Top 10 similar words or synonyms for loss

breath    0.919605

hearing    0.917485

shortness    0.899860

premature    0.887896

decreased    0.881076

symptoms    0.880092

stool    0.878933

lightheadedness    0.877240

feeling    0.876636

poor    0.876386

Top 30 analogous words or synonyms for loss

Article Example
ପୋଲିଓମାୟେଲାଇଟିସ କୌଣସି ରୋଗୀର ହଠାତ୍ ଶିଥିଳ ପାରାଲିସିସ୍ ହେଲେ, ପେଶୀ ରଜ୍ଜୁ ରିଫ୍ଲେକ୍ସ କମିଗଲେ ବା ଅନୁପସ୍ଥିତ ରହିଲେ ଓ ସମ୍ବେଦନଶୀଳତା(Sensory loss) ନ ଥିଲେ ପୋଲିଓ ହୋଇଛି ବୋଲି ସନ୍ଦେହ କରାଯାଏ ।
ବଧିରତା ଶ୍ରବଣ ହାନୀ, (ଇଂରାଜୀ ଭାଷାରେ ହିଅରିଙ୍ଗ ଲସ୍, ହାର୍ଡ ଅଫ ହିଅରିଙ୍ଗ, ଅନାକୁସିସ ବା ହିଅରିଙ୍ଗ ଇମ୍ପେୟାରମେଣ୍ଟ ଯଥାକ୍ରମେ Hearing loss, hard of hearing, anacusis, ବା hearing impairment), କ‌ହିଲେ ଶ୍ରବଣ ଶକ୍ତିର ଆଂଶିକ ବା ସମ୍ପୁର୍ଣ୍ଣ ହାନୀକୁ ବୁଝାଏ ।
ପାରୋମୋମାଇସିନ ପାରୋମୋମାଇସିନ ପାଟିରେ ନେଉଥିଲେ ସାଧାରଣ ପ୍ରତିକ୍ରିୟାରେ ଅରୁଚି, ବାନ୍ତି, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ହୋଇପାରେ । ଚର୍ମରେ ଲଗାଉଥିଲେ ପ୍ରତିକ୍ରିୟାରେ ଗଲୁ, ଲାଲ ଦେଖାଯିବା ଓ ଫୋଟକା ଆଦି ଦେଖାଯାଏ । ଇଞ୍ଜେକସନ ଆକାରରେ ନେଉଥିଲେ ଜ୍ୱର, ଯକୃତ ସମସ୍ୟା ଓ ଶ୍ରବଣହାନୀ (hearing loss) ହୋଇପାରେ । ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ । ପାରୋମୋମାଇସିନ ଏକ ଆମିନୋଗ୍ଲାଇକୋସାଇଡ ଶ୍ରେଣୀର ଔଷଧ ଓ ବ୍ୟାକ୍ଟେରିଆର ପ୍ରୋଟିନ ତିଆରି ଅବରୋଧ କରି ତାକୁ ମାରିଦିଏ ।
ସ୍ୱତଃ ଗର୍ଭପାତ ସ୍ୱତଃ ଗର୍ଭପାତ, (en|ଇଂରାଜୀରେ Miscarriage, ବା spontaneous abortion ବା pregnancy loss), କୁହାଯାଏ ଯେତେବେଳେ ଗର୍ଭସ୍ଥ ଭୃଣର/ଫିଟସର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ପ୍ରାକୃତିକ ମୃତ୍ୟୁ ହୁଏ । ଗର୍ଭ ୨୦ ସପ୍ତାହ ହେବା ପର୍ଯ୍ୟନ୍ତ ଏହି ମୃତ୍ୟୁ ହେଲେ ସ୍ୱତଃ ଗର୍ଭପାତ ଓ ଏହା ପରେ ହେଲେ ସ୍ଟିଲ ବାର୍ଥ କୁହାଯାଏ । ଯୋନୀପଥରୁ ରକ୍ତସ୍ରାବ ଏହାର ମୂଖ୍ୟ ଲକ୍ଷଣ । ଏହା ଯନ୍ତ୍ରଣାଦାୟକ ହୋଇପାରେ ବା ନ ହୋଇପାରେ । ଯୋନୀପଥରୁ ମୁଣ୍ଡାରକ୍ତ ଓ ତନ୍ତୁ ନିର୍ଗତ ହୁଏ । ବିଷାଦ, ଉତ୍କଣ୍ଠା ଓ ଅପରାଧୀ ଭଳି ଭାବନା ହୋଇପାରେ ।
ମଧୁମେହ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦ‌ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍‌ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ । ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍‌ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ । କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ । ମୋଟାପଣ ଥିଲେ ଓଜନ କମେଇବା ଅପରେଶନ (Weight loss surgery) କରି ଟାଇପ ୨ର ଚିକିତ୍ସା କରାଯାଏ । ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ ।
