Top 10 similar words or synonyms for placenta

dopamine    0.820863

ଉପଶମକ    0.808006

steroids    0.807986

monitoring    0.802798

ଠତଳ    0.797299

lamivudine    0.795450

porphyria    0.795167

abacavir    0.795111

isolated    0.792455

bacteria    0.792127

Top 30 analogous words or synonyms for placenta

Article Example
ଗର୍ଭାବସ୍ଥା ଭୃଣ ଅବସ୍ଥାରେ ଫଳଯୁକ୍ତ ଡିମ୍ଵାଣୁ କ୍ରମ ବିଭାଜିତ ହୁଏ ଓ କୋଷ ପୃଥକୀକରଣ (Cell differentiation)ହୁଏ । ଏହି ପ୍ରକ୍ରିୟା ୮ ସପ୍ତାହ ପର୍ଯ୍ୟନ୍ତ ଚାଲି ଶେଷ ହୁଏ । ପ୍ଲାସେଣ୍ଟା (Placenta) ଓ ନାହି ନାଡ଼ (Umbilical cord) ତିଆରି ହୁଏ । ଏହି ସମୟରେ କୋଷ ପୃଥକୀକରଣ ହୋଇ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ତଥା ସ୍ନାୟୁ ବିଭାଗ ଆଦି ସୃଷ୍ଟି ହୁଏ । ଏହି ଭୃଣ ଅବସ୍ଥା ସରି ଆସିଲା ବେଳକୁ ଆଖି, କାନ, ପାଟି ଓ ଅଙ୍ଗୁଳି ଗୁଡିକ ସାମାନ୍ୟ ଦୃଷ୍ଟି ଗୋଚର ହୁଅନ୍ତି ।
ଗର୍ଭାବସ୍ଥା ଗର୍ଭ ଅଛି କି ନାହିଁ ଯାଣିବା ପାଇଁ ଏକାଧିକ ଗର୍ଭ ପରୀକ୍ଷା କରିବାକୁ ମିଳେ । ନୂଆ ତିଆରି ହୋଇଥିବା ପ୍ରସବ ପୁଷ୍ପରୁ (Placenta) କ୍ଷରିତ ହରମୋନକୁ ପରୀକ୍ଷାଦ୍ଵାରା ଅନୁସନ୍ଧାନ କରି ହୁଏ । ଜରାୟୁ ସଂଯୋଗର ୧୨ ଦିନ ପରେ ରକ୍ତ ଓ ପରୀସ୍ରାରୁ ଏହି ହରମୋନର ଉପସ୍ଥିତି ଜାଣି ହୁଏ । ରକ୍ତ ପରୀକ୍ଷାର ମାନ ଉଚ୍ଚତର ଥାଏ । ନିବିଦ୍ଧ ହେବାର ୧୨ରୁ ୧୫ ଦିନ ପରେ ଗର୍ଭ ପରୀକ୍ଷା ଘରେ ବସି କରିହେବ ।