Top 10 similar words or synonyms for monitoring

physiology    0.937754

neutrino    0.927387

isolated    0.927337

regular    0.927156

transient    0.924508

initially    0.923379

stage    0.922721

strongly    0.922366

reduced    0.922293

inputs    0.922224

Top 30 analogous words or synonyms for monitoring

Article Example
ସାମାଜିକ ମାଧ୍ୟମରେ ବିଶ୍ଳେଷଣ-ବିଜ୍ଞାନ ସାମାଜିକ ମାଧ୍ୟମ ବିଶ୍ଳେଷଣ ବିଜ୍ଞାନକୁ (ଈଂରାଜୀରେ Social Media Analytics) ଅନ୍ୟ ଅର୍ଥରେ ସାମାଜିକ ମାଧ୍ୟମ ନିରୀକ୍ଷଣ (ଈଂରାଜୀରେ Social Media Monitoring) ବା ସାମାଜିକ ମାଧ୍ୟମ ବୁଦ୍ଧିମତା (ଈଂରାଜୀରେ Social Media Intelligence) ବୋଲି ମଧ୍ୟ କୁହାଯାଇପାରିବ ।  ସାମାଜିକ ମାଧ୍ୟମ ବିଶ୍ଳେଷଣ ବିଜ୍ଞାନ ପାଇଁ ଆବଶ୍ୟକ ବୈଦୁତିକ ମାଧ୍ୟମ ତଥ୍ୟର ଉତ୍ସ ହେଲେ – ବ୍ଲଗ୍, ଫୋରମ୍, ଛବି ସଂଗ୍ରାହକ ସାଇଟ୍, ୱିକିପିଡିଆ, ପ୍ରଶ୍ନୋତ୍ତର ୱେବ୍-ସାଇଟ୍ ଇତ୍ୟାଦି । 
ଉଚ୍ଚ ରକ୍ତଚାପ ଏହି ବୃଦ୍ଧି ଯୋଗୁ ହୃତ୍‌ପିଣ୍ଡକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୁଇ ପ୍ରକାରର ମାପଦ୍ୱାରା ଉଚ୍ଚ ରକ୍ତଚାପ ଲେଖାଯାଏ, ଗୋଟିଏ ସିସ୍ଟୋଲିକ (ହୃତ୍‌ପିଣ୍ଡ ସଙ୍କୋଚନ ବେଳର ସର୍ବୋଚ୍ଚ) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍‌ପିଣ୍ଡ ଶୀଥିଳ ବେଳର ସର୍ବନିମ୍ନ) । ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିସ୍ଟୋଲିକ ଚାପ ୧୦୦ରୁ ୧୪୦ ମି.ମି. ପାରଦ ଓ ଡାୟାସ୍ଟୋଲିକ ଚାପ ୬୦ରୁ ୯୦ ମି.ମି ପାରଦ ଭିତରେ ଥିଲେ ରକ୍ତଚାପ ସାଧାରଣ ଭାବେ ବିବେଚିତ ହୁଏ । ଏହା ଏକ ଭଗ୍ନାଂଶ ଆକାରରେ ଲେଖାଯାଏ ଓ ଉପରେ ସିସ୍ଟୋଲିକ ଓ ତଳେ ଡାୟାସ୍ଟୋଲିକ ଚାପ ସଂଖ୍ୟା ଲେଖି ମିମି ପାରଦ ଲେଖାଯାଏ । ଯୁବକମାନଙ୍କର ରକ୍ତଚାପ ୧୪୦/୯୦ ମି.ମି.ପାରଦରେ ବା ତାହା ଉପରେ ନିରନ୍ତର ରହିଲେ ତାହାକୁ ଉଚ୍ଚ ରକ୍ତଚାପ ଆଖ୍ୟା ଦିଆଯାଏ । ପିଲାଙ୍କ କ୍ଷେତ୍ରରେ ଏହାର ପରିବର୍ତ୍ତନ ହୋଇଥାଏ । ସାଧାରଣ ରକ୍ତଚାପ ରେକର୍ଡ଼ ଅପେକ୍ଷା ୨୪ ଘଣ୍ଟାର ରକ୍ତଚାପ ମନିଟରିଙ୍ଗରେ (Ambulatory blood pressure monitoring) ଅଧିକ ଶୁଦ୍ଧ ବା ସଠିକ ମାପ ଜଣାଯାଏ ।
କୋଟା ଉଲ୍ଲାସ କାରନ୍ଥ ଅନେକ ବିଜ୍ଞାନ ପତ୍ରିକା ଓ ଜର୍ଣ୍ଣାଲରେ ଉଲ୍ଲାସଙ୍କ ପ୍ରାୟ ୮୦ଟି ଲେଖା/ନିବନ୍ଧ ପ୍ରକାଶ ପାଇଛି । ତାଙ୍କ ଲିଖିତ ଦୁଇଟି ପୁସ୍ତକ ସେ “ବାଘର ପନ୍ଥା” (The Way of the Tiger) ଓ “ମଞ୍ଚା ଉପରୁ ଦୃଶ୍ୟ” (A view from the Machan) ଯଥାକ୍ରମେ ୨୦୦୧ ଓ ୨୦୦୬ ମସିହାରେ ପ୍ରକାଶିତ ହୋଇଥିଲା । ୨୦୦୨ ମସିହାରେ ପ୍ରକାଶିତ Monitoring Tigers and their Prey ଓ ୨୦୧୦ ମସିହାରେ ପ୍ରକାଶିତ Camera traps in Animal Ecology ପୁସ୍ତକର ସେ ସହ-ସମ୍ପାଦନା କରିଛନ୍ତି । ତାଙ୍କର ୫୦ରୁ ଉର୍ଦ୍ଧ୍ଵ ଈଂରାଜୀ ଲେଖା ଓ ୩ଟି କନ୍ନଡ଼ ଲେଖା ବିଭିନ୍ନ ପୁସ୍ତକ ଓ ପତ୍ରିକାରେ ସ୍ଥାନ ପାଇଛି । ସେ ଓରିକ୍ସ୍ ଓ ପ୍ରଯୌଗିକ ଜୀବବିଜ୍ଞାନ ଜର୍ଣ୍ଣାଲର ସମ୍ପାଦକୀୟ ବୋର୍ଡର ସଭ୍ୟ ।