Top 10 similar words or synonyms for greek

latin    0.963057

grammar    0.948478

gives    0.933910

words    0.928759

language    0.925487

fundamental    0.923975

virginia    0.923419

entries    0.923267

articles    0.923033

chaitanya    0.923015

Top 30 analogous words or synonyms for greek

Article Example
ହିଲିଅମ Greek: helios (sun).
ମ୍ୟାସୋସ୍‌ପଣ୍ଡିଲସ ମ୍ୟାସୋସ୍‌ପଣ୍ଡିଲସ (; ; from Greek, (massōn, "longer") and (spondylos, "vertebra")) ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଆଫ୍ରିକାରୁ ମିଳିଥିଲା ।
ଆଲୋକୋଡ଼ନ ଆଲୋକୋଡ଼ନ (;a-LOK-o-don; Greek "alox" and "odon" meaning 'furrow' and 'tooth') ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଇଉରୋପରୁ ମିଳିଥିଲା ।
ଈପିସରସ ଈପିସରସ (;; derived from the Greek: αἰπεινός - 'lofty/high' and σαυρος - 'lizard', i.e. "lofty lizard") ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଇଉରୋପରୁ ମିଳିଥିଲା ।
ଆମ୍ଫିଶୀଲିଅସ ଆମ୍ଫିଶୀଲିଅସ (;, meaning "biconcave", from the Greek αμφι, "amphi": "on both sides", and κοιλος, "koilos": "hollow, concave") ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଉତ୍ତର ଆମେରିକାରୁ ମିଳିଥିଲା ।
ଆବ୍ରୋସରସ ଆବ୍ରୋସରସ (;; 'delicate lizard' from the Greek αβρος meaning 'delicate' or 'dainty' and σαυρος meaning 'lizard') ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଏସିଆରୁ ମିଳିଥିଲା ।
ଆଗ୍ରୋସରସ ଆଗ୍ରୋସରସ (;; Greek "agros" meaning 'field' and "sauros" meaning 'lizard', "field lizard", referring to the place where it was supposedly discovered; Seeley, 1891) ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଇଉରୋପରୁ ମିଳିଥିଲା ।
