Top 10 similar words or synonyms for jean

circuits    0.870822

alzheimer    0.870045

component    0.866711

xi    0.862666

crescent    0.861905

proton    0.861126

କନଷ    0.859918

dystrophy    0.858998

fibrillation    0.858919

ଆଇୟ    0.857187

Top 30 analogous words or synonyms for jean

Article Example
ଜାଁ ପଲ, ସତ୍ରେ ଜାଁ ପଲ୍​ ସତ୍ରେ-(Jean Paul Satre)(୨୧ଜୁନ୍​ ୧୯୦୫-୧୫ ଅପ୍ରେଲ୍​ ୧୯୮୦)
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ଚାର୍ଲ୍ସ ବେଲ୍ ୧୮୨୪ ମସିହାରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । ସନ ୧୮୬୯ରେ ଜିନ-ମାର୍ଟିନ ସାର୍କୋ (Jean-Martin Charcot) ଏହି ରୋଗର ଲକ୍ଷଣ ସ‌ହିତ ସ୍ନାୟୁଗତ ସମ୍ପର୍କ ଥିବା ଲେଖିଥିଲେ ଓ ୧୮୭୪ ମସିହାରେ ଏହାକୁ ଆମାୟୋଟ୍ରପିକ ଲାଟେରାଲ ସ୍କ୍ଲେରୋସିସ୍ ନାମକରଣ କରିଥିଲେ । ଆମେରିକାର ପ୍ରସିଦ୍ଧ ବେସ୍‌ ବଲ୍ ଖେଳାଳୀ ଲୁଇ ଗେହରିଗ (Lou Gehrig) ଏହି ରୋଗରେ ପିଡ଼ିତ ହେବାରୁ ସେ ଦେଶରେ ଏ ରୋଗ ସୁପରିଚିତ ହୋଇଗଲା, ଓ ବିଂଶ ଶତାବ୍ଦୀରେ ସ୍ଟିଫେନ୍ ହକିଙ୍ଗ ବିଖ୍ୟାତ ହୋଇଗଲେ । ସନ ୨୦୧୪ରେ ଇଣ୍ଟରନେଟରେ ଏକ ଭିଡିଓ ବରଫ ବାଲ୍ଟି ଚାଲେଞ୍ଜ (ice bucket challenge) ଭାଇରାଲ୍ ହୋଇ ଜନ ସଚେତନତା ଲାଭ କଲା ।
ମେଟ୍‌ଫର୍ମିନ ମେଟ୍‌ଫର୍ମିନ ସନ ୧୯୨୨ରେ ଆବିଷ୍କୃତ ହୋଇଥିଲା । ମଣିଷ ଦେହରେ ୧୯୫୦ରେ ଫରାସୀ ଚିକିତ୍ସକ ଜିନ ସ୍ଟର୍ନ (Jean Sterne) ପ୍ରୟୋଗ କରିଥିଲେ । ଏହା ଫ୍ରାନ୍ସରେ ସନ ୧୯୫୭ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫ରେ ପ୍ରୟୋଗ କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ପାଟିରେ ଦିଆଯାଉଥିବା ଔଷଧମାନଙ୍କ ମଧ୍ୟରେ ମେଟ୍‌ଫର୍ମିନ ସର୍ବାଧିକ ଦିଆଯାଏ । ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ମାସକୁ ୦.୨୧ରୁ ୫.୫୫ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ମାସକୁ ୫ରୁ ୨୫ ଡଲାର ।
