Top 10 similar words or synonyms for heer

daula    0.984112

qutub    0.983116

esplanade    0.982469

gaur    0.981280

jaina    0.979740

ranjha    0.978601

formations    0.978422

malabar    0.978175

rss    0.978101

swamy    0.977980

Top 30 analogous words or synonyms for heer

Article Example
ଜର୍ମାନୀ ଜର୍ମାନୀର ସୈନ୍ୟବାହିନୀ ("Bundeswehr") ସ୍ଥଳସେନା ( "Heer"), ନୌସେନା ("Marine"), ବାୟୁସେନା ("Luftwaffe"), ସଂଯୁକ୍ତ ସାମରିକ ଚିକିତ୍ସା ସେବା ଓ ସଂଯୁକ୍ତ ସହଯୋଗୀ ସେବା ("Streitkräftebasis")ରେ ବିଭକ୍ତ । ସମ୍ୱିଧାନ ଧାରା ୮୭ (କ) ଅନୁସାରେ ସେନାର ଭୂମିକା ରକ୍ଷାତ୍ମକ ମାତ୍ର । ୧୯୯୦ ପୂର୍ବରୁ ସେନାର ଭୂମିକା କେବଳ ବିପତ୍ତି ନିୟନ୍ତ୍ରଣରେ ସୀମିତ ଥିଲା । ତେବେ ୧୯୯୦ରେ ଜର୍ମାନୀ ପୁନଃଐକୀକରଣ ପରେ ପୂର୍ବ-ପଶ୍ଚିମ ଶତ୍ରୁତା ବଦଳରେ ଜର୍ମାନୀ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେଲା । ଏହା ନେଇ ସଂଘୀୟ ସମ୍ୱିଧାନିକ ଅଦାଲତ ୧୯୯୪ରେ 'ରକ୍ଷାତ୍ମକ'ର ସଂଜ୍ଞା ବଦଳାଇ ଦେଲେ । ବର୍ତ୍ତମାନ ସୀମା ସୁରକ୍ଷା ସହ ସଙ୍କଟାବସ୍ଥାର ମୁକାବିଲା ଓ ପୃଥିବୀର ଯେକୌଣସି ସ୍ଥାନରେ ଜର୍ମାନୀର ସୁରକ୍ଷା, ସେନାର ଦାୟିତ୍ୱ ଅନ୍ତର୍ଗତ ।