Top 10 similar words or synonyms for planetarium

brunei    0.970220

guatemala    0.967521

sindh    0.966996

benghalensis    0.965999

syria    0.965706

ethiopia    0.964252

baghdad    0.963868

bhairavi    0.963728

maldives    0.963197

sanjukta    0.963146

Top 30 analogous words or synonyms for planetarium

Article Example
ତିନ୍ ମୂର୍ତ୍ତୀ ଭବନ "ସେଣ୍ଟର୍ ଫର୍ କଣ୍ଟେମ୍ପରାରି ଷ୍ଟଡିଜ୍" ଓ ୧୯୮୪ ମସିହାରେ ଖୋଲାଯାଇଥିବା ନେହେରୁ ତାରାଘର (Nehru Planetarium) ମଧ୍ୟ ଏହି କୋଠାରେ କାର୍ଯ୍ୟକାରୀ ହେଉଛି ।
ଗଣେଶ ପୂଜା ଏବଂ ବମ୍ବେ ସହର (ମୁମ୍ବାଇ) ମୁମ୍ବାଇ ବହୁତ ଦର୍ଶନୀୟ ସ୍ଥାନ ପାଇଁ ପ୍ରସିଦ୍ଧି ଲାଭ କରିଛି । ତନ୍ମଧ୍ୟରୁ "GATE WAY OF INDIA", ELEPHANTA CAVES","TAJ HOTEL", "SIDDHIVINAYA TEMPLE", "MAHALAXMI TEMPLE", "MUMBADEVI TEMPLE", "HAJIALI", "SEA LINK", "JIVDANI TEMPLE", "JUHU BEACH", "GIRGAUM BEACH", VERSOVA BEACH , "WANKHEDE STADIUM", "CHATRAPATI SHIVAJI VASTU SANGRAHALAYA","NEHERU PLANETARIUM", "SHIVAJI PARK", "THE HANGING GARDEN" , "MARINE LINES", "RACE COURSE " ଏମିତି ଆହୁରି ଅନେକ । ହିନ୍ଦୀ ସିନେମା ଜଗତର ଘର ହେଉଛି ମୁମ୍ବାଇ । "ଚର୍ଚଗେଟ"ରୁ "ଭାଇନ୍ଦର" ପର୍ଯନ୍ତ ଏବଂ "କୋଲାବା"ରୁ "ଥାନେ" ପର୍ଯନ୍ତ ବ୍ୟାପିଛି ମୁମ୍ବାଇ ମହାନଗର । ମୁମ୍ବାଇରେ ଯେକୌଣସି ଜାଗାକୁ ଯିବାକୁ ହେଲେ ସବୁଠାରୁ ଶସ୍ତା ମାଧ୍ୟମ ହେଉଛି ରେଳପଥ ଯାହା "ୱେଷ୍ଟର୍ନ"(WESTERN RAILWAY) ଏବଂ "ସେଣ୍ଟ୍ରାଲ"(CENTRAL RAILWAY) ରେଳପଥ ଅଧୀନରେ ଚାଲୁଛି । ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରନ୍ତି । ସେଥିପାଇଁ "ମୁମ୍ବାଇ ଲୋକାଲ"କୁ ମୁମ୍ବାଇର "Life-line" ବୋଲି କୁହାଯାଏ । ତାଛଡା ସାରା ମୁମ୍ବାଇରେ ଚାଲୁଛି ଅଗଣିତ ସରକାରୀ "ବସ"(BUS) ଯାହାକୁ ପରିଚାଳନା କରୁଛି "ବେଷ୍ଟ"(BEST : Brihanmumbai Electric Supply and Transport)। ବସ ଧରିବା ସାଧାରଣ ଲୋକ (ଯଦି ସେ ବାହାର ରାଜ୍ୟରୁ ଆସିଥାନ୍ତି ) ପାଇଁ କାଠିକର ପାଠ । କେତେ ନମ୍ବର ବସ କେଉଁ ସ୍ଥାନକୁ ଯାଉଛି ସେଥିପାଇଁ ଏକ ବହି ବି ଛାପାଯାଇଛି । ପଛକୁ ଆସିବ କାର/ଟାକ୍ସି ସେବା , ଯାହାର ଅବସ୍ଥା ଅତି ଦୟନୀୟ ।ଯଦି ପକେଟରେ ନୋଟ ନାହିଁ ତ କେବେହେଲେ କାର/ଟାକ୍ସିରେ ବସନ୍ତୁ ନାହିଁ । ନହେଲେ ଅଯଥା ହଇରାଣ ହୋଇଯିବେ । ସେ ବିଷୟରେ ବର୍ଣ୍ଣନା କଲେ ଏକ କାହାଣୀ ହୋଇଯିବ । ଶେଷରେ ଆସିବେ ଅଟୋ ରିକ୍ସା ବାଲା । ସେମାନଙ୍କ ବିଷୟରେ ନ କହିବାଟା ହିଁ ଭଲ । ଯେଉଁଠି ୫ କିଲୋମିଟର ଦୂରତା ଅତିକ୍ରମ ପାଇଁ ସେମାନେ ନିଅନ୍ତି ୮/୧୦ କିଲୋମିଟରର ଭଡା । ଏମିତି ବୁଲେଇ ବଙ୍କେଇ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବେ ଯେମିତି ରକେଟ ଯୋଗେ ପୃଥିବୀରୁ ଚନ୍ଦ୍ରକୁ ଯାଉଛନ୍ତି । ଏସବୁ ସତ୍ତ୍ୱେ ବି ଗମନା ଗମନ ଓ ଯୋଗାଯୋଗ ବ୍ୟବସ୍ଥା ଅତି ଉତ୍ତମ । ଦିନ ହେଉ ଅବା ରାତ୍ରିର ଯେକୌଣସି ପ୍ରହର । ଯୁଆଡେ ଇଚ୍ଛା ସିଆଡେ ଯାଇହେବ । ବର୍ତମାନ "ଓଲା"(OLA) ଏବଂ "ଊବେର"(UBER) ଗମନା ଗମନକୁ ଅଧିକ ତ୍ଵରାନ୍ନିତ କରିଛି । ଆହୁରି ବି ଡିଜିଟାଲ ସେବା ଓ ଆଣ୍ଡ୍ରୋଏଡ ମୋବାଇଲ ବହୁତ କିଛି ତଥ୍ୟ ଦେଇ ପାରିବାରେ ସକ୍ଷମ ।