Top 10 similar words or synonyms for madras

assembly    0.963954

dec    0.963159

vivekananda    0.962728

patnaik    0.961064

island    0.960683

rao    0.960411

sardar    0.959465

rahul    0.959428

perth    0.959398

hussain    0.959095

Top 30 analogous words or synonyms for madras

Article Example
ଆନି ବେସାନ୍ତ ୧୯୩୩ ମସିହା ସେପ୍ଟେମ୍ବର ୨୦ ତାରିଖରେ ବ୍ରିଟିଶ୍ ଅଧିକୃତ ଭାରତର ମାଡ୍ରାସଠାରେ ଥିବା ଆଦ୍ୟାର୍ (Adyar, Madras Presidency, British India)ରେ ବେସାନ୍ତ ମୃତ୍ୟୁବରଣ କରିଥିଲେ। ତାଙ୍କ ଶବକୁ ପୋଡ଼ାଯାଇ ତାଙ୍କର ଦାହ ସଂସ୍କାର କରାଯାଇଥିଲା।
ସୋରଡ଼ା ଏହା ଏକ ଐତିହାସିକ ସ୍ଥଳୀ ଅଟେ। ପୂର୍ବେ ଏଠାକାର ନାମ "ସୁରାଡା ଗଡ଼" ଥିଲା। ଯାହାକି ସେହି ସମୟରେ ଓଡ଼ିଶାର ଏକ ଗଡ଼ଜାତ ଅଞ୍ଚଳ ଥିଲା। ସୁରାଡା଼ ଏକ ଯୁକ୍ତାକ୍ଷର ଶବ୍ଦ ଯାହାକି ଦୁଇଟି ସଂସ୍କୃତ ପଦରୁ ଆନୀତ ଯଥା ସୁର + ଅଡ୍ଡା = ସୁରାଡା (ସୁର = ଦେବତା, ଅଡ୍ଡା = ସ୍ଥଳୀ)। ଏଣୁ ସୁରାଡା଼ ଶବ୍ଦର ଅର୍ଥ ହେଲା "ଦେବତାଙ୍କ ସ୍ଥଳୀ"। ଅନୁମାନ କରାଯାଏ କି ଏହା ଏକ ଦେବଦେବୀ ସ୍ଥଳୀ ହୋଇଥିବା ଯୋଗୁଁ ଏହାର ନାମକରଣ ଏପରି କରାଯାଇଥିଲା। ସୁରାଡା଼ ଗଡ଼କୁ ଏଠାକାର ପ୍ରଥମ ରାଜା ଷଣ୍ଢଧନୁ ସିଂହ ୧୪୭୪ ମସିହାରେ ନିର୍ମାଣ କରିଥିଲେ। ପ୍ରଥମେ ଏହି ରାଜ୍ୟ "ଖିଡିସିଙ୍ଗି" ରାଜ୍ୟର ଅଧିନରେ ଥିଲା। କିନ୍ତୁ ପରେ ଖିଡିସିଙ୍ଗିର ଶେଷ ରାଜା "ବଳିୟାର୍ ସିଂହ" ନିଜ ରାଜ୍ୟକୁ ୧୫୭୪ରେ ଚାରି ଭାଗରେ ବିଭାଜନ କରି ନିଜ ଚାରି ପୁଅମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଫଳରେ ବଡ଼ଗଡ଼, ଧରାକୋଟ୍ଟ, ସୁରାଡା଼ ଏବଂ ଶେରଗଡ଼ ନାମରେ ନୁଆ ଗଡ଼ଜାତର ଅଭ୍ୟୁତ୍ଥାନ ଘଟିଲା। ବର୍ତ୍ତମାନ ବଡ଼ଗଡ଼ ଏକ ଗାଁର ଆଖ୍ୟା ପାଇ ସୋରଡା ବ୍ଲକ୍ ମଧ୍ୟରେ ରହିଛି ଓ ଧରାକୋଟ୍ଟ ଏବଂ ଶେରଗଡ଼ ଦୁଇଟି ଭିନ୍ନ ବ୍ଲକ୍ ଭାବେ ଗଞ୍ଜାମ ଜିଲ୍ଲାରେ ରହିଛି। ଯେଉଁ ସମୟରେ ଇଂରେଜମାନେ ସୁରାଡାକୁ ନିଜ ଅଧୀନକୁ ଆଣିଲେ ସେହି ସମୟରେ ଏହାକୁ ଅବିଭାଜିତ ଗଞ୍ଜାମ ଜିଲ୍ଲା ମଧ୍ୟରେ ରଖି ମାଡ୍ରାସ୍ ପ୍ରେସିଡେନ୍ସିର ଶାସନ କ୍ଷମତାରେ ରଖାଗଲା। ଯାହାକି List of zamindari estates in Madras Presidencyରେ ସଂପୂର୍ଣ ଭାବେ ଲେଖାଯାଇଛି।