Top 10 similar words or synonyms for porphyria

reduced    0.957817

promotion    0.957168

mozambique    0.953598

panel    0.953255

physiology    0.952142

luxembourg    0.949141

earlier    0.948818

implications    0.948656

cf    0.948309

col    0.947708

Top 30 analogous words or synonyms for porphyria

Article Example
ପରଫିରିଆ ପରଫିରିଆ (ଇଂରାଜୀ ଭାଷାରେ Porphyria) ଏକ ରୋଗ ଗୋଷ୍ଠୀର ନାମ ଯେଉଁଥିରେ ଦେହରେ ପରଫିରିନ () ଜମିଯାଇ ଚର୍ମ ଓ ସ୍ନାୟୁ ମଣ୍ଡଳକୁ () ପ୍ରଭାବିତ କରେ । ସ୍ନାୟୁ ମଣ୍ଡଳକୁ ଆକ୍ରମଣ କରୁଥିବା ବେମାରୀକୁ ମଧ୍ୟ ଆକ୍ୟୁଟ ପରଫିରିଆ କୁହାଯାଏ । ଆକ୍ୟୁଟ ପରଫିରିଆ ରୋଗର ଲକ୍ଷଣ: ପେଟ ଯନ୍ତ୍ରଣା (), ବାନ୍ତି (), ଦ୍ୱନ୍ଦ, କୋଷ୍ଠକାଠିନ୍ୟ (), ଜ୍ୱର ଓ ବାତ () । ଏହି ଲକ୍ଷଣ ସମୂହ କିଛି ଦିନ ବା କିଛି ସପ୍ତାହ ପର୍ଯ୍ୟନ୍ତ ରହି ଚାଲିଯାଏ । ଆଲକ‌ହଲ (), ଧୁମ୍ରପାନ (), ମାନସିକ ଚାପ ଓ କେତେକ ଔଷଧ ଏହି ରୋଗ ଟ୍ରିଗର କରିବାରେ କାମ କରନ୍ତି । ଚର୍ମ ପ୍ରଭାବିତ ହେଲେ ଫୋଟକା () ଓ ଗଲୁ ହୁଏ ।