Top 10 similar words or synonyms for protection

design    0.961229

field    0.960444

public    0.960266

european    0.959453

includes    0.958033

services    0.957802

including    0.956337

software    0.956162

association    0.955275

free    0.955204

Top 30 analogous words or synonyms for protection

Article Example
ଅହିରାଜ ଭାରତରେ ଅହିରାଜ Wildlife Protection Act,1972 Scheduleର ଅନ୍ତର୍ଭୁକ୍ତ । ସର୍ପହତ୍ୟାର ଆରୋହିକୁ ୬ବର୍ଷ ଜେଲ ଦଣ୍ଡ ଦେଶ ରହିଛି ।
ଓଡ଼ିଶା ଇକତ This silk has been registered for protection under the Geographical indication of the Trade Related Intellectual Property Rights (TRIPS) agreement. In 2007, it was listed as "Orissa Ikat" under the GI Act 1999 of the Government of India with registration confirmed by the Controller General of Patents Designs and Trademarks under Classes 23, 24 and 25 as Yarn and Threads Tied and Dyed for Textile use, Textile and Textile Goods, and Clothing respectively vide application number 22.
ଚିଲିକା ହ୍ରଦ ଏରାବ଼ାଡ଼ି ଡଲଫିନ୍ (ଇରାବତୀ ଡଲଫିନ୍ ବା ଶିଶୁମାର) ଓ ବିଶାଳ ପକ୍ଷୀ ଅଭୟାରଣ୍ୟ ନଳବଣ ଯୋଗୁଁ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଓ ମାନ ପାଇଥିବା ନୀଳାମ୍ବୁ ଚିଲିକା ବେଶ ବିଦିତି ଓ ବିଖ୍ୟାତ । ସାତପଡ଼ା "ଡଲଫିନ୍ ଗଡ଼" ଭାବରେ ସୁବିଦିତ। ଚିଲିକାରେ ଅବସ୍ଥିତ ମୁଖ୍ୟ ଦ୍ଵୀପ ଗୁଡ଼ିକ ହେଉଛି ନଳବଣ, କାଳିଜାଈ, ସୋମୋଲୋ (Somolo), ହନିମୁନ୍ (Honeymoon), ବ୍ରେକ୍ ଫାଷ୍ଟ (Breakfast), ବିକନ୍ (Beacon), ଦୁମକୁଡ଼ି, ପାରିକୁଦ, ମାଲୁଦ, ବରୁଣକୁଦ ଓ ପକ୍ଷୀ ଦ୍ଵୀପ (Birds Island) । ପ୍ରତ୍ୟେକ ବର୍ଷ ଡିସେମ୍ବର ଓ ଜାନୁୟାରୀ ମାସରେ ଶିପକୁଦା, ଗମ୍ଭାରୀ, ମିର୍ଜାପୁର, ବାସୁଦେବପୁର, ସାତପଡ଼ା, ବାଲୁଗାଁ ଓ କୃଷ୍ଣପ୍ରସାଦ ଗଡ଼ ଜେଟ୍ଟି ନିକଟରେ ପର୍ଯ୍ୟଟଙ୍କ ଭିଡ଼ ହିଁ ଚିଲିକାର ଗୁରୁତ୍ଵ ଓ ଗାରିମାର ସୂଚନା ଦିଏ । ବାଲୁଗାଁ ବନ୍ୟଜୀବ ଡିଭିଜନ ଅଧୀନସ୍ଥ ଟାଙ୍ଗୀ, ଚିଲିକା, ସାତପଡ଼ା, ରମ୍ଭା ଓ ବାଲୁଗାଁ ପରି ପାଞ୍ଚଟି ରେଞ୍ଜର ୧୭ଟି ଜୋନ ଜରିଆରେ କରାଯାଇଥିବା ପକ୍ଷୀଗଣନାରୁ ଜଣାଯାଏ ଯେ ବିଗତ ୫ ବର୍ଷ (୨୦୦୬-୦୭ ଠାରୁ ୨୦୧୦-୧୧) ଭିତରେ ଚିଲିକାର ପକ୍ଷୀସଂଖ୍ୟା ୮-୯ ଲକ୍ଷ ଭିତରେ ରହୁଛି । ୨୦୧୦ ମସିହାର ସର୍ବାଧିକ ୯,୨୪,୫୭୮ଟି ପକ୍ଷୀ ଗଣନା କରାଯାଇଥିବା ସ୍ଥଳେ ୨୦୧୧ ମସିହାରେ ଏହି ସଂଖ୍ୟା ହ୍ରାସ ପାଇ ୮,୦୪,୪୫୨ରେ ପହଞ୍ଚିଥିଲା । ଚିଲିକାର ଜୈବବିବିଧତା ସୁରକ୍ଷା ତଥା ସଂରକ୍ଷଣ ଦିଗରେ ବନ୍ୟଜୀବ ବିଭାଗ (Wildlife Division), ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (Chilika Development Authority ବା CDA) ଓ ଜିଲ୍ଲା ପ୍ରଶାସନ (ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ) ବେଶ ତତ୍ପର ଅଛନ୍ତି । ୨୦୧୦-୨୦୧୧ ମଧ୍ୟରେ ୮୭ଟି ମୃତପକ୍ଷୀ ଶିକାରୀଙ୍କ ନିକଟରୁ ଜବତ କରାଯାଇଛି ଏବଂ ବନ୍ୟଜୀବ (ସୁରକ୍ଷା) ଆଇନ [Wildlife (Protection) Act] ୧୯୭୨ ଧାରା-୯ ଓ ଧାରା-୩୯ ଅନୁଯାୟୀ ଏଥିରେ ସଂପୃକ୍ତ ଥିବା ୩୫ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହି ଆଇନର ଧାରା-୫୧ ଅନୁଯାୟୀ ୩ରୁ ୭ ବର୍ଷ କାରାଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି।