Top 10 similar words or synonyms for hole

during    0.901322

are    0.893169

under    0.892497

is    0.887194

was    0.884713

function    0.884493

end    0.884171

renal    0.883527

diapsids    0.882468

called    0.882090

Top 30 analogous words or synonyms for hole

Article Example
ଆକାଶଗଙ୍ଗା ଅମର ଆକାଶ ଗଙ୍ଗାର ବ୍ୟାସ ପ୍ରାୟ ୧,୦୦,୦୦୦ରୁ ୧,୨୦,୦୦୦ ଆଲୋକବର୍ଷ। ଯାହାକି ପ୍ରାୟ ୧,୫୦,୦୦୦ରୁ ୧,୮୦,୦୦୦ ଆଲୋକବର୍ଷ ପର୍ଯ୍ୟନ୍ତ ହୋଇପାରେ। ଆକାଶ ଗଙ୍ଗାରେ ପ୍ରାୟ ୧୦,୦୦୦ କୋଟିରୁ ୪୦,୦୦୦ କୋଟି ପର୍ଯ୍ୟନ୍ତ ତାରକା ରହିପାରେ।ସେହିପରି ଆକାଶ ଗଙ୍ଗାରେ ୧୦,୦୦୦ କୋଟି ଗ୍ରହ ଅବସ୍ଥିତ। ଆମର ସୌରଜଗତ ଆକାଶ ଗଙ୍ଗାର ଗୋଲାକାର ପରିଧି ମଧ୍ୟରେ ଅବସ୍ଥିତ ଯାହାକି ଆକାଶ ଗଙ୍ଗାର କେନ୍ଦ୍ରରୁ ୨୭,୦୦୦ ଆଲୋକବର୍ଷ ଦୁରରେ ଅବସ୍ଥିତ। ଏହ ଆକାଶ ଗଙ୍ଗାର ଅନ୍ତଃ କ୍ଷେତ୍ରରେ ଅବସ୍ଥିତ। ଆକାଶ ଗଙ୍ଗାର କେନ୍ଦ୍ରରୁ ୧୦,୦୦୦ ଅଲୋକବର୍ଷ ପର୍ଯ୍ୟନ୍ତ କେବଳ ମହାକାଶିୟ ବାଦଲ ଏବଂ ଧୁଳିରେ ପରିପୂର୍ଣ୍ଣ।ଏହି ଅଂଶର ମାଧ୍ୟାକର୍ଷଣ ଶକ୍ତି ବହୁତ ଅଧିକ । ଏହ ଏକ ବ୍ଲାକ୍ ହୋଲ୍(black hole) ପରି ଅଟେ। ଆକାଶ ଗଙ୍ଗାର ସେହି ଅଂଶରେ ନକ୍ଷେତ୍ର ଏବଂ ଗ୍ୟାସ ଗୁଡ଼ିକ ସେକେଣ୍ଡକୁ ପ୍ରାୟ ୨୨୦ କିଲୋମିଟର ବେଗରେ ପରିକ୍ରମା କରନ୍ତି। ସୂର୍ଯ୍ୟ କ୍ଷେତ୍ରରେ ଏହ। ୨,୪୦୦ ଲକ୍ଷ ବର୍ଷ ଲାଗିଥାଏ।
ଡାଇଆପ୍‌ସିଡ୍‌ Diapsids ("two arches") are a group of amniote tetrapods that developed two holes (temporal fenestra) in each side of their skulls about 300 million years ago during the late Carboniferous period. The diapsids are extremely diverse, and include all crocodiles, lizards, snakes, turtles, tuatara, birds and non-avian dinosaurs. Although some diapsids have lost either one hole (lizards), or both holes (snakes), or have a heavily restructured skull (modern birds), they are still classified as diapsids based on their ancestry. At least 7,925 species of diapsid reptiles exist in environments around the world today (nearly 18,000 when birds are included).
