Top 10 similar words or synonyms for immunoglobulin

isoniazid    0.922213

ethambutol    0.914040

rifampin    0.908927

diuretic    0.906914

pyrazinamide    0.905477

alkylating    0.897004

converting    0.896853

isolated    0.893907

ferrous    0.893466

rh    0.892113

Top 30 analogous words or synonyms for immunoglobulin

Article Example
ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି (ଇଂରାଜୀ ଭାଷାରେ Immunoglobulin therapy, ଅନ୍ୟ ନାମ ନର୍ମାଲ ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ/ normal human immunoglobulin ବା NHIG), ଚିକିତ୍ସାରେ ଅନେକ ରୋଗମାନଙ୍କର ଚିକିତ୍ସା ନିମନ୍ତେ କେତେକ ଆଣ୍ଟିବଡି (antibodies) ମିଶ୍ରିତ କରାଯାଏ । ପ୍ରାଇମେରୀ ଇମ୍ମ୍ୟୁନୋଡେଫିସିଏନ୍ସି (), ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପ୍ୟୁରା (), କ୍ରନିକ ଇନଫ୍ଲାମେଟରି ଡିମାୟେଲିନେଟିଙ୍ଗ ପଲିନିଉରୋପାଥି (), କାୱାସାକି ଡିଜିଜ (), କେତେକ ଏଚଆଇଭି/ଏଡସ HIV/AIDS, ମିଳିମିଳା , ଗୁଲେନ-ବାରି ସିଣ୍ଡ୍ରୋମ () ଓ ନିର୍ଦ୍ଦିଷ୍ଟ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ମିଳୁନଥିବା କେତେକ ରୋଗ ନିମନ୍ତେ ଏହି ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟଲିନ ଦିଆଯାଏ । ପ୍ରସ୍ତୁତି ଅନୁସାରେ ଏହା ମାଂସପେଶୀରେ (), ବା ଶିରାରେ () ବା ଚର୍ମତଳେ () ଦିଆଯାଏ । ଏହାର ପ୍ରଭାବ କିଛି ସପ୍ତାହ ପର୍ଯ୍ୟନ୍ତ ରହେ ।
ଆଣ୍ଟିଟେଟାନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଆଣ୍ଟିଟେଟାନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଇଂରାଜୀ ଭାଷାରେ Anti-tetanus immunoglobulin, ଅନ୍ୟ ନାମ tetanus immune globulin (TIG) ଓ tetanus antitoxin) ଏକ ଔଷଧ ଯାହା ଟେଟାନସ ଟକ୍ସିନ () ନିମନ୍ତେ ଏକ ଆଣ୍ଟବଡି () ଭାବରେ କାମକରେ । ସମ୍ପୁର୍ଣ୍ଣ ଭାବରେ ଟେଟାନସ ଟକ୍ସଏଡ () ଟିକା ନେଇନଥିଲେ ଓ କ୍ଷତ ଥିବା ଉଚ୍ଚ ସଙ୍କଟାପନ୍ନ କେଶମାନଙ୍କୁ ଏହି ଔଷଧ ଧନୁଷ୍ଟଙ୍କାର ରୋଗ ପ୍ରତିଷେଧକ ଭାବରେ ଦିଆଯାଏ । ଟେଟାନସ ରୋଗ ଚିକିତ୍ସାରେ ଏହା ଆଣ୍ଟିବାୟୋଟିକ () ଓ ମାଂସପେଶୀ ଶିଥିଳକାରୀ () ଔଷଧମାନଙ୍କ ସ‌ହିତ ଦିଆଯାଏ । ଏହା ମାଂସପେଶୀ ଇଞ୍ଜେକସନ () ଆକାରରେ ଦିଆଯାଏ ।
