Top 10 similar words or synonyms for iast

sep    0.878569

shiv    0.877656

jagat    0.877299

holkar    0.876981

satna    0.875788

ahilyabai    0.875499

मन    0.871967

chandi    0.871645

bankura    0.869561

mayne    0.869445

Top 30 analogous words or synonyms for iast

Article Example
ଯଶୋଧର୍ମନ ଯଶୋଧର୍ମନ (IAST:  aśodharman; Devanagari: यशोधर्मा) କେନ୍ଦ୍ର ଭାରତର ମଳବ ରାଜ୍ୟର ପ୍ରାଚୀନ ରାଜା ଥିଲେ । ଆଉଳିକରା ବଂଶର ରାଜା ଯଶୋଧର୍ମନ 6 ଷ୍ଠ ଶତାବ୍ଦୀରେ ମାଳବ ରାଜ୍ୟ ଶାସନ କରୁଥିଲେ । 
ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY) (IAST: Pradhān Mantrī Grām Saḍak Yōjanā) (, English)ଏକ ଜାତୀୟ ଯୋଜନା ଯାହାଦ୍ଵାରା ଅସନଯୁକ୍ତ ଗ୍ରାମ ସମୂହକୁ ଭଲ ସବୁଦିନିଆ ରାଶାରେ ସଂଯୁକ୍ତ କରିବା ପାଇଁ ଆରମ୍ଭ ହେଇଛି । 
ଖାରବେଳ ଐର ମହାମେଘବାହନ ଖାରବେଳ ( IAST: Khārabeḷa ) (୧୯୩ ଖ୍ରୀ.ପୂ. – ୧୭୦ ଖ୍ରୀ.ପୂ. ପରେ) ଜଣେ ମହା ମେଘବାହନ ସାମ୍ରାଜ୍ୟ, କଳିଙ୍ଗ (ଏବେକାର ଓଡ଼ିଶା)ର ଚେଦି ରାଜବଂଶର ଜଣେ ପରାକ୍ରମୀ ରାଜା ଥିଲେ । ଖାରବେଳଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ଭୁବନେଶ୍ୱର ସ୍ଥିତ ଉଦୟଗିରିରେ ଥିବା ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ ।
ପାଟଳିପୁତ୍ର ପାଟଳିପୁତ୍ର  (IAST: Pāṭaliputra), ଭାରତୀୟ ରାଜ୍ୟ ବିହାରର ରାଜଧାନୀ ପାଟଣା ନିକଟରେ ଏକ ପ୍ରାଚୀନ ସହର ଥିବା ସ୍ଥାନ । ଖ୍ରୀଷ୍ଟପୂର୍ବ 490 ମସିହାରେ ମଗଧ ରାଜା ଅଜାତଶତ୍ରୁ ଏହାକୁ ଏକ ଦୁର୍ଗ ଭାବରେ ଗଙ୍ଗା ନଦୀ କୁଳରେ ନିର୍ମାଣ କରିଥିଲେ ।
