Top 10 similar words or synonyms for observation

deck    0.990318

degree    0.986156

coral    0.985814

impact    0.985750

eclipses    0.985547

photograph    0.984945

mughal    0.984838

georgetown    0.984470

conversation    0.984311

conflict    0.983500

Top 30 analogous words or synonyms for observation

Article Example
ଯକ୍ଷ୍ମା ଯକ୍ଷ୍ମା ଜିବାଣୁକୁ ମାରିବା ନିମନ୍ତେ ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଏ । ଅଗତାନୁଗତିକ ଗଢଣ ଓ କୋଷ ଆବରଣର ରାସାୟନିକ ଗଠନ ଯୋଗୁ ଯକ୍ଷ୍ମା ଜୀବାଣୁ ଭିତରକୁ ଆଣ୍ଟିବାୟୋଟିକ୍ ସହଜରେ ପ୍ରବେଶ କରି ପାରେ ନାହିଁ । ତେଣୁ ଏହା ବିଶେଷ ଫଳପ୍ରଦ ହୁଏ ନାହିଁ ଓ ଜୀବାଣୁ ଔଷଧକୁ ପ୍ରତିରୋଧ କରେ । ଏଥି ନିମନ୍ତେ ଅନେକ ଗୁଡିଏ ଆଣ୍ଟିବାୟୋଟିକ ବ୍ୟବହାର କରାଯାଏ ଓ ଅନେକ ମାସ ଧରି ରୋଗୀକୁ ଦିଆଯାଏ । ଗୁପ୍ତ ଯକ୍ଷ୍ମା ଯେପରି ସଚଳ ଯକ୍ଷ୍ମା ନ ହେବ ସେଥି ନିମନ୍ତେ ମଧ୍ୟ ଔଷଧ ଦିଆଯାଏ । ଅନେକ ଦିନ ଧରି ଖାଇବାକୁ ରୋଗୀମାନେ ପସନ୍ଦ କରନ୍ତି ନାହିଁ ଓ ସାମାନ୍ୟ ଉପଶମ ହେଲାପରେ ଭଲ ହୋଇଗଲା ଭାବି ଆଉ ଓଷଧ ଖାଆନ୍ତି ନାହିଁ । ସେଥି ନିମନ୍ତେ ସ୍ବାସ୍ଥ୍ୟ କର୍ମଚାରୀମାନେ ରୋଗୀମାନଙ୍କର ଘର ଘର ବୁଲି ତାଙ୍କୁ ଔଷଧ ଖାଇବାକୁ ଦିଅନ୍ତି । ଏହାକୁ ଡବ୍ଲ୍ୟୁ.ଏଚ.ଓ.(W.H.O.)ଡି.ଓ.ଟି (Direct observation therapy) ନାମ ଦେଇ ଉପଯୁକ୍ତ ଚିକିତ୍ସାର ପ୍ରବନ୍ଧ କରନ୍ତି ।