Top 10 similar words or synonyms for palsy

cerebral    0.957282

conditions    0.957265

invasive    0.948181

liquids    0.947877

return    0.947670

become    0.946860

magnetic    0.946066

anonymous    0.945502

dry    0.945447

active    0.945206

Top 30 analogous words or synonyms for palsy

Article Example
ସେରେବ୍ରାଲ୍ ପାଲ୍‌ସି ମସ୍ତିଷ୍କର ଯେଉଁ ଅଂଶ ଶରୀରର ଚଳନ, ଭାରସାମ୍ୟ ଓ ସଂସ୍ଥିତିକୁ ନିୟନ୍ତ୍ରଣ କରେ ତାହାର ଗଠନ ଅସ୍ୱାଭାବିକ ହେଲେ ବା ଏହା ଆଘାତପ୍ରାପ୍ତ ହେଲେ ସେରେବ୍ରାଲ ପାଲ୍‌ସି ରୋଗ ହୁଏ । ଅଧିକାଂଶ ସମସ୍ୟା ଗର୍ଭାବସ୍ଥାରେ ହୁଏ; କିନ୍ତୁ ଏହା ଜନ୍ମ ସମୟରେ ବା ଏହାର କିଛି ସମୟ ପରେ ମଧ୍ୟ ହେବ ସମ୍ଭବ । ଅନେକ ସମୟରେ କାରଣ ଅଜଣା ଥାଏ । ଅପକ୍ୱ ଜନ୍ମ, ଯାଆଁଳା ଜନ୍ମ; କେତେକ ସଂକ୍ରମଣ ଯଥା ଟକ୍ସୋପ୍ଲାଜ୍ମୋସିସ, ଜର୍ମାନ ମିଳିମିଳା ବା ରୁବେଲା, ଗର୍ଭାବସ୍ଥାରେ ମିଥାଇଲ ମର୍କରୀ ସଂସ୍ପର୍ଶ ଓ ଜୀବନର ପ୍ରଥମ କିଛି ବର୍ଷ ଭିତରେ ମୁଣ୍ଡ ଆଘାତ ଇତ୍ୟାଦି ଏହି ରୋଗର ସଙ୍କଟମୟ ଅବସ୍ଥା ସୃଷ୍ଟି କରେ । ଜେନେଟି୍ ଦୋଷ ୨ % କେସ୍‌ରେ ଥାଏ । ନିର୍ଦ୍ଦିଷ୍ଟ କେତେକ ସମସ୍ୟାକୁ ନେଇ କେତେକ ଉପ-ଟାଇପ ବର୍ଗୀକରଣ କରାଯାଇଥାଏ, ଉଦାହରଣ ସ୍ୱରୁପ ଅନମନୀୟ ମାଂସପେଶୀ (spastic cerebral palsy), ଅସମନ୍ୱୟ (ataxic cerebral palsy) ଓ କେତେକ ଛଟପଟ ହେବାଭଳି ଚଳନ (athetoid cerebral palsy) । ସମୟକ୍ରମେ ପିଲାର ବିକାଶ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ କରି ଅନ୍ୟ ସମ୍ଭାବ୍ୟ ରୋଗମାନଙ୍କଠାରୁ ଅଲଗା କରାଯାଏ ।
ମୁଖପକ୍ଷାଘାତ ମୁଖପକ୍ଷାଘାତ (ଇଂରାଜୀ ଭାଷାରେ ବେଲ୍ସ ପାଲ୍‌ସି/Bell's palsy) ଏକ ମୁଖସ୍ନାୟୁ ପକ୍ଷାଘାତ () ରୋଗ ଯାହା ଫଳରେ ରୋଗୀ ନିଜର ମୁଖମଣ୍ଡଳର ମାଂସପେଶୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଅକ୍ଷମ ହୁଏ । ଏହାର ଲକ୍ଷଣ ସାମାନ୍ୟରୁ ସାଂଘାତିକ ହୋଇପାରେ । ଏହି ଲକ୍ଷଣ ମଧ୍ୟରେ ମାଂସପେଶୀ ସ୍ଫୁରଣ (twitch), ଦୁର୍ବଳ ଓ ଗୋଟିଏ ପାଖ ବା ଉଭୟ ପାଖ ଚଳନ କରିବାକୁ ଅକ୍ଷମ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଖିପତା ଝୁଲିପଡ଼େ (), ସ୍ୱାଦ ପରିବର୍ତ୍ତିତ ହୁଏ, କାନ ଚାରିପାଖରେ ଯନ୍ତ୍ରଣା ହୁଏ ଓ ଅଧିକ ଜୋରରେ ଶବ୍ଦ ଶୁଣାଯାଇପାରେ । ସ୍ୱାଭାବିକ ଭାବରେ ଏହାର ଲକ୍ଷଣ ୪୮ଘଣ୍ଟାରେ ପ୍ରକାଶ ପାଏ ।
