Top 10 similar words or synonyms for im

painted    0.985553

rocks    0.984827

multan    0.983203

banikantha    0.983028

graph    0.982903

mandatory    0.982624

junagadh    0.982288

shalimar    0.982262

bahu    0.982041

ghaghara    0.981865

Top 30 analogous words or synonyms for im

Article Example
ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ (ଆଇଏମ) (ଇଂରାଜୀ ଭାଷାରେ Infectious mononucleosis (IM), ବା ମୋନୋ/ mono, ବା glandular fever) ରୋଗ ଏପସ୍ଟେନ ବାର ଭୁତାଣୁ (ଇବିଏଫ) () ଯୋଗୁ ସୃଷ୍ଟି ହୁଏ । ଅଧିକାଂଶ ଲୋକ ପିଲାଦିନେ ଏହି ଭୂତାଣୁଦ୍ୱାରା ଆକ୍ରାନ୍ତ ହେଲେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ତରୁଣ ବୟସରେ ଆକ୍ରାନ୍ତ ହେଲେ ଜ୍ୱର, ଗଳା ପ୍ରଦାହ, ବେକରେ ଲସିକା ଗ୍ରନ୍ଥି ବିକୃତି, ଥକ୍କାଣ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଦୁଇରୁ ଚାରି ସପ୍ତାହ ମଧ୍ୟରେ ଅଧିକାଂଶ ଲୋକର ରୋଗରେ ଉନ୍ନତି ହୁଏ କିନ୍ତୁ ଥକ୍କାଣ ୪ ମାସ ପର୍ଯ୍ୟନ୍ତ ରହିପାରେ । ଯକୃତ ବା ପ୍ଲୀହା ଫୁଲିଯାଇପାରେ । ୧%ରୁ କମ୍ କେଶ୍‌ରେ ପ୍ଲୀହା ଛିଦ୍ର () ଦେଖାଯାଏ ।