Top 10 similar words or synonyms for platform

shed    0.967585

minar    0.961312

ghat    0.961120

kingfisher    0.960773

formations    0.960654

trees    0.960581

rocks    0.960017

barincrement    0.959454

painted    0.958746

maqbara    0.958602

Top 30 analogous words or synonyms for platform

Article Example
ଲୁଆ (ପ୍ରୋଗ୍ରାମିଂ ଭାଷା) ଲୁଆ ( , from meaning "moon"; explicitly not "LUA") ଏକ lightweight ପ୍ରୋଗ୍ରାମିଂ ଭାଷା ଅଟେ । ଏହା ANSI Cରେ ଲେଖା ହୋଇଥିବାରୁ ବିଭିନ୍ନ ପ୍ରକାରର କମ୍ପ୍ୟୁଟରରେ ଚାଲିପାରେ ଏଣୁ ଏହାକୁ Cross-platform ସ୍କ୍ରିପ୍ଟ ଭାଷା କୁହାଯାଇପାରେ । ଲୁଆର ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ ବା API ସି ଅପେକ୍ଷା ସରଳ ଅଟେ ।
ବାବା ଉମର ଦରଗାହ ବାବା ଉମର ଦରଗାହ () ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ସୋଲାପୁରଠାରେ ଥିବା ଏକ ପ୍ରସିଦ୍ଧ ଇସଲାମ ଉପାସନାପିଠ । ଏହା "ଶିଶୁ ଫିଙ୍ଗିବା ରୀତି" ପାଇଁ ବିଖ୍ୟାତ ।ଏହି ରୀତିରେ ଏକ 15 ମିଟର ଉଛ ଚଟାଣ ଉପରୁ ଶିଶୁ ମାନଙ୍କୁ ତଳେ ହିନ୍ଦୁ ଓ ମୁସଲମାନ ବ୍ୟକ୍ତି It is known for a baby throwing ritual, in which infants are dropped from a 15-meter platform onto a cloth held by both Muslim and Hindu men. ମାନଙ୍କଦ୍ଵାରା ଏକ ବଡ କନା ସାହାଯ୍ୟ  ରେ ଧାରା ଯାଇଥାଏ । ଏହା କଳା ବେଳେ ଶିଶୁ ମାନେ 5ରୁ 7 ବର୍ଷ ବଯଶର ହେଇଥାନ୍ତି । ଏହି ପ୍ରଥା ଶହ ଶହ ବର୍ଷ ଧରି ସେଠାରେ ଚାଲି ଆସିଥାଏ । ଜଣେ ସୁଫି ଧର୍ମଗୁରୁ ଯେଉଁ ମାନଙ୍କ ପିଲା ମାନେ ରୁଗ୍ଣ ହେଇ ମୃତ୍ୟୁ ମୁଖରେ ଥାନ୍ତି ସେମାନଙ୍କୁ ଏକ ଉପାସନାପିଠା ନିର୍ମାଣ କରି ତାହାର ଛାତରୁ ରୁଗ୍ଣ ଛୁଆ ମାନଙ୍କୁ ଫିଙ୍ଗିଲେ ସେମାନଙ୍କୁ ବାହାଗବାନ ଭଲ କରିଦେବେ କହିଥିଲେ । କିମ୍ବଦନ୍ତୀ ଅଛି , ବହୁ ଆଗରୁ ସେପରି କରି ଜଣେ ଶିଶୁକୁ ଉପରୁ ଫିଙ୍ଗିବାରୁ ଏକ ଝୋଲି ସଦୃଶ କଣା ଆସି ଶିଶୁକୁ ଆପେ ଆପେ ଗ୍ରହଣ କରିଥିଲା ଓ ଶିଶୁଟି ଠିକ ହେଇ ଯାଇଥିଲା । ଏହି ଅନୁସାରେ ଏହି ପ୍ରଥାର ଆରମ୍ଭ ହେଇଥିଲା ଓ ଇସଲାମ ଧର୍ମାବଲବୀଙ୍କ ବିଶ୍ଵାସ ଯେ ରୁଗଣ ଶିଶୁକୁ ସେପରି ପ୍ରଥାରେ ଫିଙ୍ଗିଲେ ସେ ନିଶ୍ଚୟ ଭଲ ହେଇଯାଏ । ."