ସେରେବ୍ରାଲ୍ ପାଲ୍‌ସି ସେରେବ୍ରାଲ ପାଲ୍‌ସି ( Cerebral palsy), ସ୍ୱଳ୍ପରେ ସି.ପି. (CP) କେତେଗୁଡ଼ିଏ ଚଳନ ସମସ୍ୟାଭିତ୍ତିକ ରୋଗମାନଙ୍କର ଏକ ଦଳ ଯାହା ପ୍ରାକ୍-ଶୈଶବ କାଳରେ ଦେଖାଯାଏ । ବିଭିନ୍ନ ଲୋକଙ୍କ ମଧ୍ୟରେ ଲକ୍ଷଣମାନଙ୍କର ଭିନ୍ନତା ଦେଖାଯାଏ । ପୁନଃ ପୁନଃ ଦେଖାଯାଉଥିବା ଲକ୍ଷଣ‌ଗୁଡ଼ିକ; ସମନ୍ୱୟ ଅସୁବିଧା, ସୁଦୃଢ଼ ମାଂସପେଶୀ (), ଦୁର୍ବଳ ମାଂସପେଶୀ, କ‌ହିବା ତ‌ଥା ଗିଳିବାରେ ଅସୁବିଧା ଓ କମ୍ପନ । ଏହା ବ୍ୟତୀତ ସ୍ପର୍ଶ, ଦୃଷ୍ଟି ଓ ଶ୍ରବଣ ସମସ୍ୟା ରହିପାରେ । ଅନେକ ସମୟରେ ସିପି ଛୁଆ ଗଡ଼ିବା, ବସିବା, ଘୁଷୁରିବା ଓ ଚାଲିବା ଆଦି ଅନ୍ୟ ପିଲାଙ୍କ ଭଳି କରିପାରନ୍ତି ନାହିଁ । ଚିନ୍ତା ଶକ୍ତି ତ‌ଥା ବୋଧ ଶକ୍ତିର ଅଭାବ ଓ ବାତ ମାରିବା ଅସୁବିଧା ପ୍ରାୟ ଏକ ତୃତୀୟାଂଶ କେସ୍‌ରେ ଦେଖାଯାଏ । ଲକ୍ଷଣ‌ଗୁଡ଼ିକ ପ୍ରଥମ କିଛି ବର୍ଷରେ ଦେଖାଗଲେ ମଧ୍ୟ ପରେ ଏହି ରୋଗ ଅଧିକ କ୍ଷତି କରେ ନାହିଁ ।
ପାର୍କିନ୍‌ସନ୍ ରୋଗ ସନ ୨୦୧୩ରେ ପିଡି ରୋଗ ପୃଥିବୀରେ ପ୍ରାୟ ୫୩ ନିୟୁତ ଲୋକଙ୍କୁ ହୋଇଥିବା ଫଳରେ ୧୦୩,୦୦୦ ମୃତ୍ୟୁ ହୋଇଥିଲା । ଏହି ରୋଗ ୬୦ ବର୍ଷ ବୟସ ଉର୍ଦ୍ଧ୍ୱରେ ହୁଏ ଓ ଏହି ବୟସ୍କ ଲୋକଙ୍କ ମଧ୍ୟରୁ ୧% ଲୋକଙ୍କୁ ଏହି ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହୁଏ । ୪୦ ବା ୫୦ ବର୍ଷ ବୟସ ପୂର୍ବରୁ ଏହି ରୋଗ ହେଲେ ୟଙ୍ଗ ଅନସେଟ ପିଡି ନାମ ଦିଆଯାଏ । ରୋଗ ନିର୍ଣ୍ଣୟ ହେବା ପରେ ରୋଗୀର ଆୟୁଷ ପ୍ରାୟ ୭ରୁ ୧୪ ବର୍ଷ ଅଧିକ ରହେ । ଏହି ରୋଗର ବର୍ଣ୍ଣନା ସନ ୧୮୧୭ରେ ପ୍ରଥମେ ଇଙ୍ଗ୍ଲିଶ ଡାକ୍ତର ଜେମସ୍ ପାର୍କିନ୍‌ସନ୍ () ଲିପିବଦ୍ଧ କରି "ଆନ ଏସେ ଅନ ଦି ସେକିଙ୍ଗ ପାଲ୍‌ସି" ("An Essay on the Shaking Palsy") ନାମ ଦେଇଥିଲେ । ଜନ ସଚେତନତା ନିମନ୍ତେ ପାର୍କିନସନ୍‌ଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ୱର୍ଲଡ ପାର୍କିନସନ ଡେ (World Parkinson's Day) ପାଳନ କରାଯାଏ ଓ ଟୁଲିପ ଫୁଲ () ଏହାର ପ୍ରତୀକ ହୋଇଛି । ଜନ ସଚେତନତା ବୃଦ୍ଧି ନିମନ୍ତେ ଅଭିନେତା ମାଇକେଲ ଜେ ଫକ୍ସ (), ଅଲିମ୍ପିକ ସାଇକେଲ ଖେଳାଳୀ ଡେଭିସ ଫିନ୍ନି () ଓ ସ୍ୱର୍ଗତ ମୁଷ୍ଟିଯୋଦ୍ଧା ମୁହମ୍ମଦ ଅଲ୍ଲିଙ୍କ () ନାମ ଉଲ୍ଲେଖ‌ଯୋଗ୍ୟ ।