Top 10 similar words or synonyms for natural

cultural    0.961999

atomic    0.948048

free    0.947022

complete    0.944294

includes    0.944230

overseas    0.944118

association    0.942697

design    0.942576

quantum    0.942189

pollock    0.941663

Top 30 analogous words or synonyms for natural

Article Example
ପରିବେଶ ପ୍ରାକୃତିକ ପରିବେଶରେ (Natural Environment) ମଣିଷ କରିଥିବା ସମସ୍ତ ନିର୍ମାଣ ତ‌ଥା ପରିବର୍ତ୍ତନରୁ ସାଂସ୍କୃତିକ ପରିବେଶ (Cultural Environment) ସୃଷ୍ଟି ହୋଇଥାଏ । ପ୍ରାଥମିକ ସ୍ତରରେ ପ୍ରାକୃତିକ ପରିବେଶ (Natural Environment) ହିଁ ସାଂସ୍କୃତିକ ପରିବେଶର (Cultural Environment) ମୂଳପିଣ୍ଡ ।
ବାଲ୍ମିକ ଥାପର ୫. The Land of the Tiger: A Natural History of the Indian Subcontinent, BBC Publishing, UK
କୋଟପାଡ଼ ହସ୍ତତନ୍ତ ବସ୍ତ୍ର Kotpad tussar silk saree with tribal art and Kotpad Handloom fabrics with natural color is its specialty.
ଚାର୍ଲସ ଡାରଉଇନ ୧୯୩୦ରୁ ୧୯୫୦ ମଧ୍ୟରେ ବିବର୍ତ୍ତନବାଦ ବିକାଶ ତଥା ଏବଂ ଏହା ପ୍ରମାଣିତ କରିଥିଲା ଯେ ପ୍ରାକୃତିକ ଚୟନ ( natural selection) କ୍ରମବିକାଶ ଅଥବା ବିବର୍ତ୍ତନବାଦର ମୂଖ୍ୟ କାରଣ |
ପରିବେଶ ଅନେକଗୁଡ଼ିଏ ଶକ୍ତି (Force) ଓ ପ୍ରକ୍ରିୟା (Process) ଯୋଗୁଁ ପ୍ରାକୃତିକ ପରିବେଶରେ (Natural Environment) ଅନବରତ ପରିବର୍ତ୍ତନ ହେଉଛି । ମାଧ୍ୟାକର୍ଷଣ ଶକ୍ତି, ମହାକର୍ଷଣ ଶକ୍ତି, ଆଗ୍ନେୟଗିରି ଉଦ୍‌ଗୀରଣ, ସୌରତାପ, ଭୂ-ଅଲୋଡ଼ନ‌କାରୀ ଶକ୍ତି ଇତ୍ୟାଦି ଏହି ଶକ୍ତିଗୁଡ଼ିକର ଅନ୍ତର୍ଗତ । ଏହି ଶକ୍ତିଗୁଡ଼ିକ ହିଁ ବିଭିନ୍ନ ଭୌତିକ ତ‌ଥା ଜୈବିକ ପ୍ରକ୍ରିୟା ସୃଷ୍ଟିର ମୂଳ କାରଣ । ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବ‌ହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ (Natural Environment) ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ ।
ଗୀତ ଗୀତ , ଏହା ହୃଦୟରୁ(HEART) ଯାଗ୍ରତ ହୋଇ ଥାଏ । କେତେବେଳେ ଏହା ଦୁଃଖରୁ ଶୃଷ୍ଟ ତ କେତେବେଳେ ହସରୁ , କେତେବେଳେ ପ୍ରାକୃତିକ ସୌନ୍ଦଯ୍ୟରୁ(NATURAL BUTY) ତ କେତେବେଳେ ଦୈବ ଦୁର୍ବିପାକରୁ(NATURAL CALAMITY) । ଏହାକୁ ଚାରି କାନ୍ଥ ମଧ୍ୟରେ ବାନ୍ଧି ହୁଏ ନାହିଁ କି ମାଟି ତଳେ ପୋତି ହୁଏ ନାହିଁ । ଏହାକୁ ବୁଝିବା ପାଇଁ ମନର ଭାବନା ଆବଷ୍ୟକ ।
ରବର୍ଟ ହିଲ୍ ସେ New Milverton ସହରର Leamington Spa, Warwickshireରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କର ପ୍ରଥମ ଶିକ୍ଷା Bedales Schoolରୁ ପାଇଥିଲେ ଯେଉଥି ସେ ଜିବବିଜ୍ଞାନ ଓ ଗଣିତ ଜ୍ୟାତିଷ ଉପରେ ଅଧ୍ୟ୍ୟୟନ କଲେ ଓ Emmanuel College, Cambridgeରେ ସେ Natural Sciences ପଢ଼ିଲେ ।
ପରିବେଶ ପ୍ରାକୃତିକ ପରିବେଶ (Natural Environment) ଜଳ, ସ୍ଥଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କୁ ନେଇ ଗଠିତ । ପୃଥିବୀ ସ‌ହିତ ମନୁଷ୍ୟର ନିବିଡ଼ ସମ୍ପର୍କ‌କୁ ଦୃଷ୍ଟିରେ ରଖି ଭୌଗୋଳିକମାନେ ପୃଥିବୀକୁ ଚାରୋଟି ମଣ୍ଡଳରେ ବିଭାଜନ କରି ଆଲୋଚନା କରିଥାନ୍ତି । ଏହି ଚାରୋଟି ମଣ୍ଡଳ ହିଁ ପ୍ରାକୃତିକ ପରିବେଶର ଭିତ୍ତି । ଏହି ମଣ୍ଡଳଗୁଡ଼ିକ ହେଉଛି:
ପରିବେଶ ପ୍ରାକୃତିକ ପରିବେଶ (Natural Environment) ଓ ସାଂସ୍କୃତିକ ପରିବେଶ (Cultural Environment) ପରସ୍ପରକୁ ପ୍ରଭାବିତ କରିଥାନ୍ତି । ଏହାର ଫଳସ୍ୱରୂପ ସମ୍ପୂର୍ଣ୍ଣ ପରିବେଶ (Total Environment) ସୃଷ୍ଟି ହୁଏ । ଏହା ତିନୋଟି ମୁଖ୍ୟ ମଣ୍ଡଳ, ଯଥା- ଭୌତିକ ମଣ୍ଡଳ (ଅଶ୍ମମଣ୍ଡଳ (Lithosphere), ବାୟୁମଣ୍ଡଳ (Atmosphere), ବାରିମଣ୍ଡଳ (Hydrosphere)), ଜୈବିକ ମଣ୍ଡଳ (ଉଦ୍ଭିଦ ଓ ପ୍ରାଣୀ) ଏବଂ ମାନବୀୟ ମଣ୍ଡଳର (ବାସଗୃହ, ଜନବସତି, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ) ପାରସ୍ପରିକ ସମ୍ବନ୍ଧର ସମାହାର ଯୋଗୁଁ ହୋଇଥାଏ ।
କୋଟପାଡ଼ ହସ୍ତତନ୍ତ ବସ୍ତ୍ର Cotton Sarees with solid border and Pata Anchal, Duppatta with typical Buties / Motives, Scolrfs on Cotton, Silk, Handloom Stoles and dress materials all are dyed with organic dyes are manufactured. The natural dye is manufactured from the 'Aul' tree grown in this area.