Top 10 similar words or synonyms for interstitial

difficile    0.956648

bright    0.949464

liquids    0.945364

clostridium    0.942520

sometimes    0.942184

mag    0.940475

fluoride    0.940468

cloud    0.940400

cluster    0.940367

rh    0.939479

Top 30 analogous words or synonyms for interstitial

Article Example
ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ (ଇଂରାଜୀ ଭାଷାରେ Interstitial cystitis/ IC ବା bladder pain syndrome/ BPS) ଏକ ପ୍ରକାର ମୂତ୍ରାଶୟ (bladder) ସମସ୍ୟା ଯେଉଁଥିରେ କ୍ରନିକ ବା ସ୍ଥାୟୀ ଯନ୍ତ୍ରଣା () ହୁଏ । ଏହି ରୋଗରେ ମୂତ୍ରବେଗ (), ବାରମ୍ବାର ପରିସ୍ରା ଲାଗିବା () ଓ ଯୌନ‌କ୍ରିୟାରେ ଯନ୍ତ୍ରଣା () ଇତ୍ୟାଦି ଲକ୍ଷଣ ଦେଖାଯାଏ । ରୋଗୀର ଅବସାଦ ଜାତ ହୁଏ ଓ ଜୀବନ‌ଚର୍ଯ୍ୟା () ନିମ୍ନମାନର ହୁଏ । ଏ ଭଳି ରୋଗୀଙ୍କର ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ () ଓ ଫାଇବ୍ରୋମ୍ୟାଲଜିଆ () ରୋଗ ମଧ୍ୟ ଥାଇପାରେ ।
ଶାରୀରିକ ତରଳ ପଦାର୍ଥ ଶରୀରରେ ପ୍ରାୟ ୬୦ରୁ ୬୫% ତରଳ ପଦାର୍ଥ ଜୀବକୋଷ ଭିତରେ ଥାଏ ଯାହାକୁ ଦେହ ଜଳ କୁହାଯାଏ ଓ ବଳକା ୩୫ରୁ୪୦% କୋଷ ବାହାରେ ଥାଏ । କୋଷ ବ‌ହିର୍ଭୁତ ତରଳ ପଦାର୍ଥ ମଧ୍ୟରେ ଅନ୍ତରାଳୀୟ ତରଳ ପଦାର୍ଥ (interstitial), ଲସିକା () ଓ ରକ୍ତ () ଅନ୍ତର୍ଭୁକ୍ତ । ଶରୀରରେ ପ୍ରାୟ ୬ରୁ ୧୦ ଲିଟର ଲସିକା ଓ ୩.୫ରୁ ୫ ଲିଟର ରକ୍ତ ଥାଏ ।
ମେନିଞ୍ଜାଇଟିସ୍ ଅଣୁଜୀବ ରକ୍ତ ମାଧ୍ୟମରେ ଅଥବା ସନ୍ନିକଟସ୍ଥ ତନ୍ତୁରୁ(ନାକ ଭିତରୁ ବ ଚର୍ମରୁ) ମେନିଞ୍ଜେସରେ ପ୍ରବେଶ କରନ୍ତି । ଅଧିକାଂଶ କ୍ଷେତ୍ରରେ ନାସିକା ଗହ୍ଵରସ୍ଥ ଝିଲ୍ଲୀ ଭୁତାଣୁଦ୍ଵାରା ସଂକ୍ରମିତ ହୁଏ ଓ ଏହା ପରେ ରକ୍ତ ମାଧ୍ୟମରେ ମେନିଞ୍ଜେସ୍ ସଂକ୍ରମିତ ହୁଏ । ଅଣୁଜୀବ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଦେହର ପ୍ରତିରୋଧ ପ୍ରଣାଳି ସଚଳ ହୋଇ ପ୍ରଦାହ ଆରମ୍ଭ କରି ଦିଅନ୍ତି । ସାଇଟୋକାଇନ୍ ଓ ଅନ୍ୟାନ୍ୟ ପଦାର୍ଥ ନିର୍ଗତ ହେବାଦ୍ଵାରା ରକ୍ତ-ମସ୍ତିଷ୍କ ବାଧା(Blood brain barrier) ରହେ ନାହିଁ । ଏହାଦ୍ଵାରା ରକ୍ତ ଜନିତ ମସ୍ତିଷ୍କ ଫୁଲା( "vasogenic" cerebral edema) ହୁଏ । ସି.ଏସ୍.ଏଫ୍.ରେ ବହୁତ ଶ୍ଵେତ ରକ୍ତ କଣିକା ପ୍ରବେଶ ହେବା ପରେ କୋଷ ମଧ୍ୟସ୍ଥ ସ୍ଥାନ ଫୁଲି("interstitial" edema- swelling due to fluid between the cells) ଯାଏ । ରକ୍ତ ନଳୀର ପ୍ରଦାହ ହୋଇ(cerebral vasculitis) ଫୁଲି ଯାଏ । ଏଣୁ ରକ୍ତ ସଞ୍ଚାଳନ କମିଯିବାଦ୍ଵାରା ଫୁଲିଯାଏ( "cytotoxic" edema) । ଏହି ତିନି ପ୍ରକାରର ଫୁଲା ଯୋଗୁ ଖପୁରି ଭିତରେ ଚାପ ବଢିଯାଏ, ରକ୍ତ ସଞ୍ଚାଳନ କମିଯାଏ ଓ ଅମ୍ଳଜାନ ଅଭାବରୁ ମସ୍ତିଷ୍କ କୋଷ ମରି ଯାଆନ୍ତି(Apoptosis)।