Top 10 similar words or synonyms for low

blood    0.967921

pressure    0.951707

cell    0.936758

heart    0.897905

kidney    0.891967

ୟନଳ    0.882769

ଇପରପ    0.876276

levels    0.867867

red    0.867089

urine    0.863973

Top 30 analogous words or synonyms for low

Article Example
ନକ୍ଷତ୍ରର ବିବର୍ତ୍ତନ ପ୍ରକ୍ରିୟା ଈଂରାଜୀରେ Low-mass star
ହିଲିଅମ At extremely low temperatures, liquid helium is used to cool certain metals to produce superconductivity, such as in superconducting magnets used in magnetic resonance imaging. Helium at low temperatures is also used in cryogenics.
ଉଦ୍‌ଜାନ Hydrogen fuel cells are being investigated as mobile power sources with lower emissions than hydrogen-burning internal combustion engines. The low emissions of hydrogen in internal combustion engines and fuel cells are currently offset by the pollution created by hydrogen production. This may change if the substantial amounts of electricity required for water electrolysis can be generated primarily from low pollution sources such as solar energy or wind. Research is being conducted on H2 as a replacement for fossil fuels.
ନିମ୍ନ ରକ୍ତ ଶର୍କରା ନିମ୍ନ ରକ୍ତ ଶର୍କରା ବା ହାଇପୋଗ୍ଲାଇସେମିଆ ବା ସ୍ୱଳ୍ପ ରକ୍ତ ଗ୍ଲୁକୋଜ (ଇଂରାଜୀ ଭାଷାରେ Hypoglycemia ବା low blood sugar or low blood glucose) ଏକ ଅବସ୍ଥା ଯେଉଁଥିରେ ରକ୍ତ ଶର୍କରା ବା ରକ୍ତ ଗ୍ଲୁକୋଜ ସ୍ତର ସାଧାରଣ ସ୍ତରଠାରୁ କମ ହୋଇଯାଏ । ଏହା ଯୋଗୁ ପ୍ରକାଶିତ ହେଉଥିବା ଲକ୍ଷଣମାନଙ୍କର ନାମ: କଥା କ‌ହିବାରେ ଅସୁବିଧା, ଅସମଞ୍ଜସ ଚାଲିଚଳଣ, ଘାବରେଇଯିବା, ଅଚେତା ହେବା, ବାତ (seizures) ମାରିବା ଓ ମୃତ୍ୟୁ । ଭୋକ ଅନୁଭବ, ଝାଳ ବୋହିବା, ଥରିବା ଓ ଦୂର୍ବଳ ଲାଗିବା ଭଳି ଲକ୍ଷଣ ମଧ୍ୟ ପ୍ରକାଶ ପାଏ । ଏହି ଲକ୍ଷଣମାନ ଶୀଘ୍ର ପ୍ରକାଶ ପାଏ ।
ଭାରତରେ ଭୂମିକମ୍ପ ପ୍ରବଣ ଅଞ୍ଚଳ ଏହା MSK VI ସମ୍ଭାବନା ଥିବା ଅଞ୍ଚଳ ଓ ଅଳ୍ପ ବିପଦ ସଙ୍କୁଳ ମଣ୍ଡଳ (Low Damage Risk) ଅଞ୍ଚଳ ଭାବେ ସ୍ଵୀକୃତ । ମାନକ କୋଡ଼ ଅନୁସାରେ, ମଣ୍ଡଳ କାରକ ୦.୧୦ (ଏହି ଅଞ୍ଚଳରେ ଏକ ସ୍ଥାପତ୍ୟ, ମାଧ୍ୟାକର୍ଷଣ ଜନିତ ତ୍ଵରଣର ୧୦% ହିଁ ସର୍ବାଧିକ ଭୂ-ସମାନ୍ତର ତ୍ଵରଣ ସମ୍ଭାଳି ପାରିବ ) ସ୍ଥିର ହୋଇଛି ।
କଳିଙ୍ଗ ନଗର The company Pradhan Industries as a partnership organization established in 1989 having its registered office at Jajpur Road, Dist-Jajpur, Orissa-755048, Orissa established its first Chrome Ore processing and beneficiation plant at sanapatuli, Dala, Jajpur Road, Dist-Jajpur with a steady and substantial growth established its market network in Indian nation.In due course it emerged in 1999 as a private Limited Company and spread the operating net work from National to International level having Export of Chrome Concentrate to different countries, having a growth rate of 100% per year.The company entered into Ferro Alloys manufacturing and started its second plant at Bhagwanpur Industrial Estate in 1992, Dist-khurda, Orissa, having its end product of Low Carbon Ferro Chrome, and successfully operated Low Carbon Ferro Chrome business in national level.
