Top 10 similar words or synonyms for information

project    0.957735

page    0.955372

textbook    0.952301

about    0.947588

online    0.946578

development    0.946529

searchable    0.946458

science    0.945555

education    0.944682

centre    0.944031

Top 30 analogous words or synonyms for information

Article Example
ଜଳ ପ୍ରଦୂଷଣ Overview Information
ଭିଏନା Further information on Vienna
ସୂଚନା ଡିଜାଇନ ୧୦୭୦ ଦଶକରେ  ବହୁମୂଖୀ ଶିକ୍ଷଣ ପଦ୍ଧତି ସମୂହ ହିସାବରେ ଏହି ସୂଚନା ଡିଜାଇନର ଉଦ୍ଭବ ହେଇଥିଲା । କିଛି ଗ୍ରାଫିକ ଡିଜାଇନର ଏହି ନାମ ଗ୍ରହଣ କରି Information Desaign Journalନାମକ ଏକ ପ୍ରକାଶନ ୧୯୭୯ରେ ବାହାର କରିଥିଲେ । ପରେ ସୂଚନା ଡିଜାଇନ  ଉପରେ ଅନ୍ତର୍ଜାତିକ ସୂଚନା ଡିଜାଇନ ପ୍ରତିଷ୍ଠାନ (IIID)  ୧୯୮୭ରେ ପ୍ରତିଷ୍ଠିତ ହେଇଥିଲା । ଏହା ସହ Information Desaig Association  ମଧ୍ୟ ୧୯୯୧.ରେ ପ୍ରତିଷ୍ଠିତ ହେଲା । ତତ୍ ପୂର୍ବରୁ ଏଡୱାର୍ଡ ଟୁଫଟେ  "The Visual Display of Quantitative Information". ନାମକ ପୁସ୍ତକ ପ୍ରକାଶନ ୧୯୮୨ ମସିହାରେ କରିଥିଲେ । ଏହି ପରିପେକ୍ଷୀ ରେ " information graphics" ଶବ୍ଦର ବ୍ୟବହାର ଆରମ୍ଭ ହେଇଥିଲା । 
ୟୁରାନିଅମ "Full reference information for multi-page works cited"
ଫୁଲକରି ୨୦୧୧ରେ, ଦୀର୍ଘ ପାଞ୍ଚ ବର୍ଷର ମକୋଦ୍ଦମା ପରେ ଭାରତରେ ଫୁଲକରିକୁ ଭୌଗୋଳିକ ସଙ୍କେତ (geographical indication , GI) ସମ୍ମାନ ଦିଆଯାଇଥିଲା , ଯାହାର ଅର୍ଥ କେବଳ ପଞ୍ଜାବ ହରିୟାଣା ଓ ରାଜସ୍ଥାନର ସ୍ୱୀକୃତିପ୍ରାପ୍ତ ନିର୍ମାଣକାରୀ ଓ ବ୍ୟବସାୟକାରୀମାନେ ହିଁ ପାରମ୍ପରିକ ହସ୍ତତନ୍ତରେ ଏହାକୁ ବ୍ୟବହାର କରିପାରିବେ ଓ ମାତ୍ର ପେଟେଣ୍ଟ ସୂଚନା କାର୍ଯ୍ୟାଳୟ (patent information centre , PIC) ଓ ପଞ୍ଜାନ ରାଜ୍ୟ ବିଜ୍ଞାନ କାଉନସିଲ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ଲୋଗୋ ଦେବା ପରେ ।
ସୁଚେତା କଡେଥାଙ୍କର ସୁଚେତା କଡେଥାଙ୍କର () (ଜନ୍ମ ୩୧ , ଡିସେମ୍ବର , ୧୯୭୭ )j j in Mongolia,ଜଣେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ( Information Technology) ବିଶେଷଗ୍ଣ୍ୟା । ସେ ମଙ୍ଗୋଲିଆ ଦେଶର ଥିବା ଏସିଯା ମହାଦେଶର ସର୍ବ-ବୃହତ ଗୋବୀ ମରୁଭୁମିରେ ୧୦୦୦ କିଲୋମିଟର ବ୍ୟାପୀ ଦୂରତାକୁ ପାଦରେ ଚାଲି ଯାଇ ରେକର୍ଡ କରିଥିଲେ । ଏହା କରିବାରେ ସେ ପ୍ରଥମ ଭାରତୀୟ ମହିଳା । . ସୁଚେତା ଏହି ଅଭିଯାନରେ ବିଶ୍ଵର ବିଭିନ୍ନ ଦେଶର 13 ଜଣ ମହିଳାଙ୍କ ଦଳରେ ସାମିଲ ଥିଲେ । କେତେକ ସ୍ଥଳରେ ଓଟ ମାନଙ୍କ ସହାୟତା ମଧ୍ୟ ନିଆ ଯାଇଥିଲା । .