ୱେନଗଙ୍ଗା ନଦୀ ୱେନଗଙ୍ଗା ନଦୀ (IAST: Wainagaṅgā) ଏକ ଭାରତୀୟ ନଦୀ । ଏହା ମଧ୍ୟ ପ୍ରଦେଶର ସାତପୁରା ପର୍ବତମାଳାର ଦକ୍ଷିଣ ଢାଲୁ ଅଞ୍ଚଳରେ ସିଓନି ଜିଲ୍ଲାର ମୁଣ୍ଡରା ଗ୍ରାମରୁ 12 କିଲୋମିଟର ଦୂରରୁ ନିର୍ଗତ ହେଇ ଦକ୍ଷିଣ ଦିଗରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟକୁ ସର୍ପିଳ ଭାବରେ ୫୭୯ କିଲୋମିଟର ଯାଏ ପ୍ରବାହିତ ହୁଏ । ଏହା ୱାର୍ଦ୍ଧା ନଦୀସହିତ ମିଳିତ ହେଇ ପ୍ରାଣହିତ ନଦୀ ନାମରେ ତେଲେଙ୍ଗନା ରାଜ୍ୟର କାଳେଶ୍ଵରମଠାରେ ଗୋଦାବରୀ ସହ ମିଳିତ ହେବା ଯାଏ ପ୍ରବାହିତ ହୁଏ । 
ବୃହଦ୍ରଥ ବୃହଦ୍ରଥ (; IAST: Bṛhadratha), ମହାରଥ ଭାବରେ ମଧ୍ୟ ପରିଚିତ , ବରହଦରଥ ରାଜ ବଂଶର ପ୍ରତିଷ୍ଠାତା । ଏହି ରାଜବଂଶ ମଗଧ ରାଜ୍ୟର ସର୍ବପୁରାତନ ଶାସକ ବଂଶ । କୁରୁ ବଂଶର ଛେଦୀର ରାଜା ବାସୁଙ୍କ  ଙ୍କ ପାଞ୍ଚ ପୁତ୍ର ମଧ୍ୟରୁ ସେ ଅନ୍ୟତମ ଥିଲେ ।ଋଗ୍ଗ ବେଦରେ ମଧ୍ୟ ବୃହଦ୍ରଥଙ୍କ ନାମ ଉଲ୍ଲେଖ ରହିଛି ।  (I.36.18, X.49.6).
ବିକ୍ରମଶିଳା ବିକ୍ରମଶିଳା (IAST: Vikramaśilā) ପ୍ରାଚୀନ ଭାରତର ବୌଦ୍ଧ ଧର୍ମର ବିସ୍ତାର ସମୟରେ ଦୁଇଟି ମଧ୍ୟରୁ ଅନ୍ୟତମ ଜ୍ଞାନ ବିସ୍ତାର କେନ୍ଦ୍ର ଥିଲା ।ନାଳନ୍ଦା ସହ ଏହା ସେହି ସମୟରେ ପ୍ରସିଦ୍ଧ ବିଦ୍ୟାକେନ୍ଦ୍ର ରହିଥିଲା । ଏହା ରାଜା ଧର୍ମପାଳଙ୍କଦ୍ଵାରା ସ୍ଥାପିତ ହେଇଥିଲା । ଏଠାରେ ଅତିଷ୍ଠ ନାମକ ଜଣେ  ବିଦ୍ଵାନ  ଦାୟିତ୍ଵରେ ଥିଲେ । 1200 ମସିହା ଆଡକୁ ଏହା ମୂହମ୍ମଦ ବିନ ଖିଲିଜିଙ୍କ ଆକ୍ରମଣଦ୍ଵାରା ସମ୍ପୂର୍ଣ ବିଦ୍ବଂଶ ହେଇଯାଇଥିଲା ।
ମିଥିଳା (ପ୍ରାଚୀନ) ମିଥିଳା (IAST ) ମୈଥିଳୀ ଭାଷାଭାଷୀ ଲୋକେ ବାସ କରୁଥିବା ଏକ ଅଞ୍ଚଳ ଓ ଏହାର ପ୍ରାଚୀନ ନାମ ଜନକପୁର ଥିଲା । ଏହା ବିଦେହ ରାଜ୍ୟର ରାଜା ଜନକଙ୍କ ରାଜଧାନୀ ଥିଲା । ଏହାକୁ ବିଦେହ ରାଜ୍ୟ କୁହାଯାଉଥିବା ବେଳେ ଆଧୁନିକ ବିଦେହ ଅଞ୍ଚଳ ମଧ୍ୟ ସେହି ନାମରେ ଅଛି । ମିଥିଳା ବା ବିଦେହ ରାଜ୍ୟ ପୂର୍ବ ଭାରତର  ଇଣ୍ଡୋ- ଗଙ୍ଗୀୟ ସମତଳ ଅବଚଳ ଭିତରେ ଥିଲା । ବର୍ତମାନ ବିହାର ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ଏହି ରାଜ୍ୟରେ ଥିଲା  ଓ ପଡୋଶୀ ଦେଶ ନେପାଳର କିଛି ଅଂଶ ମଧ୍ୟ ଏହା ସହ ମିଳିତ ଥିଲା । ନେପାଳର ଅଂଶକୁ ଏବେ ନେପାଳୀ ମିଥିଳା କୁହା ଯାଏ । ପ୍ରାଚୀନ କାଳରେ ପ୍ରଥମେ ଜନକପୁର ମିଥିଳାର ରାଜଧାନୀ ଥିଲେ ମଧ୍ୟ ପରେ ତାହା ଦରଭଙ୍ଗାକୁ ଉଠି ଯାଇଥିଲା ।