Top 10 similar words or synonyms for image

vembanad    0.920922

rashtrapati    0.906588

entrance    0.905557

jpg    0.899492

png    0.889681

chariot    0.888332

file    0.886279

img    0.882904

svg    0.882836

decoration    0.881628

Top 30 analogous words or synonyms for image

Article Example
ଆଲୋକ-ବୈଦୁତିକ ପ୍ରଭାବ ୨. ଛବି ସେନ୍ସର୍ (ଈଂରାଜୀରେ Image Sensors) ପୂର୍ବ ସମୟର କଳମୁକୁରରେ ବ୍ୟବହୃତ ହେଉଥିଲା । ଏଥିରେ ଆଲୋକ-ବୈଦୁତିକ ପ୍ରଭାବ ବ୍ୟବହାର କରି ଚିତ୍ରକୁ ଏକ ବୈଦୁତିକ ସିଗନାଲରେ ପରିଣତ କରାଯାଏ । 
ମ୍ୟାଟ୍‌ଲାବ୍‌ Several easter eggs exist in MATLAB. These include hidden pictures, and random inside jokes. For example, typing in "spy" will generate a picture of the spies from Spy vs Spy. "Spy" was changed to an image of a dog in recent releases (R2011B). Typing in "why" randomly outputs a philosophical answer. Other commands include "penny", "toilet", "image", and "life". Not every Easter egg appears in every version of MATLAB – some appear and some disappear.
କଟି ଯନ୍ତ୍ରଣା ନିର୍ଦିଷ୍ଟ କେତେକ କାରଣକୁ (ଯାହାକୁ ଲାଲ୍ ପତାକା କାରଣ କୁହାଯାଏ) ଛାଡିଦେଲେ ଏକ୍ସରେ, ସିଟି ସ୍କାନ୍, ଏମ୍ ଆର୍ ଆଇ ଇତ୍ୟାଦି ପ୍ରତିବିମ୍ବ (Image)ପରୀକ୍ଷା ସାଧାରଣ କଟି ବ୍ୟଥାରେ କରାଯାଏ ନାହିଁ । ବହୁତ ଦିନର ରୋଗ ହୋଇଥିଲେ ଏକ୍ସରେ ପରୀକ୍ଷା କଲେ ରୋଗୀ ସନ୍ତୋଷ ଲାଭ କରେ । ଉଲ୍ଲେଖ ଯୋଗ୍ୟ କଥା - ଇମେଜ୍ ପରୀକ୍ଷା ଦ୍ବାରା ଅନେକ ସମୟରେ ରୋଗୀର ଲାଭ ଅପେକ୍ଷା କ୍ଷତି ବେଶୀ ହୋଇଥାଏ ।
ସଂଘମିତ୍ରା ମହାନ୍ତି ସଂଘମିତ୍ରା ମହାନ୍ତି ଜଣେ ଅଧ୍ୟାପିକା ଓ ବିଶ୍ୱବିଦ୍ୟାଳୟ କୁଳପତି । ପଦାର୍ଥ ବିଜ୍ଞାନରେ ଏମ୍ ଏସ୍ ସି ଏବଂ ପି ଏଚ ଡି ଯୋଗ୍ୟତା ହାସଲ କଲାପରେ, ସେ ଉତ୍କଳ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଅଧ୍ୟାପିକା, ପ୍ରଧ୍ୟାପିକା ଏବଂ ପ୍ରାଚାର୍ଯ୍ୟା ଭାବେ ୧୯୮୬ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ସେ Artificial Intelligence, Speech Processing, Image Processing, Natural Language Processing, Fractal Geometry, Weather Prediction ଏବଂ High Enegry Physicsରେ ଗବେଷଣା କରିଛନ୍ତି । ଡ. ମହାନ୍ତି, ଭାରତୀୟ ଭାଷା ବିଜ୍ଞାନରେ ଗବେଷଣା କରି ୧୩ଟି ବୌଦ୍ଧିକ ସତ୍ବାଧୀକାର ଲାଭ କରିଛନ୍ତି । ତାଙ୍କର ୧୬୭ଟିରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହୋଇଛି । ପ୍ରାଚାର୍ଯ୍ୟା ମହାନ୍ତିଙ୍କ ତତ୍ବାବଧାନରେ ୭୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏମ୍ ଇ, ଏମ୍ ଟେକ୍ ଏବଂ ପି ଏଚ୍ ଡି ପାଠ୍ୟକ୍ରମ ଶେଷ କରିଛନ୍ତି । ଦେଶ ଓ ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ସେ ଶିକ୍ଷା ଓ ଗବେଷଣା ସମ୍ବଦ୍ଧୀୟ କାର୍ଯ୍ୟରେ ନିମନ୍ତ୍ରଣ କ୍ରମେ ଯୋଗଦେଇଛନ୍ତି । ସେ ଯାନ୍ତ୍ରିକ ଓ କାରିଗରୀରେ ତାଙ୍କର ଗବେଷଣା ଓ ଅବଦାନ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ, ଓଡ଼ିଶା ସରକାରଙ୍କ ଦ୍ବାରା ୨୦୧୨ ମସିହା ପାଇଁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ଉମେନ୍ ଇଞ୍ଜିନିୟରିଂ ସୋସାଇଟି, ଇଉନାଇଟେଡ କିଙ୍ଗଡମର ଫେଲୋ (FWES) ଅଟନ୍ତି । ପ୍ରାଚାର୍ଯ୍ୟା ମହାନ୍ତି ୨୦୧୧ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ ସମ୍ପାଦନା କରିଛନ୍ତି । ୨୦୧୬ ଜାନୁଆରୀ ଠାରୁ ସେ ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ହୋଇଅଛନ୍ତି ।
କମ୍ପ୍ୟୁଟର କିବୋର୍ଡ଼ Optical character recognition (OCR)କୁ rekeying ପାଇଁ ଆଧାର କରାଯାଇଥାଏ ଯାହାକି ଆଗରୁ ଲେଖାଯାଇଥିବା ତଥ୍ୟକୁ ପୁନର୍ଲିଖିତ କରିଥାଏ କିନ୍ତୁ ଏହା ଜନ୍ତ୍ର ବୁଝିଲା ଭଳିଆ ଭାଷା (Machine Readable Format)ରେ ନଥାଏ । ଅନ୍ୟଭାଷାରେ ଆମେ ଯଦି ଗୋଟେ ଛବି(Image)କୁ ଲେଖା(Text)ରେ ବଦଳ(Convert) କରିଥାଉ ଯାହା ଆଉଟପୁଟ ବାହାରେ (ସାଧାରଣତଃ ଏହା ଏକ ସଂଖ୍ୟାକ୍ଷରିକ କୋଡର ଧାଡ଼ି(String)) ଥାଏ) ତାହାକୁ ଜଣେ ଆଉଥରେ ଟାଇପ କରିପାରେ କିନ୍ତୁ କମ୍ପୁଟର ତାକୁ ନିଜେ ବଦଳ କରିଦିଏ।OCR ପ୍ରଯୁକ୍ତି ବିଦ୍ୟା ଆଜି ଏକ ଉଚ୍ଚ ସ୍ଥାନରେ ପହଞ୍ଚିଗଲାଣି (ଉଦାହରଣ : ଗୁଗଲ ବହି ଖୋଜା) ଆଉ ଭବିଷ୍ୟତ ପାଇଁ ଅନେକ ଆଶାର ସଂଚାର କରେ। କଥାର ଶବ୍ଦକୁ ଧରିବା ପ୍ରଣାଳୀ (Speech Recognition) ଯାହା କଥାକୁ ଯନ୍ତ୍ର ପଢିଲା ଭଳିଆ ଭାଷାକୁ ବଦଳେଇଥାଏ।ଏହି ପ୍ରଯୁକ୍ତି ମଧ୍ୟ ଅନେକ ଆଗକୁ ଆସିଗଲାଣି ଯାହାକୁ ଚିକିତ୍ସା ଓ ବୈଧତା ନିରୀକ୍ଷଣ ,ସମ୍ବାଦିକତା ତଥା ରଚନା ଓ ଗ୍ରନ୍ଥ ଲିଖନରେ ବ୍ୟବହ୍ରୁତ ହୁଏ । କିବୋର୍ଡ଼ରେ ବହୁତ କିଛି କାମ ଶୀଘ୍ର ଶୀଘ୍ର କରିହୁଏନି । ଏଥିପାଇଁ ଏକ ପୋଏଣ୍ଟିଙ୍ଗ ଡିଭାଇସ ଥାଏ ଯାହା ଲେଖା କୌଠୁ ଆରମ୍ଭ କରିବା,କଉଠି ଲେଖିବା,କେମିତି ଲେଖିବା ଏସବୁ କାମ ନିମିଷକ ମଧ୍ୟରେ କରିଥାଏ।ସାଧାରତଃ ଏହାକୁ ମାଉସ ରୂପେ ବ୍ୟବହାର କରାଯାଏ କିନ୍ତୁ ଏହାର ଅନ୍ୟ ଅନ୍ୟ ରୂପ ବାହାରିଲାଣିଯଥା ଗ୍ରାଫିଟି (Graffiti), ଡାଶର(Dasher) ଓ ଅନ-ସ୍କ୍ରୀନ ଭର୍ଚୁଆଲ କିବୋର୍ଡ଼ ।