କମ୍ପ୍ୟୁଟର କିବୋର୍ଡ଼ ପ୍ରତ୍ୟେକ "କି" ବା "କୁଞ୍ଚି" ଏକ ଏକ ଅକ୍ଷରକୁ ପ୍ରତିଫଳିତ କରେ। "କି"କୁ ଥରେ ଚିପିଲେ ସେହି "କି"ରେ ଥିବା ଅକ୍ଷରକୁ ଥରେ ମାତ୍ର ଦେଖାଏ । କିନ୍ତୁ ଏକାଧିକ ପ୍ରତୀକକୁ ଦେଖେଇବା ପାଇଁ ଆମକୁ ଅନେକ ଗୁଡ଼ିଏ "କି" ଏକା ସଙ୍ଗେ ଅଥବା ଗୋଟେ ପରେ ଗୋଟେ ଏକ କ୍ରମାନୁସାରେ ଟିପିବାକୁ ପଡ଼େ । ଏକ କମ୍ପ୍ୟୁଟର କି-ବୋର୍ଡ଼ ଅକ୍ଷର (a-z),ସଂଖ୍ୟା (0-9), ଚିହ୍ନାକ୍ଷର(!,@,# ,+ ଇତ୍ୟାଦି) ଏବଂ ଅନ୍ୟ "କି"ର ସମାହାର, ଯାହାକୁ ଦବେଇଲେ କମ୍ପ୍ୟୁଟର ମଧ୍ୟକୁ ସୂଚନା (Information) ତଥା ଆଦେଶ (Command) ଯାଇଥାଏ ।
ଡିଜିଟାଲ ଇଣ୍ଡିଆ ସପ୍ତାହ ଡିଜିଟାଲ ଇଣ୍ଡିଆ ଭାରତ ସରକାରଙ୍କ ଏକ ଫ୍ଲାଗସିପ ପ୍ରୋଗ୍ରାମ ଯାହାର ଲକ୍ଷ୍ୟ ‘’ଭାରତକୁ ଡିଜିଟାଲ ସଶକ୍ତ କରି ସମାଜିକ କ୍ଷେତ୍ରରେ ସମୃଦ୍ଧ କରିବା ଓ ପରିବର୍ତ୍ତନ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରି ଆଇଟି (IT = (Indian Talent) + IT (Information Technology) = IT (India Tomorrow)କୁ ସିଦ୍ଧ କରିବା । ଏହି ପ୍ରୋଗ୍ରାମ ଇଲେକ୍ଟ୍ରୋନିକ ସେବା, ଉତ୍ପାଦ, ଉତ୍ପାଦନ ଏବଂ ରୋଜଗାର ସୃଷ୍ଟି କ୍ଷେତ୍ରରେ ସାମଗ୍ରିକ ବିକାଶକୁ ଦୃଷ୍ଟି ରଖିଛି । ଏହି ପ୍ରୋଗ୍ରାମର ତିନୋଟି ମୁଖ୍ୟ ଦୃଷ୍ଟି ‘ପ୍ରତ୍ୟେକ ନାଗରିକମାନଙ୍କ ବ୍ୟବହାର୍ଯ୍ୟ ନିମିତ୍ତ ଭିତ୍ତିଭୂମି’, ‘ଶାସନ ଏବଂ ଇଛାମତେ ସେବା’, ‘ନାଗରିକମାନଙ୍କ ଡିଜିଟାଲ ସଶକ୍ତିକରଣ’ ଉପରେ କାର୍ଯ୍ୟ କରିବ ।
ଓସେନିଆ The demographic table below shows the subregions and countries of geopolitical Oceania. The countries and territories in this table are categorized according to the scheme for geographic subregions used by the United Nations. The information shown follows sources in cross-referenced articles; where sources differ, provisos have been clearly indicated. These territories and regions are subject to various additional categorisations, of course, depending on the source and purpose of each description.
ମ୍ୟାଟ୍‌ଲାବ୍‌ Each toolbox is purchased separately. If an evaluation license is requested, the MathWorks sales department requires detailed information about the project for which MATLAB is to be evaluated. Overall the process of acquiring a license is expensive in terms of money and time. If granted (which it often is), the evaluation license is valid for two to four weeks. A student version of MATLAB is also available.