକ୍ଟର ରଖାଯାଏ । ତାହାର ଠିକ ବିପରିତ ପାଖରେ ଏକ୍ସ-ରେ ଟ୍ୟୁବ ରଖାଯାଏ ଯାହାଦ୍ଵାରା ଏକ୍ସ-ରେ ପଲ୍ସ (illuminating it with a short X-ray pulse.) ଛଡ଼ାଯାଏ । ଅସ୍ଥିରେ ବହୁତ କ୍ୟାଲସିୟମ ଥାଏ । ତାହାର ଉଚ୍ଚ ଆଟମିକ ସଂଖ୍ୟା ଥିବାରୁ ଅସ୍ଥି ଅଧିକ ରଞ୍ଜନରଶ୍ମି ଶୋଷିପାରେ । ଫଳରେ ଡିଟେକ୍ଟରରେ ଅଳ୍ପ ରଶ୍ମି ପଡ଼େ । ତେଣୁ ପ୍ଲେଟରେ ପଡ଼ୁଥିବା ଛାଇ ଧଳା ଦେଖାଯାଏ ଓ ଅସ୍ଥିର ଆକାର ବାରି ହୋଇଯାଏ । ଯେଉଁ ସ୍ଥାନରେ ଏକ୍ସ-ରେ ପଡ଼େ, ସେଠାରେ କଳା ଦେଖାଯାଏ । ଫୁସଫୁସରେ ବାୟୁ ଥିବା ଯୋଗୁ ସବୁ ଏକ୍ସ-ରେ ବାଧାପ୍ରାପ୍ତ ନ ହୋଇ ପ୍ଲେଟ ଉପରେ ପଡ଼େ, ତେଣୁ ଫୁସଫୁସ ଛାଇ କଳା ଦେଖାଯାଏ ।