Top 10 similar words or synonyms for health

organization    0.901795

system    0.896733

medicines    0.867204

essential    0.863992

list    0.758481

countries    0.717023

occupational    0.701066

care    0.697238

cities    0.693849

institutes    0.687986

Top 30 analogous words or synonyms for health

Article Example
କଳିଙ୍ଗ ନଗର The hospital would also be well equipped with round-the-clock service, pathology laboratory, OPD, an outdoor complex, paramedical staff and specialist doctors in Medicine, Paediatrics, Surgery and O&G. The ceremonial puja for this hospital has already been performed at Maniapatla. Mr. Hridayeshwar Jha, Vice President, Odisha Project of Tata Steel, graced this occasion. The hospital intends to plan health services like rural health check-up programmes, health camps during epidemics and awareness building activities for people once it is functional.
କଳିଙ୍ଗ ନଗର Vyasanagar Municipality is having a sub-divisional hospital as per Odissa state norms. but it does not having much more facility as Kalinganagar is rapid growing city. So in case any special health service or treatment people of Kalinganagar are going to Cuttack which is 65 k.m. away. There is a long stand demand for making a super specialist hospital by state government.
ଲିସମାନିଆସିସ ଅଧୁନା ୧୨ ନିୟୁତ ଲୋକ ସଂକ୍ରମିତ ହୋଇଛନ୍ତି । ୯୮ଟ ଦେଶରେ ପ୍ରାୟ ୨ନିୟୁତ ନୂଆ ରୋଗୀ ଓ ୨୦ରୁ ୫୦ ହଜାର ମୃତ୍ୟୁ ପ୍ରତି ବର୍ଷ ହେଉଛି । ରୋଗ ହେଉଥିବା ସ୍ଥାନରେ ଏସିଆ, ଆଫ୍ରିକା, ଦକ୍ଷିଣ ତ‌ଥା ମଧ୍ୟ ଆମେରିକା ଓ ୟୁରୋପର ୨୦୦ ନିୟୁତ ଲୋକ ବାସକରନ୍ତି । ରୋଗ ଚିକିତ୍ସା ନିମନ୍ତେ କେତେକ ଔଷଧ ପାଇଁ ଡବ୍ଲ୍ୟୁ.ଏଚ.ଓ. (World Health Organization) କନସେସନ କରେଇଛି । ଏହି ରୋଗ କେତେକ ପଶୁଙ୍କ ଦେହାରେ ହୁଏ ଯଥା କୁକୁର (dogs) ଓ ରୋଡେଣ୍ଟ ।
ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ World Federation for Mental Health ନାମକ ସଂସ୍ଥାର ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁଁ ଏହି ଦିବସ ୧୯୯୨ ମସିହାରେ ପାଳିତ ହେଲା । ଏହି ଦିବସ ପାଳନ ଅବସରରେ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ତଥା ଏହାର ନିରାକରଣ ନିମିତ୍ତ ବିଶ୍ଵସମୁଦାୟର ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କ ମନରେ ସଚେତନତା ସୃଷ୍ଟି କରିବା ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।
ଅଙ୍କୋସର୍ସିଆସିସ ନ‌aଦୀ ଅନ୍ଧତ୍ୱ ରୋଗଦ୍ୱାରା ପ୍ରାୟ ୧୭ରୁ ୨୫ ନିୟୁତ ଲୋକ ସଂକ୍ରମିତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପ୍ରୟ ୦.୮ ନିୟୁତ ସମ୍ୟକ୍ ଅନ୍ଧତ୍ୱର ଶୀକାର ହୁଅନ୍ତି । ସବ୍ ସାହାରା ଆଫ୍ରିକା ଇଲାକାରେ ଅଧିକାଂଶ ସଂକ୍ରମଣ ହେଲେ ମଧ୍ୟ ୟେମେନ ଓ କେତେକ ମଧ୍ୟ ଆମେରିକା ଓ ଦକ୍ଷିଣ ଆମେରିକାରେ କିଛି ରିପୋର୍ଟ ହୋଇଛି । ସନ ୧୯୧୫ରେ ଡାକ୍ତର ରୋଡୋଲ୍‌ଫୋ ରୋବ୍ଲ ପ୍ରଥମେ ଚକ୍ଷୁ ରୋଗ ସ‌ହ ଏହି ରୋଗକୁ ଲିଙ୍କ କରିଥିଲେ । ଅବ‌ହେଳିତ ଗ୍ରଷ୍ମମଣ୍ଡଳୀୟ ରୋଗରେ ଏହାକୁ ଡବ୍ଲ୍ୟୁ.ଏଚ୍.ଓ. (World Health Organization) ଏହାକୁ ନାମିତ କରିଛନ୍ତି ।