ଉଦ୍‌ଜାନ At standard temperature and pressure, hydrogen exists as the diatomic gas, H2, with a boiling point of 20.27 K, and a melting point of 14.02 K. Under extreme pressures, such as those at the center of gas giants, the molecules lose their identity and the hydrogen becomes a metal (metallic hydrogen). Under the extremely low pressure in space - virtually a vacuum - the element tends to exist as individual atoms, simply because it is statistically unlikely for them to combine.
ପ୍ରାୟାପିଜ୍ମ ପ୍ରାୟାପିଜ୍ମ (ଇଂରାଜୀ ଭାଷାରେ Priapism) ଏକ ଅବସ୍ଥା ଯେଉଁଥିରେ ବିନା ଉତ୍ତେଜନାରେ ବା ଉତ୍ତେଜନା ଶେଷରେ ପୁରୁଷ ଲିଙ୍ଗ () ଉଦ୍ଧତ () ହୋଇ ରହେ । ତିନୋଟି କାରଣ ଯୋଗୁ ଏହା ହୋଇପାରେ, ଯଥା:- ରକ୍ତ ଅଭାବ ( ବା low-flow), ଅଧିକ ରକ୍ତ ପ୍ରବାହ (nonischemic ବା high-flow) ଓ ପୁନଃପୌନିକ ରକ୍ତାଭାବ । ଅଧିକାଂଶ କେଶ୍‌ ରକ୍ତାଭାବ ଯୋଗୁ ହୁଏ । ରକ୍ତାଭାବ ପ୍ରାୟାପିଜ୍ମ ହେଲେ କଷ୍ଟ ହୁଏ ଓ ରକ୍ତାଭାବ ନ ହେଲେ କଷ୍ଟ ହୁଏନି । ରକ୍ତାଭାବ ଅବସ୍ଥାରେ ଲିଙ୍ଗର ଅଧିକାଂଶ ଅଂଶ କଠିନ ହୋଇଯାଏ କିନ୍ତୁ ଲିଙ୍ଗ ମୁଣ୍ଡି () କଠିନ ହୁଏନି । ଅଣରକ୍ତାଭାବ କେଶ୍‌ରେ ସମୁଦାୟ ଲିଙ୍ଗ କିଛି ପରିମାଣରେ କଠିନ ହୋଇଯାଏ ।
ସ୍କ୍ରିଲେକ୍ସ ସ୍କ୍ରିଲେକ୍ସ ହେଉଛନ୍ତି ଜଣେ ଆମେରିକିୟ ଇଲେକ୍ଟ୍ରୋନିକ୍ ସଂଗୀତ ପ୍ରଯୋଜକ,ଡିଜେ(DJ),ସଙ୍ଗୀତ ଲେଖକ ଏବଂ ଗାୟକ। ଉତ୍ତରପୂର୍ବ ଏନ୍ଜେଲେସ୍ରେ ବାଲ୍ଲ୍ୟ ଜୀବନ ସମୟରେ ସନି ଜନ ମୋର ପୋଷ୍ଟ ହାର୍ଡକୋର୍ ସାଙ୍ଗିତିକ ଦଳରେ ପ୍ରମୂଖ ସଙ୍ଗୀତକାର ଭାବେ ଯୋଗ ଦେଇଥିଲେ ଏବଂ ୨୦୦୭ରେ ନିଜସ୍ୱ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ଏହି ବ୍ୟାଣ୍ଡ୍ ସହିତ ଦୁଇଟି ସ୍ଟୁଡିଓ ଆଲବମ୍ କରିଥିଲେ । ।୨୦୦୭ର ସେଶ ଭାଗରେ ନିଜସ୍ୱ କ୍ୟାରିୟର ଆରମ୍ଭ କରିବା ପୂର୍ବରୁସନି ବିଭି୍ର୍ନ ସାଖ୍ୟାତକାର ଏବଂ ପ୍ରେସଯାତ୍ରାରେ ଯୋଗଦେଇଥିଲେ। ଓ ସେଠି ସେ ଅନ୍ୟ All Time Low ଏବଂ "The Rocket Summer" ଭଳି ବ୍ୟାଣ୍ଡ୍ଙ୍କୁ ସମର୍ଥନ କରିଥିଲେ।ଏବଂ ତାଙ୍କୁ ବାର୍ଶିକ Alternative Press'ର "100 Bands You Need to Know"ର ମୁଖ୍ୟ ପୃଷ୍ଠାରେ ଦେଖିବାକୁ ମିଳିଥିଲା।
ପ୍ରମୁଖ ଅବସାଦ ବେମାରୀ ପ୍ରମୁଖ ଅବସାଦ ବେମାରୀ (ଇଂରାଜୀ ଭାଷାରେ Major depressive disorder/ MDD) ବା ସାଧାରଣ ଅବସାଦ ରୋଗ ଏକ ମାନସିକ ବେମାରୀ ଯେଉଁଥିରେ ଅତି କମ୍‌ରେ ଦୁଇ ସପ୍ତାହ ଧରି ଅଧିକାଂଶ ସ୍ଥଳରେ ଜଣେ ଲୋକର ଅବସାଦ ରହେ । ଏହା ସ‌ହିତ ନିଜର ହୀନମନ୍ୟତା (low ), ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ ( ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ । ଏହା ସ‌ହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ () ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ନ ଯାଉଥିବା କଥା () ଦେଖାଯାଏ । କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ସର୍ବଦା ଅବସାଦ ରହେ । ଏହି ରୋଗ ଯୋଗୁ ଲୋକର ପାରିବାରିକ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ । ଏହା ଯୋଗୁ ୨-୭% ବୟଃପ୍ରାପ୍ତ ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରନ୍ତି, ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୬୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି ମିଜାଜ ବେମାରୀ/ () ଥାଏ ।