ଫୋର୍ଟ ୱିଲିୟମ ,କଲିକତା There are actually two Fort Williams, the old and the new. The original was built in 1696 by the British East India Company under the supervision of John Goldsborough. Sir Charles Eyre started construction near the bank of the River Hooghly with the South-East Bastion and the adjacent walls. It was named after King William III in 1700. John Beard, his successor, added the North-East Bastion in 1701, and in 1702 started the construction of the Government House (Factory) at the centre of the fort. Construction ended in 1706. The original building had two stories and projecting wings. An internal guard room became the Black Hole of Calcutta.
କୃଷ୍ଣଗର୍ତ୍ତ ମହାକାଶରେ କୃଷ୍ଣଗର୍ତ୍ତ (ଈଂରାଜୀରେ Black Hole) ଅସୀମ (ଅତ୍ୟଧିକ) ବସ୍ତୁତ୍ଵ ବିଶିଷ୍ଟ ଏକ ବିନ୍ଦୁ । ସ୍ଥାନ-କାଳର ପଟ୍ଟ ଉପରେ ଅବସ୍ଥିତ ଏହି ବିନ୍ଦୁର ମହାକର୍ଷଣ ପ୍ରଭାବ ଏତେ ଅଧିକ ଯେ, ବ୍ରହ୍ମାଣ୍ଡରେ ସର୍ବାଧିକ ବେଗର ଅଧିକାରୀ ଆଲୋକ ମଧ୍ୟ ତା’ର ମହାକର୍ଷଣକୁ ପ୍ରତିହତ କରିବାରେ ଅସମର୍ଥ ହୋଇଥାଏ । ବସ୍ତୁଠାରୁ ଆସୁଥିବା ଆଲୋକ ଆମ ଆଖି ପର୍ଯ୍ୟନ୍ତ ଆସିଲେ ଆମେ ତା’କୁ ଦେଖିପାରୁ । ଆଲୋକ ଯାହାର ମହାକର୍ଷଣ ପ୍ରଭାବରୁ ବାହାରି ପାରୁନାହିଁ, ତା’କୁ ଆମେ ଦେଖି ପାରିବା ନାହିଁ । ତେଣୁ ଏହି ବସ୍ତୁକୁ ଆମେ ଏକ ଅଦୃଶ୍ୟ ଛିଦ୍ର ବୋଲି କହିପାରିବା । ସାଧାରଣ ଆପେକ୍ଷିକତା ତତ୍ତ୍ଵ ଅନୁସାରେ, ମହାକାଶରେ ଅତି ଘନ ବସ୍ତୁ ସ୍ଥାନ-କାଳର ସଂରଚନାକୁ ସମ୍ପୂର୍ଣ୍ଣ ଭାବେ ବିକୃତ କରି କୃଷ୍ଣଗର୍ତ୍ତ ଭାବେ ପରିଗଣିତ ହୁଏ । ଏହା ଅଦୃଶ୍ୟମାନ ବୋଲି କଳା ବା କୃଷ୍ଣ ଏବଂ ଏହାର ଗୋଲକାକୃତି ୨ ଆୟାମରେ ବୃତ୍ତ ବା ଛିଦ୍ର ପରି ଦେଖାଯାଏ । 
ଫୋର୍ଟ ୱିଲିୟମ ,କଲିକତା The Fort is built of brick and mortar in the shape of an irregular octagon with an area 5 km². Five of its sides face landward, and three towards the Hooghly River. The design is that of a star fort, suited to defence against cannon, but from before the advent of explosive shells. It is surrounded by a dry moat 9 m deep and 15 m broad, which can be flooded but is designed as an area in which to use enfilade (or "flanking") fire against any attackers reaching the walls. There are six gates: Chowringhee, Plassey, Calcutta, Water Gate, St Georges and the Treasury Gate. There are similar forts at places like Thalassery in Kerala. It has a 9-hole golf course currently.