Top 10 similar words or synonyms for mall

kodaikanal    0.984820

market    0.983735

bhubaneshwar    0.982258

bhilai    0.981200

kala    0.981025

shivaji    0.980768

flying    0.980417

border    0.980205

faizabad    0.979540

munnar    0.979146

Top 30 analogous words or synonyms for mall

Article Example
ଆନି ବେସାନ୍ତ ବେସାନ୍ତ ଜଣେ ଉତ୍କୃଷ୍ଟ ମାନର ଲେଖିକା ଏବଂ ଜଣେ ଉତ୍ତମ ବକ୍ତା ଥିଲେ।୧୮୮୯ମସିହାରେ ଏଚ୍.ପି. ବ୍ଲାଭାଟ୍‌ସ୍କି (H. P. Blavatsky)ଙ୍କ ଦ୍ୱାରାଲିଖିତ ପୁସ୍ତକ "The Secret Doctrine"ରେ "Pall Mall Gazette" ସମ୍ପର୍କରେଏକ ସମୀକ୍ଷା ଲେଖା ଲେଖିବାକୁ ତାଙ୍କ ପାଖକୁ ପ୍ରସ୍ତାବ ଆସିଥିଲା। ପୁସ୍ତକଟିକୁ ପଢ଼ିଲା ପରେ ସେ ପ୍ୟାରିସଠାରେ ବ୍ଲାଭାଟ୍‌ସ୍କିଙ୍କୁ ଦେଖା କରି ତାଙ୍କର ଏକ ସାକ୍ଷାତକାର ନେବାକୁ ଚାହିଁଥିଲେ। ଏହି ଭଳି ଭାବରେ ସେ ବ୍ରହ୍ମ‌ବିଦ୍ୟା ଆଡ଼କୁ ମୁହାଁଇଥିଲେ। ବେସାନ୍ତଙ୍କର ବୌଦ୍ଧିକ ଯାତ୍ରା ସର୍ବଦା ଏକ ଆଧ୍ୟାତ୍ମିକ ପରିସର ଉପରେ ପର୍ଯ୍ୟବେସିତ ଥିଲା। ସେ ସର୍ବଦା ନିଜର ସମଗ୍ର ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ରୂପାନ୍ତରଣ ପ୍ରତି ଅନୁସନ୍ଧିତ୍ସୁ ଥିଲେ। ବ୍ରହ୍ମ‌ବିଦ୍ୟାରେ ତାଙ୍କର ଆଗ୍ରହ ଯେତେବେଳେ ବଢ଼ିବାକୁ ଲାଗିଲା, ସେତେବେଳେ ସେ ଫାବିଆନ୍ସମାଜ (Fabian Society)ରେ ନିଜର ସଦସ୍ୟତା ସମାପ୍ତ କରିଥିଲେ (୧୮୯୦) ଏବଂ ମାର୍କ୍ସିଷ୍ଟ୍ ମାନଙ୍କ (Marxists) ସ‌ହ ନିଜର ସମ୍ପର୍କ ଭାଙ୍ଗି ଦେଇଥିଲେ। ନିଜର "ଆତ୍ମଜୀବନୀ"ରେ ବେସାନ୍ତ ସମାଜବାଦ ("Socialism") ସ‌ହ ବ୍ରହ୍ମ‌ବିଦ୍ୟାରୁ ମିଳିଥିବା ଶାନ୍ତି ("Through Storm to Peace") ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ୧୮୮୮ ମସିହାରେ ସେ ଘୋଷଣା କରିଥିଲେ ଯେ ସେ ଦ୍ରୁତଗତିରେ ବ୍ରହ୍ମ‌ବିଦ୍ୟା ଆଡ଼କୁ ଅଗ୍ରସର ହେଉଛନ୍ତି ("marching towards the Theosophy")ଏବଂ ଏହା ତାଙ୍କ ଜୀବନକୁ "ଗୌରବାନ୍ୱିତ" କରିବ। ବେସାନ୍ତ ସେ ପର୍ଯ୍ୟନ୍ତ ନିଜ ଜୀବନରେ ଥିବା ଅଭାବକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖି ଆସୁଥିଲେ। ବ୍ରହ୍ମ‌ବିଦ୍ୟା ସଂଶ୍ପର୍ଶରେ ଆସିଲା ପରେ ସେ "ପ୍ରେମ" ଉପରେ ପର୍ଯ୍ୟବେସିତ ଏକ ବିଶ୍ୱାସର ସନ୍ଧାନରେ ଲାଗି ପଡ଼ିଲେ। ଏହି ବିଶ୍ୱାସ ତାଙ୍କୁ ବ୍ରହ୍ମ‌ବିଦ୍ୟାରେ ହିଁ ମିଳିଲା। ତେଣୁ ସେ ବ୍ରହ୍ମ‌ବିଦ୍ୟା ସମାଜ (Theosophical Society)ରେ ଯୋଗ ଦେଲେ। ତାଙ୍କର ଏହି ପଦକ୍ଷେପ ତାଙ୍କୁ ବ୍ରାଡ୍‌ଲାଫ୍ ତ‌ଥା ତାଙ୍କର ଅନ୍ୟ ଆନ୍ଦୋଳନ‌କାରୀ ସାଥି ମାନଙ୍କ ଠାରୁ ଦୂରେଇ ଦେଲା। ୧୮୯୧ ମସିହାରେ ଯେତେବେଳେ ବ୍ଲାଭାଟ୍‌ସ୍କି ମୃତ୍ୟୁବରଣ କଲେ, ବ୍ରହ୍ମ‌ବିଦ୍ୟାର ଏକମାତ୍ର ମୁଖ୍ୟ ବିଶେଷଜ୍ଞ ଭାବେ ବେସାନ୍ତ ହିଁ ସେତେବେଳେ ବାକି ରହିଯାଇ ଥିଲେ। ୧୮୯୩ମସିହାରେ Chicago World Fairଠାରେ ସେ ବ୍ରହ୍ମ‌ବିଦ୍ୟାର ପ୍ରତିନିଧି ଭାବେଯୋଗ ଦେଇଥିଲେ।