ଫାଇବ୍ରୋମ୍ୟାଲ୍‌ଜିଆ ଜନସଂଖ୍ୟାର ୨ରୁ୮% ଲୋକଙ୍କୁ ଫାଇବ୍ରୋମ୍ୟାଲ୍‌ଜିଆ ରୋଗ ହୁଏ । ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଦୁଇ ଗୁଣ ଅଧିକ ହୁଏ । ପୃଥିବୀର ବିଭିନ୍ନ ସ୍ଥାନ ଓ ସଂସ୍କୃତିରେ ରୋଗ ହାର ପ୍ରାୟ ସମାନ ଥାଏ । ସନ ୧୯୯୦ରେ ଫାଇବ୍ରୋମ୍ୟାଲ୍‌ଜିଆ ରୋଗ ପ୍ରଥମେ ସଂଜ୍ଞାକୃତ ହେଲା ଓ ସନ ୨୦୧୧ରେ ଏହାର ମାନ‌ଦଣ୍ଡ ଅଦ୍ୟତନ କରାଗଲା । ଏହି ରୋଗର ଶ୍ରେଣୀ ଗଠନ, ନିର୍ଣ୍ଣୟ ଓ ଚିକିତ୍ସା ବିଷୟ ବିବାଦାତ୍ମକ ଅଛି । ଏହି ରୋଗ ନିର୍ଣ୍ଣୟ କଲେ ଅନେକ ଲୋକ ପ୍ରଭାବିତ ହେବା ସମ୍ଭାବନା ଅଛି ବୋଲି କେତେକ ମତ ଦେବାବେଳେ ଆହୁରି ଅନେକ ଏହାକୁ ଉପକାରୀ ବୋଲି ବ୍ୟକ୍ତ କରୁଛନ୍ତି । "ଫାଇବ୍ରୋମ୍ୟାଲ୍‌ଜିଆ" ଶବ୍ଦଟି ନୁଆ ଲାଟିନ ଭାଷାର (New Latin) ଫାଇବ୍ରୋ ଶବ୍ଦରୁ ଆସିଛି ଯାହାର ଅର୍ଥ "ତ‌ନ୍ତୁମୟ", ଗ୍ରୀସ ଭାଷାର ମାୟୋ (Greek μυώ "myo-"), ଶବ୍ଦର ଅର୍ଥ "ମାଂଶପେଶୀ", ଓ ଆଲଗୋସ୍ (Greek άλγος "algos", ଶବ୍ଦର ଅର୍ଥ "ଯନ୍ତ୍ରଣା"; ଏକତ୍ର କଲେ ମାଂସପେଶୀ ତ‌ନ୍ତୁ ଯନ୍ତ୍ରଣା ବୁଝାଯାଏ ।
ଅଳ୍ପତାପ ଅଳ୍ପତାପ (ଇଂରାଜୀରେ Hypothermia) ଶବ୍ଦ ଗ୍ରୀସ ଭାଷାରୁ (Greek ὑποθερμία) ନିଆଯାଇଛି ଯାହାର ଅର୍ଥ ଶରୀର ଅଭ୍ୟନ୍ତରର ଉତ୍ତାପ ୩୫.୦ ସେ.ରୁ କମ । ଏହାର ଲକ୍ଷଣ ଉତ୍ତାପ ଉପରେ ନିର୍ଭର କରେ । ସାମାନ୍ୟ ଅଳ୍ପତାପ ହୋଇଥିଲେ କମ୍ପ (shivering) ଓ ମାନସିକ ଅସଂଗତି ବା କନ୍‌ଫ୍ୟୁଜନ (confusion) ହୁଏ । ମଧ୍ୟମ ଅଳ୍ପତାପ ହେଲେ କମ୍ପ ବନ୍ଦ ହୋଇଯାଏ ଓ ମାନସିକ ଅସଂଗତି ବଢ଼ିଯାଏ । ସାଙ୍ଘାତିକ ଅଳ୍ପତାପ ହେଲେ ପାରାଡକ୍ସିକାଲ ଅନ‌ଡ୍ରେସିଙ୍ଗ ହୁଏ ଯେଉଁ ଅବସ୍ଥାରେ ଲୋକ ନିଜ ଲୁଗା ଫିଙ୍ଗି ଦିଏ ଓ ହୃତ୍‌ସ୍ପନ୍ଦନ ବନ୍ଦ ହୋଇଯାଏ ।
କେରାଟୋକୋନସ କେରାଟୋକୋନସ ରୋଗଦ୍ୱାରା ପ୍ରତି ୨୦୦୦ ଲୋକରେ ଜଣେ ଆକ୍ରାନ୍ତ ହୁଏ । ଶୈଶବ କାଳର ଶେଷ ଭାଗ ଓ ପ୍ରାକ୍ ଯୌବନ କାଳରେ ଏହି ରୋଗ ସାଧାରଣତଃ ହୁଏ । ପ୍ରତ୍ୟେକ ଧରଣର ଲୋକଙ୍କୁ ଏହି ହେଉଥିଲା ମଧ୍ୟ ଏସିଆବାସୀଙ୍କ ବଂଶଧରମାନଙ୍କୁ ଅଧିକ ହୁଏ । ଏହି ଶବ୍ଦଟି ଗ୍ରୀସ (Greek) ଭାଷାର "kéras"ରୁ ନିଆଯାଇଛି ଯାହାର ଅର୍ଥ କର୍ନିଆ ଓ ଲାଟିନ () ଭାଷାର "cōnus"ରୁ ନିଆଯାଇଛି ଯାହାର ଅର୍ଥ କୋନ; ଏହି ଶବ୍ଦ ଦ୍ୱୟ ମିଶି କେରାଟୋକୋନସ ଶବ୍ଦ ତିଆରି ହୋଇଛି ।