Top 10 similar words or synonyms for ib

bhairavi    0.954792

ethiopia    0.954518

hexadecimal    0.953565

chalukyas    0.953492

guatemala    0.953438

luxembourg    0.952967

lesotho    0.952418

burhanpur    0.952326

lusaka    0.952109

slovenia    0.951836

Top 30 analogous words or synonyms for ib

Article Example
ଈବ ରେଳ ଷ୍ଟେସନ ଈବ ରେଳ ଷ୍ଟେସନ ( ଇଂରାଜୀ: IB Railway Station ) ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ପୂର୍ବ ନାମ: ବଙ୍ଗ ନାଗପୁର ରେଳପଥ) ଅନ୍ତର୍ଗତ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଷ୍ଟେସନ । ଭାରତୀୟ ରେଳରେ ଷ୍ଟେସନ ମାନଙ୍କ ମଧ୍ୟରେ ସବୁଠୁ ଛୋଟ ଇଂରାଜୀ ନାମ ଅଟେ । ଏହାର ଦୁଇଟି ପ୍ଲାଟଫର୍ମ ଅଛି । ଏହାର ଷ୍ଟେସନ କୋଡ଼ ହେଉଛି IB । ଇବ ନଦୀ ପାଖରେ ଥିବାରୁ ଏହାର ନାମକରଣ ଏମିତି ହୋଇଛି । ୧୯୯୧ମସିହାରେ ବଙ୍ଗ ନାଗପୁର ରେଳପଥରୁ ନାଗପୁର – ଆସନୋଲ ମୁଖ୍ୟ ଲାଇନ ଖୋଲାଯାଇ ଇବ ଷ୍ଟେଶନର କାମ ଆରମ୍ଭ ହୋଇଥିଲା । ୧୯୦୦ ମସିହାରେ ହାଓଡ଼ା – ନାଗପୁର – ମୁମ୍ବଈ ଲାଇନରେ ଇବ ଏକ ଷ୍ଟେସନର ମାନ୍ୟତା ପାଇଲା । ଏହା ୫ ଫୁଟ ୬ ଇଞ୍ଚ ବ୍ରଡ଼ଗଜ ଟ୍ରାକ ବିଶିଷ୍ଟ ଓ ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ହେଉଛି ୨୦୭ ମିଟର । ୧୯୬୯ -୭୦ ମସିହାରେ ଏହାର ବିଦ୍ୟୁତକରଣ ହୋଇଥିଲା ।
ଈବ ରେଳ ଷ୍ଟେସନ ଅନ୍ୟ ଏକ ଷ୍ଟେସନ ଗୁଜରାଟର ଓଡ଼ି (ODE) ସହରରେ ଅଛି, ଯାହାର ଷ୍ଟେସନ କୋଡ଼ ହେଉଛି OD । ଏହାର ଛୋଟ ଷ୍ଟେସନ କୋଡ଼ ପାଇଁ ଏହା ଇବ ସହ ସମକକ୍ଷ କିନ୍ତୁ ଛୋଟ ସ୍ଥାନର ନାମ ଦୃଷ୍ଟିରୁ କେବଳ IB ହିଁ ସ୍ୱତନ୍ତ୍ର ମାନ୍ୟତା ଲାଭ କରିଛି । କେବଳ ଈବର ଷ୍ଟେସନ ନାମ ଓ କୋଡ଼ ଦୁହେଁ ସମାନ ସବୁଠୁ ଛୋଟ ଅଛି । ସେହିପରି ଭାରତୀୟ ରେଳର ସବୁଠୁ ବଡ଼ ନାମଧାରୀ ଷ୍ଟେସନ ହେଉଛି ଆନ୍ଧ୍ରପ୍ରଦେଶର Venkatanarasimharajuvaripeta ବା Venkatanarasimha Rajuvaripet ।