Top 10 similar words or synonyms for iskcon

wikimapia    0.928331

konark    0.924148

sonepur    0.923328

trains    0.921675

bhubaneswar    0.921196

monuments    0.918009

archaeology    0.914489

rajya    0.913608

wildlife    0.908548

temples    0.907717

Top 30 analogous words or synonyms for iskcon

Article Example
ଇସ୍କନ ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘ ବା "International Society for Krishna Consciousness" (ISKCON) ବା ଇସ୍କନ ଏକ ଗୌଡୀୟ ବୈଷ୍ଣବ ଧାର୍ମିକ ସଙ୍ଗଠନ । ଏହା ହରେକୃଷ୍ଣ ଆନ୍ଦୋଳନ ନାମରେ ମଧ୍ୟ ଖ୍ୟାତ । ଏ.ସି. ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦଙ୍କଦ୍ଵାରା ଏହି ଧାର୍ମିକ ସଙ୍ଗଠନ ୧୯୬୬ ମସିହାରେ ଆମେରିକାର ନିୟୁୟର୍କଠାରେ ଜୁଲାଇ ୧୯୬୬ରେ ପ୍ରତିଷ୍ଠାଲାଭ କରିଥିଲା ।
ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦ ୧୯୬୫ରେ, ୭୦ ବର୍ଷ ବୟସରେ ଶ୍ରୀଲ ପ୍ରଭୁପାଦ ଗୁରୁଙ୍କ ଆଦେଶ ଅନୁସାରେ ଆମେରିକା ଯାତ୍ରା କଲେ । ଜଳଦୂତ ନାମକ ଜାହାଜରେ ଚାଳିଶ ଦିନର ଯାତ୍ରା କରି ଶେଷରେ ସେ ନିୟୁୟର୍କ ନଗରରେ ପହଞ୍ଚିଲେ । ନିୟୁୟର୍କରେ ପ୍ରାରମ୍ଭିକ ସମୟରେ ସେ ସଂକୀର୍ତ୍ତନ ଏବଂ ଭଗବତ ଗୀତା ସମ୍ପର୍କିତ ଶିକ୍ଷାଦାନ ଜାରି ରଖିଲେ । ବିଭିନ୍ନବର୍ଗର ଅନେକ ବିଦେଶୀ ଯୁବକ ତାଙ୍କର ଶିଷ୍ୱତ୍ୱ ଗ୍ରହଣ କରିଥିଲେ । ପରେ ୧୯୬୬ ମସିହା ଜୁଲାଇରେ ତାଙ୍କ ପ୍ରଚେଷ୍ଟା ଏବଂ ଶିଷ୍ୟଗଣଙ୍କ ସହଯୋଗରେ ସେଠାରେ ଇସ୍କନ ପ୍ରତିଷ୍ଠା ଲାଭ କଲା । ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘ ବା "International Society for Krishna Consciousness" (ISKCON) ବା ଇସ୍କନ ଏକ ଗୌଡ଼ୀୟ ବୈଷ୍ଣବ ଧାର୍ମିକ ସଙ୍ଗଠନ । ଏହା ହରେକୃଷ୍ଣ ଆନ୍ଦୋଳନ ନାମରେ ମଧ୍ୟ ଖ୍ୟାତ ।ଗୀତାରେ ବର୍ଣ୍ଣିତ ଭକ୍ତିଯୋଗର ପ୍ରାଧାନ୍ୟକୁ ପ୍ରଚାର କରିବା ଏବଂ ଅଦ୍ଵୈତବାଦର ପ୍ରତିଷ୍ଠା ଏହି ପ୍ରତିଷ୍ଠାନର ଅନ୍ୟତମ ଲକ୍ଷ୍ୟ । ଆମେରିକାରେ ତାଙ୍କ ଶିଷ୍ୟଗଣଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ନିୟୁୟର୍କରେ ଏକ ମନ୍ଦିର ଏବଂ ପରେ ୧୯୬୭ରେ ସାନ୍‌ ଫ୍ରାନ୍ସିସକୋ ନଗରରେ ଏକ କେନ୍ଦ୍ରର ପ୍ରତିଷ୍ଠା ହେଲା । ଏହିଠାରୁ ପ୍ରଭୁପାଦ ଆମେରିକାର ବିଭିନ୍ନ ସ୍ଥାନ ଭ୍ରମଣ କରି ସଂକୀର୍ତ୍ତନ, ବହି ବିତରଣ ତଥା ସର୍ବସାଧାରଣ ସ୍ଥଳରେ ଧାର୍ମିକ ବକ୍ତୃତାଦ୍ଵାରା ଗୌଡ଼ୀୟ ବୈଷ୍ଣ୍ଣବ ଧର୍ମର ପ୍ରଚାର କରିବା ଆରମ୍ଭ କରିଥିଲେ । ଆମେରିକାରେ ପହଞ୍ଚିବାର ପ୍ରଥମ ବାର ବର୍ଷ ମଧ୍ୟରେ ପ୍ରଭୁପାଦ ତାଙ୍କ ଲକ୍ଷ୍ୟ ପୂରଣ ଦିଗରେ ସଫଳତା ଲାଭ କରିଥିଲେ ।