Top 10 similar words or synonyms for multiple

treatment    0.983181

using    0.981077

possible    0.980704

include    0.980401

genera    0.980358

large    0.980268

listed    0.978958

many    0.978906

systems    0.978412

been    0.978142

Top 30 analogous words or synonyms for multiple

Article Example
୨ଜି ମାପକ ଅନୁସାରେ ୨ଜି ପଦ୍ଧତିକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା: Time Division Multiple Access (TDMA)ଏବଂ Code Division Multiple Access (CDMA) ।
ମଲ୍ଟିପ୍ଲ ମାୟେଲୋମା ମଲ୍ଟିପ୍ଲ ମାୟେଲୋମା (ଇଂରାଜୀ ଭାଷାରେ Multiple myeloma, ବା plasma cell myeloma), ଏକ କର୍କଟ ରୋଗ ଯାହା ଆଣ୍ଟିବଡି () ପ୍ରସ୍ତୁତ କରୁଥିବା ଶ୍ୱେତ ରକ୍ତକଣିକା () ଦଳର ପ୍ଲାଜମା ସେଲକୁ () ଆକ୍ରମଣ କରେ । ଆରମ୍ଭରୁ କୌଣସି ଲକ୍ଷଣ ନ ଥାଏ । ଅଗ୍ରଗତି ହୋଇଗଲେ ହାଡ଼ ଯନ୍ତ୍ରଣା (), ରକ୍ତସ୍ରାବ ଓ ଆନିମିଆ ଲକ୍ଷଣମାନ ପ୍ରକାଶ ପାଏ । ରୋଗ ଜଟିଳ ହେଲେ ଆମିଲଏଡୋସିସ () ରୋଗ ହୁଏ ।
ଲୁଆ (ପ୍ରୋଗ୍ରାମିଂ ଭାଷା) Although Lua does not have a built-in concept of classes, they can be implemented using two language features: first-class functions and tables. By placing functions and related data into a table, an object is formed. Inheritance (both single and multiple) can be implemented via the metatable mechanism, telling the object to look up nonexistent methods and fields in parent object(s).
କଳ୍ପନା ଚାୱଲା ୧୯୮୮ ମସିହାରେ କଳ୍ପନା ନାସା (NASA)ର Ames Research Centerଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।। ସେଠାରେ ସେ Computational fluid dynamics (CFD)କୁ ବ୍ୟବ‌ହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଏବଂ ତାହାକୁ ପୃଥିବୀରେ ଅବତରଣ କରିବା (Vertical/Short Takeoff and Landing concepts) ଉପରେ ଗବେଷଣା କରିଥିଲେ। ୧୯୯୩ ମସିହାରେ ଉପସଭାପତି ତ‌ଥା ଏକାଧିକ ବସ୍ତୁର ଗତି (simulation of moving multiple body problems) ଉପରେ ବିଶେଷଜ୍ଞତା ଥିବା ଗବେଷକ (Research Scientist) ଭାବରେ ସେ Overset Methods, Incରେ ଯୋଗ ଦେଇଥିଲେ। ସେ ମଧ୍ୟ ଉଡ଼ାଜାହାଜ (airplane), ଗ୍ଲାଇଡର୍ (glider), ଏକ ବା ଏକାଧିକ ଇଞ୍ଜିନ୍ ଯୁକ୍ତ ଉଡ଼ାଜାହାଜ (single-engine airplane, multi-engine airplane) ଏବଂ ପାଣିଜାହାଜ (seaplane) ଇତ୍ୟାଦି ଚଳାଇବା ପାଇଁ ପ୍ରଶିକ୍ଷଣ ଦେଉଥିଲେ। ସେ ୧୯୯୧ ମସିହା ଏପ୍ରିଲ ମାସରେ ଆମେରିକାର ନାଗରିକ‌ତ୍ୱ ଗ୍ରହଣ କରିଥିଲେ। ଏହା ପରେ ସେ ନାସାରେ ମହାକାଶଚାରୀ (NASA Astronaut Corps) ହେବା ପାଇଁ ଆବେଦନ କରିଥିଲେ। ୧୯୯୫ ମସିହା ମାର୍ଚ୍ଚ ମାସରେ ତାଙ୍କୁ ନାସାରେ ମହାକାଶଚାରି ଭାବେ ସ୍ୱୀକୃତି ମିଳିଥିଲା ଏବଂ ୧୯୯୬ ମସିହାରେ ତାଙ୍କୁ ତାଙ୍କର ପ୍ରଥମ ମହାକାଶଯାତ୍ରା ପାଇଁ ମନୋନୀତ କରାଯାଇଥିଲା। ମହାକାଶରେ ଯାତ୍ରା କରିବା ସମୟରେ ସେ କ‌ହିଥିଲେ, "You are just your intelligence"; ଅର୍ଥାତ୍ "ତୁମ ବୁଦ୍ଧିମତା ହିଁ ତୁମର ପରିଚୟ"।