Top 10 similar words or synonyms for hunting

presidential    0.991531

ruble    0.991031

costa    0.990538

quadrilateral    0.989741

lisbon    0.989383

sundarbans    0.989145

leone    0.989112

knda    0.988853

success    0.988830

debate    0.988687

Top 30 analogous words or synonyms for hunting

Article Example
ରାଜସ୍ଥାନ ର ଦର୍ଶନୀୟ ସ୍ଥଳ ସମୂହ ର ତାଲିକା Sariska Palace, SariskaAlwar. Former royal hunting lodge, today a hotel.
ଚିତାବାଘ ଚିତାବାଘକୁ ହିନ୍ଦୀରେ चीता (ଚୀତା) ଓ ଈଂରାଜୀରେ “Cheetah” ବୋଲି କୁହାଯାଏ । ଚିତା ଶବ୍ଦଟି ସଂସ୍କୃତ ଶବ୍ଦ “ଚିତ୍ରକାୟଃ”ରୁ ଉଦ୍ଧୃତ । ଚିତ୍ରକାୟର ଅର୍ଥ ହେଲା ଯାହାର ଶରୀର/କାୟା ଚିତ୍ରିତ (ଚିତ୍ରିତ ଅଟେ କାୟା ଯାହାର ସେ ଚିତ୍ରକାୟ) । ଚିତା ଶବ୍ଦର ବ୍ୟବହାର ବା ଉଲ୍ଲେଖ ୧୬୧୦ ମସିହା ପରଠାରୁ ଦେଖିବାକୁ ମିଳେ । ଚିତାବାଘକୁ କେତେକ ସ୍ଥାନରେ “ଶିକାରୀ କଲରାପତରିଆ ବାଘ (Hunting Leopard)” ବୋଲି ମଧ୍ୟ କୁହାଯାଇଛି । ଚିତାବାଘର ବୈଜ୍ଞାନିକ ନାମ ହେଲା : ଏକିନୋନିକ୍ସ୍ ଜୁବାଟସ୍ (Acinonyx Jubatus) । ଏକିନୋନିକ୍ସ୍ ଶବ୍ଦଟି ଗ୍ରୀକ୍ ଶବ୍ଦ ଏକିନେଟୋସ୍ (ଗତିବିହୀନ) ଓ ଓନିକ୍ସ୍ (ପଞ୍ଝା)ର ମିଶ୍ରଣରୁ ସୃଷ୍ଟ । ଅନ୍ୟ ବଡ଼ ବିଲେଇ ଜାତୀୟ ପ୍ରାଣୀଙ୍କ ତୁଳନାରେ ଚିତାବାଘର ପଞ୍ଝାର ନଖଗୁଡ଼ିକର ଭିତରକୁ ପଶିବା ବା ପଦାକୁ ବାହାରିବାର ମାତ୍ରା କମ୍ ହୋଇଥିବାରୁ ବୋଧହୁଏ ଏପରି ନାମ ଦିଆଯାଇଛି । ଜୁବାଟସ୍ ଶବ୍ଦର ଲାଟିନ୍ ଅର୍ଥ ହେଲା “କେଶରଯୁକ୍ତ” । ଚିତାବାଘର ପୃଷ୍ଠ ଦେଶରେ ରହିଥିବା କେଶର ଭଳି ବାଳ ପାଇଁ ଏହି ଶବ୍ଦ ପ୍ରୟୋଗ କରାଯାଇଥିବ ।