Top 10 similar words or synonyms for guinea

papua    0.988058

france    0.980869

china    0.976503

territory    0.976136

athens    0.974009

angola    0.973971

japan    0.972847

korea    0.972694

paul    0.972643

photographs    0.971030

Top 30 analogous words or synonyms for guinea

Article Example
ଓସେନିଆ or biogeographically as a synonym for either the Australasian ecozone (Wallacea and Australasia) or the Pacific ecozone (Melanesia, Polynesia, and Micronesia apart either from New Zealand or from mainland New Guinea).
ଡ୍ରାକୁନ୍‌କୁଲିଆସିସ ସଂକ୍ଷିପ୍ତ ଡ୍ରାକୁନ୍‌କୁଲିଆସିସ, ଅନ୍ୟ ନାମ ଗିନି ପୋକ ରୋଗ ବା ଇଂରାଜୀରେ (guinea worm disease) (GWD), ଏକ ସଂକ୍ରାମକ ରୋଗ ଯାହା ଡ୍ରାକୁନ‌କୁଲସ୍‌ ମେଡିନେନ୍‌ସିସ ବା ଗିନି ପୋକଦ୍ୱାରା ହୁଏ । ଗିନି ପୋକ ଲାର୍ଭାଦ୍ୱାରା ସଂକ୍ରମିତ ୱାଟର ଫ୍ଲି, ଇଂରାଜୀରେ water fleas ଥିବା ଜଳ ପାନ କଲେ ଏହି ରୋଗ ହୁଏ । ପ୍ରାରମ୍ଭରେ କୌଣସି ଲକ୍ଷଣ ନ ଥାଏ । ପ୍ରାୟ ଏକ ବର୍ଷ ପରେ ମାଈ ଗିନି ପୋକ ସାଧାରଣତଃ ଗୋଡ଼ ଚମରେ ଫୋଟକା କଲେ ଜଳା ପୋଡ଼ା ହୁଏ । କିଛି ସପ୍ତାହ ମଧ୍ୟରେ ପୋକ ବାହାରକୁ ବାହାରି ଚମକୁ ଆସେ । During this time, it may be difficult to walk or work. ଏହି ରୋଗରେ ମୃତ୍ୟୁ ଏକ ଅସାଧାରଣ କଥା ।
ଡ୍ରାକୁନ୍‌କୁଲିଆସିସ ଡ୍ରାକୁନ୍‌କୁଲିଆସିସ, ଅନ୍ୟ ନାମ ଗିନି ପୋକ ରୋଗ ବା ଇଂରାଜୀରେ (guinea worm disease) (GWD), ଏକ ସଂକ୍ରାମକ ରୋଗ ଯାହା ଡ୍ରାକୁନ‌କୁଲସ୍‌ ମେଡିନେନ୍‌ସିସ ବା ଗିନି ପୋକଦ୍ୱାରା ହୁଏ । ଗିନି ପୋକ ଲାର୍ଭାଦ୍ୱାରା ସଂକ୍ରମିତ ୱାଟର ଫ୍ଲି, ଇଂରାଜୀରେ water fleas ଥିବା ଜଳ ପାନ କଲେ ଏହି ରୋଗ ହୁଏ । ପ୍ରାରମ୍ଭରେ କୌଣସି ଲକ୍ଷଣ ନ ଥାଏ । ପ୍ରାୟ ଏକ ବର୍ଷ ପରେ ମାଈ ଗିନି ପୋକ ସାଧାରଣତଃ ଗୋଡ଼ ଚମରେ ଫୋଟକା କଲେ ଜଳା ପୋଡ଼ା ହୁଏ । କିଛି ସପ୍ତାହ ମଧ୍ୟରେ ପୋକ ବାହାରକୁ ବାହାରି ଚମକୁ ଆସେ । During this time, it may be difficult to walk or work. ଏହି ରୋଗରେ ମୃତ୍ୟୁ ଏକ ଅସାଧାରଣ କଥା ।
ଇବୋଲା ଭୂତାଣୁ ରୋଗ ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ; କେବଳ ପାଟିରେ ସ୍ୱଳ୍ପ ମିଠା ମିଶ୍ରିତ ଲୁଣିଆ ଜଳ ଦେଇ ନିର୍ଜଳନ (dehydration) ଚିକିତ୍ସା କରାଯାଏ । ଏହା ସହ ଶିରା ମାଧ୍ୟମରେ ତରଳ ପଦାର୍ଥ ପ୍ରବେଶ କରେଇ ଦିଆଯାଏ । ଏହି ରୋଗର ମୃତ୍ୟୁ ହାର ବହୁତ ଅଧିକ, ୫୦ %ରୁ ୯୦ % ଲୋକ ଭୂତାଣୁ ସଂକ୍ରମଣରେ ମରିଯାଆନ୍ତି । ଏହି ରୋଗ ପ୍ରଥମେ ସୁଦାନ/ Sudan ଓ କଙ୍ଗୋରେ/ Democratic Republic of the Congo ଆବିଷ୍କୃତ ହୋଇଥିଲା । ସବ-ସାହାରାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହି ରୋଗ ବ୍ୟାପେ । ୧୯୭୬ ମସିହାର ପ୍ରଥମ ଆବିଷ୍କାର ପରଠାରୁ ୨୦୧୩ ପର୍ଯ୍ୟନ୍ତ ୧୭୧୬ ଲୋକ ସଂକ୍ରମିତ ହେବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଦେଇଛି । ଅଧୁନା ୨୦୧୪ ମସିହାରେ ଏହି ରୋଗର ସବୁଠାରୁ ବଡ ‘ପଶ୍ଚିମ ଆଫ୍ରିକା ଇବୋଲା ମଡକ’ ପ୍ରସାର ଲାଭ କରି ଗିନି/ Guinea, ସିଏରା ଲିଓନ/Sierra Leone , ଳିବେରିଆ/ Liberia ଓ ନାଇଜେରିଆକୁ/Nigeria ବ୍ୟାପିଛି । ୨୦୧୪ ମସିହା ସୁଦ୍ଧା ୧୬୦୦ ଲୋକଙ୍କର ଏହି ରୋଗ ଥିବା ଚିହ୍ନଟ ହୋଇଛି । ଏହାର ଟୀକା ଉଦ୍ଭାବନ ନିମନ୍ତେ ଚେଷ୍ଟା ଚାଲିଛି କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇନାହିଁ ।