Top 10 similar words or synonyms for longd

latd    0.984323

ଇକପଡ    0.892668

ସଦରମହକ    0.881232

ଚଉମ    0.879026

dep    0.877746

gondia    0.877199

khammam    0.873100

ଜffଅର    0.872601

gandaki    0.870948

abuja    0.869616

Top 30 analogous words or synonyms for longd

Article Example
କୁମୁଡାବାଲି କୁମୁଡାବାଲିର ଭୌଗୋଳିକ ଅବସ୍ଥାନ ହେଉଛି latd = 19° 28′, longd = 83° 27′ । ଜିଲ଼୍ଲା ମୁଖ୍ୟାଳୟ ଠାରୁ ଏହା 86 କିଲୋମିଟର ଦୂରରେ ରହିଅଛି ।
ବିଷମ କଟକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନିୟମଗିରି ପାହାଡ଼ ପାଦଦେଶରେ ବିଷମକଟକ ଅବସ୍ଥିତ । ବିଷମକଟକର ଭୌଗୋଳିକ ଅବସ୍ଥାନ ହେଉଛି latd = 19.52 । longd = 83.52 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି ।
ହାଟମୁନିଗୁଡ଼ା ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଏହି ଗ୍ରାମ ହାଟମୁନିଗୁଡ଼ାର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୩୫′ ୨୪″,longd = ୮୩° ୩୦′ ୦୦″ । ବ୍ଳକ ମୁଖ୍ୟାଳୟ ମୁନିଗୁଡା ଠାରୁ ୨ କି.ମି. ଦୂର ଏବଂ ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ ଏହା ୪୩.୯ କି.ମି. ଦୂରରେ ରହିଅଛି । ନିକଟତମ ରେଳଷ୍ଟେସନ ମୁନିଗୁଡ଼ା ଏବଂ ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।
ଟିକିରି ଟିକିରିର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୧୦′ ୪୨″,longd = ୮୩° ୦୫′ ୨୮″ । ଜିଲ଼୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ ପଶ୍ଚିମ ଦିଗକୁ ଏହା ୫୧ କି.ମି. ଦୂରରେ ରହିଅଛି । ୨୦୧୧ ଜନଗଣନା ଅନୁଯାୟୀ ଟିକିରିର ଜନସଂଖ୍ୟା ୨,୮୪୬ । ଟିକିରି ଏକ ରେଳଷ୍ଟେସନ ଭାବେ ଏଠାରେ ରେଳ ଯୋଗାଯୋଗ ରହିଅଛି । ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।
ଚାଟିକଣା ଚାଟିକଣାର ଭୌଗୋଳିକ ଅବସ୍ଥାନ ହେଉଛି latd = 19.28, longd = 83.27 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି । ଜିଲ଼୍ଲା ମୁଖ୍ୟାଳୟ ଠାରୁ ଏହା ୪୮ କିଲୋମିଟର ଦୂରରେ ରହିଅଛି । ୨୦୧୧ ଜନଗଣନା ଅନୁଯାୟୀ ଚାଟିକଣାର ଜନସଂଖ୍ୟା ୨୧୮୩ । ସେଥିରୁ ପୁରୁଷ ୧୦୬୭ ଓ ମହିଳା ୧୧୧୬ । ବିଷମକଟକର ରେଳ ଷ୍ଟେସନ ଚାଟିକଣା ଦେଇ ଯାଇଥିବାରୁ ଏଠାରେ ରେଳ ଯୋଗାଯୋଗ ରହିଅଛି ।