Top 10 similar words or synonyms for peak

length    0.932501

diapsids    0.931601

dating    0.930079

maximum    0.929979

period    0.926255

anchor    0.925341

flow    0.924561

being    0.921311

prepared    0.920848

em    0.919830

Top 30 analogous words or synonyms for peak

Article Example
ଆଜ୍‌ମା ଆଜ୍‌ମା ନିର୍ଣ୍ଣୟ ନିମନ୍ତେ ପିକ୍ ଏକ୍ସପିରେଟରି ଫ୍ଲୋ(peak expiratory flow) ଏକ ସାହାଯ୍ୟକାରୀ ପରୀକ୍ଷା ।
ଏଭରେଷ୍ଟ ଶୃଙ୍ଗ ସର୍ଭେ ଅଫ ଇଣ୍ଡିଆର ଭୂତପୂର୍ବ ଜେନେରାଲ ଜର୍ଜ ଏଭରେଷ୍ଟଙ୍କ ନାମ ଅନୁସାରେ ହିମାଳୟ ତଥା ବିଶ୍ଵର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ନାମିତ ହୋଇଅଛି । ଏହି ନାମକରଣ ପୂର୍ବରୁ ଏହା ୧୫ଶ ଶୃଙ୍ଗ (Peak XV) ଭାବେ ପରିଚିତ ଥିଲା । ସ୍ଥାନୀୟ ନେପାଳୀମାନେ ଏହାକୁ ସାଗରମଥା ଓ ତିବ୍ବତୀୟମାନେ ଏହାକୁ ଚୋମୁଲାଙ୍ଗମେ ଭାବେ ନାମିତ କରିଥିଲେ ।
ଭାରତରେ ଥିବା ଶକ୍ତି କେନ୍ଦ୍ର ଗୁଡ଼ିକର ତାଲିକା As on July 31, 2010, and as per the Central Electricity Authority the total installed capacity of Diesel based power plants in India is 1,199.75 MW. Normally the diesel based power plants are either operated from remote locations or operated to cater peak load demands. Here is some list of presently operating plants.
ଆଜ୍‌ମା ଜେନେଟିକ୍ ଓ ପରିବେଶ ଦ୍ଵୟର ମିଶ୍ରିତ ପ୍ରଭାବ ଯୋଗୁ ଆଜ୍‌ମା ହେବା ବିଶ୍ୱାସ କରାଯାଉଛି । ବାୟୁମଣ୍ଡଳୀୟ କାରକ ମଧ୍ୟରେ ବାୟୁ ପ୍ରଦୂଷଣ ଓ ଆଲର୍ଜେନର ଭୂମିକା ଅଛି ।. ଆସ୍ପିରିନ ଓ ବିଟାବ୍ଲକର ଭଳି ଔଷଧ ରହି ରୋଗକୁ ଟ୍ରିଗର କରେ । ଲକ୍ଷଣ, ଚିକିତ୍ସାର ପ୍ରଭାବ ଓ ସ୍ପାଇରୋମେଟ୍ରି ପରୀକ୍ଷାଦ୍ଵାରା ଏହି ରୋଗ ନିର୍ଣ୍ଣୟ କରାଯାଏ । ଲକ୍ଷଣମାନଙ୍କର ପ୍ରକାଶ ସମୟ, ଏକ ସେକଣ୍ଡରେ ନିଶ୍ଵାସ ଛାଡିବା ପରିମାଣ ଓ ପିକ୍ ଏକ୍ସପିରେଟରି ଫ୍ଲୋ ରେଟ( peak expiratory flow rate.) ଅନୁସାରେ ଏହି ରୋଗକୁ ବର୍ଗୀକରଣ କରାଯାଇଛି । ଏହାକୁ ଆଟୋପିକ ଓ ନନ୍ ଆଟୋପିକ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି, ଆଟୋପି ଅର୍ଥ ଟାଇପ ୧ ଅତି ସମ୍ବେଦନଶୀଳ ପ୍ରତିକ୍ରିୟା ।
ଆଜ୍‌ମା ତିନି ପ୍ରକାର ପଦ୍ଧତିରେ ଆଜ୍‌ମା ବର୍ଗୀକରଣ କରାଯାଏ । ସେଗୁଡିକ ଯଥା କ୍ରମେ ଏକ ସେକଣ୍ଡରେ ଫୋର୍ସଡ୍ ଏକ୍ସପିରେଟରି ଭଲ୍ୟୁମ୍ (forced expiratory volume in one second ବା FEV1), ପିକ ଏକ୍ସପିରେଟରି ଫ୍ଲୋ ରେଟ୍(peak expiratory flow rate) ଓ ଲକ୍ଷଣମାନଙ୍କର ପୁନଃପୌନକିତା( frequency of symptoms) । ଆଟିପିକ୍ ଓ ନନ୍ ଆଟୋପିକ୍ ମଧ୍ୟ ଅନ୍ୟ ଏକ ବର୍ଗୀକରଣ । ଏହା ଏକ ଶ୍ଵାସ ନଳୀ ରୁଦ୍ଧକାରୀ ରୋଗ ହେଲେ ମଧ୍ୟ କ୍ରନିକ୍ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ୍ ମଧ୍ୟରେ ଯାଏ ନାହିଁ, କାରଣ ଏହା ଅନ୍ୟ ରୋଗ ଭଳି ଚିରସ୍ଥାୟୀ ନୁହେଁ, ଶ୍ଵାସ ନଳୀ କିଛି ସମୟ ପରେ ପ୍ରସାରିତ ହୋଇଯାଏ । ଚିକିତ୍ସା ନ ହେଲେ ଆଜ୍‌ମାଦ୍ଵାରା ଶ୍ଵାସ ନଳୀ ସଙ୍କୁଚିତ ହୋଇ ରହିଯାଏ ।