Top 10 similar words or synonyms for peta

ivoire    0.923236

promotion    0.922811

xcd    0.920488

xe    0.920305

ester    0.919890

joan    0.918971

raichur    0.918939

les    0.918720

pg    0.918650

pr    0.917947

Top 30 analogous words or synonyms for peta

Article Example
PETA (ବହୁବିକଳ୍ପ) PETA ଏକ ସଂକ୍ଷିପ୍ତ ଶବ୍ଦ ଯାହା ତଲାଲିଖିତ ଶବ୍ଦସବୁକୁ ବୁଝାଇପାରେ:
PETA (ବହୁବିକଳ୍ପ) ପେଟା (Peta) ବୋଧେ ତଲାଲିଖିତ ଶବ୍ଦସବୁକୁ ବୁଝାଇଥାଏ:
ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ (PETA) ଏକ ଆମେରିକୀୟ ପଶୁ ନ୍ୟାୟ ସଙ୍ଗଠନ ଯାହା ନରଫଲ୍କ, ଭର୍ଜିନିଆଠାରେ ଅବସ୍ଥିତ ଓ ଇଙ୍ଗ୍ରିଡ଼ ନିଉକିର୍କଙ୍କ ଦେଇ ପରିଚାଳିତ ଯେ ଏହାର ବିଶ୍ଵସମ୍ପାଦକ ଅଛନ୍ତି । ଏହା ଏକ ଅଣ-ଲାଭକାରୀ ସଙ୍ଗଠନ ଯେଉଁଥିରେ ୩୦୦ରୁ ଅଧିକ କର୍ମଚାରୀ କାମ କରିଥାନ୍ତି ; ତାହାଛଡ଼ା ଏଥିରେ ୨ ମିଲିଅନ ସଭ୍ୟ ଓ ସହଯୋଗୀ ଅଛନ୍ତି, ଏହା ଜଗତର ସବୁଠାରୁ ବଡ଼ ପ୍ରାଣୀ ନ୍ୟାୟ ସଂଗଠନ ବୋଲି ଦାବି କରିଥାଏ । ଏହାର ସ୍ଳୋଗାନ "ପଶୁମାନେ ଆମର ଖାଦ୍ୟ, ପୋଷାକ,ପରଖ ବା ମନୋରଞ୍ଜନ ନିମନ୍ତେ ନୁହଁନ୍ତି ।" ("animals are not ours to eat, wear, experiment on, or use for entertainment.)"
ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ ଇଙ୍ଗ୍ରିଡ଼ ନିଉକିର୍କ ଓ ସହଯୋଗୀ ପ୍ରାଣୀ ନ୍ୟାୟ କର୍ମୀ ଆଲେକ୍ସ ପାଚେକୋଙ୍କ ଦେଇ ମାର୍ଚ ୧୯୮୦ରେ ପ୍ରତିଷ୍ଠିତ ଏହି ସଙ୍ଗଠନ ୧୯୮୧ରେ ସିଲଭର ସ୍ପ୍ରିଙ୍ଗ ମଙ୍କିଜ ଘଟଣାରେ ଲୋକଲୋଚନକୁ ଆସିଥିଲା । । ଏହି ଘଟଣା ଏକ ଜନସାଧାରଣ ବିବାଦ ଥିଲା ଯେଉଁଥିରେ ୧୭ଟି ମାକାକୁ ମାଙ୍କଡ଼ଙ୍କ ଉପରେ ଇନଷ୍ଟିଚୁଟ ଅଫ ବିହେଭରିଆଲ ରିସର୍ଚ (Institute of Behavioral Research), ସିଲଭର ସ୍ପ୍ରିଙ୍ଗ, ମେରିଲାଣ୍ଡଠାରେ ପରଖ ପାଇଉନ ବ୍ୟବହାର କରଯାଇଥିଲା । ଏହି ବିଚାର ୧୦ ବର୍ଷ କାଳ ଚାଲିଥିଲା, ଯେଉଁଥିରେ ପ୍ରଥମ ଥର ଆମେରିକାରେ ଏକ ପ୍ରାଣୀ ପରୀକ୍ଷାଗାରରେ ପୋଲିସ ଅଟକ ପଡ଼ିଥିଲା । ୧୯୮୫ରେ ଏହି ଦେଶର ପ୍ରାଣୀ କଲ୍ୟାଣ ନୀତିରେ ଏକ ଭାଗ ଯୋଡ଼ାଯାଇଥିଲା, ଯାହା ପରେ PETA ଏକ ଜାଗତିକ ସଙ୍ଗଠନ ରୂପେ ପରିଗଣିତ ହୋଇଥିଲା । ତାହାପରେ, ଏହାର ଅଭିଯାନ ଓ ଗୋପନ ତଦନ୍ତରେ ଏହା ମୂଳ ଚାରୋଟି ବିଷୟ ଉପରେ ଧ୍ୟାନ ଦେଇଥାଏ—କାରଖାନା ଚାଷକୁ ବିରୋଧ, ଲୋମ ଚାଷ, ପଶୁ ପରଖ, ଓ ପଶୁମାନଙ୍କୁ ମନୋରଞ୍ଜନରେ ବ୍ୟବହାର—ଯଦିଓ ଏହା ମାଛଧରା, କ୍ଷତିକାରୀ ଭାବରେ ଚିହ୍ନିତ ପଶୁମରା, ଅଗଣାରେ ଶିକୁଳିରେ ବାନ୍ଧି କୁକୁର ପାଳିବା, କୁକୁଡ଼ା ଲଢ଼େଇ, କୁକୁର ଲଢ଼େଇ, ଓ ଷଣ୍ଢ ଲଢ଼େଇ ଆଦିକୁ ମଧ୍ୟ ବିରୋଧ କରିଥାଏ ।