ଟ୍ରାନ୍ସଫର୍ମର ଟ୍ରାନ୍ସଫର୍ମରର ଉଦ୍ଭାବନ ଓ ତା' ସହିତ AC ଶକ୍ତି ଉତ୍ସର ଉନ୍ନତି କରଣ , ସେବାର ସୀମିତ ପରିସର ଓ ସୀମିତ ପରିମାଣ ସମ୍ପର୍କିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରିଦେଲା । ଟ୍ରାନ୍ସଫର୍ମର ପ୍ରକୃତରେ ମୁଖ୍ୟ ପାୱାର ସପ୍ଲାଏକୁ ପ୍ରଭାବିତ ନକରି , ଗୋଟିଏ ଭୋଲ୍ଟେଜ ଲେବଲରୁ ଅନ୍ୟ ଏକ ଭୋଲ୍ଟେଜ ଲେବଲକୁ ପରିବର୍ତ୍ତନ କରିଥାଏ । ଯଦି ଗୋଟିଏ ଟ୍ରାନ୍ସଫର୍ମର ଭୋଲ୍ଟେଜ ଲେବଲକୁ ବଢେଇବ (Steps up) , ତେବେ ତାକୁ ବହିର୍ଗତ ପାୱାର (Output power)କୁ ସମାନ ରଖିବା ପାଇଁ କରେଣ୍ଟକୁ କମେଇବାକୁ ପଡ଼ିବ । ଅତଏବ୍, ବୈଦୁତିକ ଶକ୍ତିକୁ (AC) ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ତିଆରି କରାଯାଇ ପାରିବ ଓ ଦୂର ସ୍ଥାନ ପର୍ଯ୍ୟନ୍ତ ପ୍ରେରଣ (Transmission) ନିମନ୍ତେ ଏହାର ଭୋଲ୍ଟେଜକୁ ବଢାଇ (Stepped up) ଦିଆଯିବ ଏବଂ ପରିଶେଷରେ ବ୍ୟବହାର ନିମନ୍ତେ ଭୋଲ୍ଟେଜକୁ କମେଇ ଦିଆଯିବ (Stepped down) । ବିଦ୍ୟୁତ ପରିବାହୀ ତାରରେ ହେଉଥିବା ପ୍ରେରଣ ଜନିତ କ୍ଷତି (Transmission loss), ପ୍ରବାହିତ କରେଣ୍ଟର ବର୍ଗ ସହ ସମାନୁପାତୀ ହୋଇଥିବାରୁ , ପ୍ରେରଣ ଭୋଲ୍ଟେଜକୁ (Transmission Voltage) ବଢେଇ ଦେବାଦ୍ଵାରା କରେଣ୍ଟ କମିଯାଏ ଓ ତଦ୍ଦ୍ଵାରା ପ୍ରେରଣ ଜନିତ କ୍ଷତିର ପରିମାଣ କମିଯାଏ । ଟ୍ରାନ୍ସଫର୍ମର ବିନା ଏହାସବୁ ସମ୍ଭବପର ହୋଇପାରି ନଥାନ୍ତା ।
ଓଷ୍ଟିଓଆର୍ଥ୍ରାଇଟିସ ପ୍ରଥମିକ ଓଷ୍ଟିଓଆର୍ଥ୍ରାଇଟିସ ଗୋଟିଏ ବିନଷ୍ଟକାରୀ ରୋଗ ଯାହାର ଅତିକ୍ରାନ୍ତ ବୟସ ସାଥୀରେ ସମ୍ପର୍କ ଅଛି, କିନ୍ତୁ ବୃଦ୍ଧାବସ୍ଥା ରୋଗ ନୁହେଁ, କାରଣ ଅନେକ ବ୍ୟକ୍ତି ନବେ ବର୍ଷରେ ଥିଲେ ମଧ୍ୟ ତାଙ୍କୁ ଏହି ରୋଗ ହୁଏ ନାହିଁ । ଗଣ୍ଠି ଭିତରେ ଥିବା ଉପାସ୍ଥିରେ ବୟସ ବଢିବା ସାଥେ ସାଥେ ପ୍ରୋଟିଓଗ୍ଲାଇକାନ ପରିମାଣ କମିଯିବା ହେତୁ ଜଳୀୟ ଅଂଶ କମିଯାଏ, ତେଣୁ ଏହାର ନମନିୟତା କମିଯାଏ । ଉପାସ୍ଥି ଭିତରୁ ଜଳ ଚାପ ପାଇଲେ ବାହାରି ଆସେ ଓ ଗିବ୍ସ- ଡୋନାନ ଇଫେକ୍ଟ ଓ ପ୍ରୋଟିଓଗ୍ଲାଇକାନଦ୍ଵାରା ଅସ୍ମୋଟିକ ଚାପ ସୃଷ୍ଟି ହୋଇ ଜଳ ଭିତରକୁ ପଶିଯାଏ This increase occurs because whilst there is an overall loss of proteoglycans, । ଏହି ରୋଗର ପ୍ରାରମ୍ଭ ସମୟରେ କଳ ପରିମାଣ ବୃଦ୍ଧି ପାଏ । ଏହା ପ୍ରୋଟିଓଗ୍ଲାଇକାନ କମିବା ଯୋଗୁ କୋଲାଜେନ ଫାଇବରର ସହନଶୀଳତା କମିଯାଏ ଓ ନଷ୍ଟଶୀଳତା ବଢିଯାଏ । ଉପାସ୍ଥିର ନଷ୍ଟ ହୋଇଯାଇଥିବା ଅଂଶ ଗଣ୍ଠି ଭିତରକୁ ଯାଇ ପ୍ରଦାହ ସୃଷ୍ଟି କରେ । ଗଣ୍ଠିର ଅସ୍ଥି ଧାରରୁ ନୂଆ ଅସ୍ଥି ବାହାରେ ଯାହାକୁ ସ୍ପର ବା ଅଷ୍ଟିଓଫାଇଟ କୁହାଯାଏ ।