ଡାଉନ ସିଣ୍ଡ୍ରୋମ ଡାଉନ ସିଣ୍ଡ୍ରୋମ ମାନବର ଅସାଧାରଣ କ୍ରୋମୋଜୋମ ରୋଗ ମଧ୍ୟରେ ସବୁଠାରୁ ସାଧାରଣ ରୋଗ । ପ୍ରତିବର୍ଷ ଜନ୍ମ ହେଉଥିବା ୧୦୦୦ ଶିଶୁଙ୍କ ମଧ୍ୟରେ ପ୍ରାୟ ଜଣକୁ ଏହି ରୋଗ ହୋଇଥାଏ । ସନ ୧୯୯୦ରେ ଏହି ରୋଗ ଯୋଗୁ ୪୩,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୮.୫ ନିୟୁତ ଡାଉନ ସିଣ୍ଡ୍ରୋମ ରୋଗୀଙ୍କ ମଧ୍ୟରୁ ୩୬,୦୦୦ମୃତ୍ୟୁ ହୋଇଥିଲା । ସନ ୧୮୬୬ରେ ଏହି ରୋଗର ବିଶଦ ବିବରଣୀ ଲେଖିଥିବା ବ୍ରିଟିଶ ଡାକ୍ତର ଜନ୍ ଲାଙ୍ଗଡନ ଡାଉନଙ୍କ ନାମାନୁସାରେ ଏହି ରୋଗର ନାମକରଣ କରାଯାଇଛି । ଏହି ରୋଗର କେତେକ ଦିଗ ଉପରେ ସନ ୧୮୩୮ରେ ଜିନ-ଏଟିଏନ ଏସକୁଇରୋ (Jean-Étienne Dominique Esquirol) ଓ ସନ ୧୯୪୪ରେ ଏଡ‌ୱାର୍ଡ ସେଗୁଇନ (Édouard Séguin) ଆଲୋକପାତ କରିଥିଲେ । ଏଥିରେ ରୋଗୀର ଏକ ଅତିରିକ୍ତ କ୍ରୋମୋଜୋମ ୨୧ ଥିବା କଥା ଫରାସୀ ଗବେଷକମାନେ ସନ ୧୯୫୯ରେ ଚିହ୍ନଟ କରିଥିଲେ ।
ମଲ୍ଟିପ୍ଲ ସ୍କ୍ଲେରୋସିସ କେନ୍ଦ୍ରୀଯ ସ୍ନାୟୁ ମଣ୍ଡଳରେ ହେଉଥିବା ଅଟୋଇମ୍ମ୍ୟୁ ରୋଗମାନଙ୍କ ମଧ୍ୟରେ ଏହି ଏମଏସ ରୋଗ ଅତି ସାଧାରଣ । ବିଭିନ୍ନ ସ୍ଥାନ ଅନୁସାରେ ଏହି ରୋଗହାର ଅଲଗା ହୁଏ, ସନ ୨୦୧୩ରେ ପୃଥିବୀରେ ୨.୩ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା । ସନ ୧୯୯୦ରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ୧୨,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ମୃତ୍ୟୁ ସଂଖ୍ୟ ବଢ଼ିଯାଇ ୨୦,୦୦୦ ହୋଇଥିଲା । କୋଡ଼ିଏରୁ ପଚାଶ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆରମ୍ଭ ହୁଏ ଓ ମହିଳାମାନେ ପୁରୁଷଙ୍କ ଅପେକ୍ଷା ୨ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । ସନ ୧୮୬୮ ମସିହାରେ ଜିନ୍ ମାର୍ଟିନ୍ ସାର୍କୋ (Jean-Martin Charcot) ପ୍ରଥମେ ଏହି ରୋଗ ବିଷୟରେ ଲେଖିଥିଲେ । ମସ୍ତିଷ୍କ ଓ ମେରୁଦଣ୍ଡର ଶ୍ୱେତ ମ୍ୟାଟରରେ ଅନେକ ସ୍କାର ହେଉଥିବା ଲକ୍ଷ କରି ଏହାର ନାମ ମଲ୍ଟିପ୍ଲ ସ୍କ୍ଲେରୋସିସ ନାମ ଦିଆଯାଇଛି । ଅନେକ ନୂଆ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତିର ଅନୁସନ୍ଧାନ ଚାଲିଛି ।