Top 10 similar words or synonyms for october

january    0.988702

april    0.987485

july    0.984153

june    0.984116

september    0.981973

november    0.980315

august    0.979531

february    0.977878

rd    0.977648

eisenhower    0.974030

Top 30 analogous words or synonyms for october

Article Example
ମାସ ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ଥାଆନ୍ତି । ଚାନ୍ଦ୍ରମାନ ତୁଳା ମାସ (October-November)| ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ ।
ଋଷିଆ ୧୯୧୪ରେ ରୁଷିଆ ଦ୍ଵିତିୟବିଶ୍ଵଯୁଦ୍ଧରେ ଭାଗ ନେଇଥିଲା l ଅଷ୍ଟ୍ରିଆ-ହଂଗେରୀ ଯେତେବେଳେ ରୁଷିଆର ମିତ୍ରରାଷ୍ଟ୍ର ସର୍ବିଆ ଉପରେ ଆକ୍ରମଣ କରିଥିଲା ,ରୁଷିଆ ସେତେବେଳେ ଅଷ୍ଟ୍ରିଆ-ହଂଗେରୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା l ୧୯୧୬ରେ ରୁଷିଆର ସୈନ୍ୟବାହିନୀ ଅଷ୍ଟ୍ରିଆ-ହଂଗେରୀକୁ ପରାସ୍ତ କରିଥିଲେ l ତାହା ସତ୍ତ୍ଵେ ,ଯୁଦ୍ଧରେ ଅତ୍ୟଧିକ ଖର୍ଚ ,ଯୁଦ୍ଧରେ ସଂଖ୍ୟାଧିକ ମୃତ ଓ ଆହତ ଏବଂ ଦୁର୍ନୀତି ଓ ଦେଶଦ୍ରୋହର ଜନରବ ,ରୁଷିଆରେ ଜନ ଅସନ୍ତୋଷକୁ ଗଭୀର କରିଥିଲା l ଯାହାର ଫଳ ସ୍ଵରୁପ ୧୯୧୭ରେ ବିଦ୍ରୋହ ସୃଷ୍ଟି ହୋଇଥିଲା ଏବଂ ରୁଷିଆ ପ୍ରଥମ ବିଶ୍ଵଯୁଦ୍ଧରୁ ଓହରି ଆସିଥିଲା l ଏହି ବିଦ୍ରୋହ ଦୁଇଟି ପର୍ଯ୍ୟାୟରେ ହୋଇଥିଲା । ଫେବ୍ରୁଆରୀ ବିଦ୍ରୋହ(February Revolution ) ଓ ଅକ୍ଟୋବର୍ ବିଦ୍ରୋହ(October Revolution )
ଋଷିଆ ଫେବ୍ରୁୟାରି ବିଦ୍ରୋହ(February Revolution )ରେ ଦ୍ଵିତିୟ ନିକୋଲାସ୍ ଗାଦିଚ୍ୟୁତ ହୋଇଥିଲେ, ତାଙ୍କ ପରିବାର ସହ ତାଙ୍କୁ ବନ୍ଦୀ କରାଯାଇଥିଲା, ପରେ ରୁଷିୟ ଗୃହଯୁଦ୍ଧ(Russian Civil War ) ସମୟରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା l ରାଜତନ୍ତ୍ରର ସ୍ଥାନ ନେଇଥିଲା ଏକ ଅସ୍ଥିର ମିଳିତ ରାଜନୈତିକ ଦଳ l ଏହା ଏକ ଅସ୍ଥାୟୀ ସରକାର ଘୋଷଣା କରିଥିଲା l ଅନ୍ୟ ଏକ ବିକଳ୍ପ ଭାବରେ ସାମ୍ୟବାଦ ସଂଗଠନ ପେତ୍ରୋଗ୍ରାଦ୍ ସୋଭିଏତ୍(Petrograd Soviet ) ତା ସଂଗରେ ରହିଥିଲା । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରସାଶନିକ ପରିଷଦ ଓ ଚାଷୀମାନଂକଦ୍ଵାରା ଏହି ସାମ୍ୟବାଦି ସଙ୍ଗଠନ ନିଜର କ୍ଷମତାର ଅଧିକାରକୁ ବିସ୍ତାର କରିପାରିଥିଲା l ଏହି ନୁତନ ଶାସନ ବ୍ୟବସ୍ଥା ,ସମସ୍ୟାର ସମାଧାନ କରିବା ପରିବର୍ତ୍ତେ, ଦେଶର ସଂକଟକୁ ଅଧିକ ବଢାଇ ଦେଇଥିଲା l ପରିଶେଷରେ ଅକ୍ଟୋବର୍ ବିପ୍ଲବ (October Revolution ) ମୁଣ୍ଡ ଟେକିଥିଲା | ବୋଲଷେଭିକ୍ (Bolshevik ) ନେତା ଭ୍ଲାଦିମିର୍ ଲେନିନ୍ଙ୍କ ନେତ୍ରୁତ୍ଵରେ ରୁଷିଆର ଅସ୍ଥାୟି ସରକାରକୁ ହଟାଇ ପୃଥିବୀର ସର୍ବ ପ୍ରଥମ ସାମ୍ୟବାଦୀ ରାଷ୍ଟ୍ର ପ୍ରତିଷ୍ଠା ହୋଇଥିଲା |