Top 10 similar words or synonyms for mood

depression    0.853609

elevated    0.820507

enough    0.810360

actually    0.806785

beat    0.806325

credited    0.804745

arrest    0.802392

voltage    0.801864

quality    0.801009

attack    0.800958

Top 30 analogous words or synonyms for mood

Article Example
କ୍ଲେପ୍ଟୋମାନିଆ ବିଗତ ଶହେ ବର୍ଷ ମଧ୍ୟରେ ଏହି ରୋଗର ମାନସିକ ଚିକିତ୍ସା ପରିବର୍ତ୍ତେ ଔଷଧ ଚିକିତ୍ସା କରାଯାଉଛି । ସିଲେକ୍ଟିଭ ସେରୋଟୋନିକ ରିଅପଟେକ ଇନହିବିଟର (selective serotonin reuptake inhibitors or SSRIs), ମୁଡଷ୍ଟାବିଲାଇଜର (mood stabilizers), ଆଣ୍ଟିଡିପ୍ରେସାଣ୍ଟ (antidepressants) ସହ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଦେବାରୁ ଭଲ ଉପକାର ମିଳୁଛି ।
ଲିଥିୟମ Lithium salts such as lithium carbonate (Li2CO3), lithium citrate, and lithium orotate are mood stabilizers (the effect is due to the lithium ion, so the type of salt is unimportant). They are used in the treatment of bipolar disorder, since unlike most other mood altering drugs, they counteract both mania and depression. Lithium can also be used to augment other antidepressant drugs. Useful amounts of lithium for this use are only slightly lower than toxic amounts, so the blood levels of lithium must be carefully monitored during such treatment.
ଅଧକପାଳି ଅଧକପାଳି ଭୋଗୁଥିବା ରୋଗୀଙ୍କ ମଧ୍ୟରୁ ୬୦% ରୋଗୀଙ୍କର ପ୍ରୋଡ୍ରୋମାଲ ବା ପ୍ରିମୋନିଟାରି ଲକ୍ଷଣ ଦେଖାଯାଏ । ଅରା ବା କଷ୍ଟ ହେବାର ୨ ଘଣ୍ଟା ବା ୨ ଦିନ ପୂର୍ବରୁ ଏହା ପ୍ରକାଶ ପାଏ । ଏଥିରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ପରିବର୍ତ୍ତିତ ମିଜାଜ (mood), ଉତ୍ତେଜନା, ଅବସାଦ କିମ୍ବା ଆନନ୍ଦାତିଶଯ୍ୟ, ଥକ୍କା, କେତେକ ଖାଦ୍ୟ ପ୍ରତି ଆକର୍ଷଣ, ଟାଣ ବା ସ୍ଟିଫ ପେଶୀ, କୋଷ୍ଠକାଠିନ୍ୟ କିମ୍ବା ତରଳ ଝାଡ଼ା ହୁଏ ଓ ଆଘ୍ରାଣ ତଥା ଶବ୍ଦ ପ୍ରତି ସମ୍ବେଦି ହୁଏ । ମୁଣ୍ଡ ବଥା ବିନା ବା ସହିତ ଏହି ଲକ୍ଷଣ ପ୍ରକାଶ ପାଏ ।
ବାଇପୋଲାର ଡିଜଅଡର ବାଇପୋଲାର ଡିଜଅଡର ବା ବାଇପୋଲାର ଆଫେକ୍ଟିଭ ଡିଜଅଡର (ଇଂରାଜୀରେ ଯଥାକ୍ରମେ Bipolar disorder, bipolar affective disorder ଓ ଅତୀତରେ ଏହାର ନାମ ମାନିକ ଡିପ୍ରେସିଭ ଅସୁସ୍ଥତା ଇଂରାଜୀରେ manic-depressive illness), ଏକ ମାନସିକ ରୋଗ ଯେଉଁଥିରେ ସାମୟିକ ଉଚ୍ଚ ପ୍ରସନ୍ନତା (elevated mood) ଓ ତୀବ୍ର ଅବସାଦ (periods of depression) ଦେଖାଯାଏ । ଉଚ୍ଚ ପ୍ରସନ୍ନତାକୁ ଗମ୍ଭୀରତା ଅନୁଯାୟୀ ବା ସାଇକୋସିସ ଥିଲେ ମାନିଆ ବା ହାଇପୋମାନିଆ ନାମ ଦିଆଯାଏ । ମାନିଆ ଥିଲେ ରୋଗୀ ଅହେତୁକ ସୁଖୀ, ଶକ୍ତିଶାଳୀ ବା ଚିଡ଼ଚିଡ଼ା ଅନୁଭବ କରେ । ସମସ୍ୟାର ଫଳାଫଳକୁ ବିଚାରକୁ ନ ନେଇ ସେମାନେ ସିଦ୍ଧାନ୍ତ ନିଅନ୍ତି । ଶ‌ୟନ ଆବଶ୍ୟକତା କମିଯାଏ । ଅବସାଦ ସମୟରେ ଅଯଥା କ୍ରନ୍ଦନ, ଆଖିରେ ଆଖି ମିଶେଇବା ଅକ୍ଷମତା ଓ ଜୀବନ ପ୍ରତି ବିଯୁକ୍ତାତ୍ମକ ଦୃଷ୍ଟିକୋଣ ଅନୁଭବ ହୁଏ । ନିଜର କ୍ଷତି (self harm) ୩୦ରୁ ୪୦% ଲୋକ କରନ୍ତି ଓ ଆତ୍ମହତ୍ୟା ପ୍ରବଣ ୨0 ବର୍ଷ ମଧ୍ୟରେ ୬ % ରୋଗୀ କରନ୍ତି । ଅନ୍ୟ ମାନସିକ ଅବସ୍ଥା ଓ ନିଶା ଅପବ୍ୟବ‌ହାର ଏହା ସ‌ହ ସଂଯୁକ୍ତ ଥାଏ ।