Top 10 similar words or synonyms for pec

carter    0.903903

ଆଟର    0.903316

partner    0.901227

bhushan    0.900619

manipal    0.898848

honorary    0.897130

rev    0.895444

fellow    0.894820

scores    0.894607

stay    0.894344

Top 30 analogous words or synonyms for pec

Article Example
କଳ୍ପନା ଚାୱଲା ଯଦିଓ କଳ୍ପନାଙ୍କ ଶିକ୍ଷକ ମାନେ ତାଙ୍କୁ ସିଭିଲ୍ ଇଞ୍ଜିନିୟରିଂ (Civil Engineering), ମେକାନିକାଲ୍ ଇଞ୍ଜିନିୟରିଂ (Mechanical Engineering) କିମ୍ବା ଏଲେକ୍‌ଟ୍ରିକାଲ୍ ଇଞ୍ଜିନିୟରିଂ (Electrical Engineering)ରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ; କିନ୍ତୁ ସେ "PEC"ଠାରେ ଏରୋନଟିକାଲ୍ ଇଞ୍ଜିନିୟରିଂ (Aeronautical Engineering) ବିଭାଗରେ ହିଁ ନାମ ଲେଖାଇଥିଲେ। ସେତେବେଳେ ଏରୋନଟିକାଲ୍ ଇଞ୍ଜିନିୟରିଂ (Aeronautical Engineering) ପଢ଼ୁଥିବା ଆଠ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ସେ ଏକମାତ୍ର ଝିଅ ଥିଲେ। "PEC"ରେ ପଢ଼ୁଥିବା ସମୟରେ କଳ୍ପନା ତାଙ୍କ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇ ଥିଲେ। ତାଙ୍କ ଜୀବନରେ ଯେବେ ବି ତାଙ୍କୁ ଏକାଧିକ ବିକଳ୍ପ ମାନ‌ଙ୍କ ମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ ପଡ଼ୁଥିଲା, ସେ ସର୍ବଦା ନିର୍ଭୀକ ଭାବରେ ସବୁଠାରୁ କଠିନ ବିକଳ୍ପଟିକୁ ହିଁ ବାଛୁଥିଲେ। ତାଙ୍କର ଏହି ସ୍ୱଭାବ ଏବଂ ଦୃଢ଼ ନିଶ୍ଚୟ ବଳରେ ସେ ନିଜ ଶ୍ରେଣୀରେ ସବୁଠାରୁ ଉପରକୁ ଉଠି ପାରିଥିଲେ।
କଳ୍ପନା ଚାୱଲା କଳ୍ପନା ଜଣେ ଖୁବ୍ ଭଲ ତ‌ଥା ଅନପେକ୍ଷିତ ବ୍ୟକ୍ତି ଥିଲେ ବୋଲି ତାଙ୍କ କଲେଜ୍ର ସାଙ୍ଗ ମାନେ ମତ ଦିଅନ୍ତି। ସେ ତାଙ୍କର ଅଧିକାଂଶ ସମୟ ଶ୍ରେଣୀଗୃହ, ପାଠାଗାର କିମ୍ବା ପ୍ରୟୋଗଶାଳାରେ ବିତାଉଥିଲେ। ତ‌ଥାପି କଲେଜ୍ର ବାର୍ଷିକ କ୍ରୀଡ଼ା ଉତ୍ସବ, ଅନ୍ୟାନ୍ୟ ଉତ୍ସବ ତ‌ଥା "ଏରୋ ଏବଂ ଆଷ୍ଟ୍ରୋ ସମାଜ" ("Aero and Astro Society")ର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅତ୍ୟନ୍ତ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ। "PEC"ରେ କଳ୍ପନା ଉଡ଼ାଜାହାଜରେ ବ୍ୟବ‌ହୃତ ହେଉଥିବା ସାମଗ୍ରୀ, ଉଡ଼ାଜାହାଜର ଗତି ତ‌ଥା ସିଦ୍ଧାନ୍ତ ମୂଳକ ଏରୋଡାଇନାମିକ୍‌ସ୍ (Theoretical Aerodynamics) ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏହି ଜ୍ଞାନ ତାଙ୍କୁ ତାଙ୍କର ଭବିଷ୍ୟତ ପାଠ ପଢ଼ା ଏବଂ ତାଙ୍କ ମହାକାଶଚାରୀ ଜୀବନରେ ଖୁବ୍ ସ‌ହାୟକ ହୋଇଥିଲା।
କଳ୍ପନା ଚାୱଲା କଳ୍ପନା ଖୁବ୍ ଭଲ ନମ୍ବର ରଖି ବିଦ୍ୟାଳୟ ପାଠ ପଢ଼ା ଶେଷ କରିଥିଲେ। ବିଦ୍ୟାଳୟ ପଢ଼ା ଶେଷ କରି ସାରିଲା ବେଳକୁ ସେ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରି ସାରିଥିଲେ। ସେ ଏରୋସ୍ପେଶ୍ ଇଞ୍ଜିନିୟର୍ (Aerospace Engineer) ହେବାକୁ ଚାହୁଁଥିଲେ। କର୍ଣ୍ଣଲଠାରେ ଥିବା "ଦୟଲ୍‌ସିଂହ କଲେଜ୍"ରୁ ନିଜର ଉଚ୍ଚ ମାଧ୍ୟମିକ ପାଠ ପଢ଼ା ଶେଷ କରି ସେ ଚଣ୍ଡିଗଡ଼ଠାରେ ଥିବା ପଞ୍ଜାବ ଇଞ୍ଜିନିୟରିଂ କଲେଜ୍ ବା Punjab Engineering College ("PEC")ରେ ନାମ ଲେଖାଇଥିଲେ। ପ୍ରଥମେ ପ୍ରଥମେ କଳ୍ପନାଙ୍କ ରକ୍ଷଣଶୀଳ ପରିବାର ତାଙ୍କୁ ନିଜ ସ‌ହର ବାହାରକୁ ଛାଡ଼ିବାକୁ ରାଜି ହେଉ ନ ଥିଲେ। କିନ୍ତୁ ନିଜର ଶାନ୍ତ ସ୍ୱଭାବ ଏବଂ ଦୃଢ଼ ନିଶ୍ଚୟ ବଳରେ ସେ ନିଜ ପରିବାର ଲୋକଙ୍କୁ ରାଜି କରାଇବାରେ ସଫଳ ହୋଇଥିଲେ।