ରାବିଜ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ରାବିଜ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଇଂରାଜୀ ଭାଷାରେ Rabies immunoglobulin ବା RIG) ଏକ ଔଷଧ ଯାହା ଜଳାତଙ୍କ ଭୁତାଣୁ () ବିରୁଦ୍ଧରେ ଆଣ୍ଟବଡି () ଭାବରେ କାମକରେ । ଭୁତାଣୁ ସଂସ୍ପର୍ଷରେ ଆସିବା ପରେ ଏହା ଜଳାତଙ୍କ ରୋଗର ପ୍ରତିଷେଧ ଭାବରେ ଦିଆଯାଏ । କାମୁଡ଼ା କ୍ଷତ ସାବୁନ ପାଣିରେ ବା ପୋଭିଡନ-ଆୟୋଡିନ () ଦେଇ ଭଲରୂପେ ଧୋଇସାରିବା ପରେ ରାବିଜ ଟିକା ଦିଆଯାଏ । ଏହା କ୍ଷତସ୍ଥାନରେ () ଓ ମାଂସପେଶୀରେ () ଇଞ୍ଜେକସନ ଆକାରରେ ଦିଆଯାଏ । ଆଗରୁ ରାବିଜ ଟିକା ନେଇଥିଲେ ଏହା ଦିଆଯାଏନାହିଁ ।
ଆଣ୍ଟିଭେନମ ଆଣ୍ଟିଭେନମ (ଇଂରାଜୀ ଭାଷାରେ Antivenom, ବା ଆଣ୍ଟିଭେନିନ /antivenin, ଭେନମ ଆଣ୍ଟିସେରମ/venom antiserum ବା ଆଣ୍ଟିଭେନମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ/ antivenom immunoglobulin) ଏକ ଔଷଧ ଯାହା ଆଣ୍ଟିବଡିରୁ () ପ୍ରସ୍ତୁତ କରାଯାଏ ଓ ବିଷାକ୍ତ ଜନ୍ତୁ କାମୁଡ଼ିଥିବା () ରୋଗୀଙ୍କର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଉଲ୍ଲେଖନୀୟ ବିଷକ୍ରିୟା ଲକ୍ଷଣ ଥିଲେ ବା ଉଚ୍ଚମାତ୍ରାର ସଙ୍କଟ ଥିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ । ଜନ୍ତୁର ଜାତି ଓ ପ୍ରଜାତି ଅନୁସାରେ ଆଣ୍ଟିଭେନମ ଆବଶ୍ୟକ ହୁଏ । ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।
ଧନୁଷ୍ଟଙ୍କାର ଧନୁଷ୍ଟଙ୍କାର ଟିକା ପ୍ରଦାନ‌ଦ୍ୱାରା ଇମ୍ମ୍ୟୁନିଟି ସୃଷ୍ଟି କରି ରୋଗ ପ୍ରତିଷେଧ କରିହୁଏ । ରୋଗୀର ଉଲ୍ଲେଖନୀୟ ଖଣ୍ଡିଆ ଥିଲେ ଓ ୩ ଡୋଜ ଟିକା ନ ନେଇଥିଲେ ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ ଓ ଇମ୍ମ୍ୟୁନାଇଜେସନ ଉଭୟ ଦେବାକୁ ପରାମର୍ଶ ଦିଆଯାଏ । ସଂକ୍ରମିତ ରୋଗୀକୁ ଟେଟାନସ୍ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦିଆଯାଏ ଓ ଏହା ନ ମିଳିଲେ ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin ବା (IVIG)) ଦିଆଯାଏ । କ୍ଷତକୁ ପରିସ୍କାର କରି ମଲା ତନ୍ତୁକୁ ବାହାର କରିଦିଆଯାଏ । ସ୍ପାଜ୍ମ ବା ପେଶୀ ସଙ୍କୋଚନ‌କୁ ନିୟନ୍ତ୍ରଣ କରିବାକୁ ମାଂସପେଶୀ ଶିଥିଳକାରୀ ଔଷଧ ଦିଆଯାଏ । ଶ୍ୱାସକ୍ରିୟା ସଠିକ ଚାଲୁ ନ ଥିଲେ ଯାନ୍ତ୍ରିକ ଭେଣ୍ଟିଲେସନ (Mechanical ventilation) ଆବଶ୍ୟକ ହୁଏ ।