Top 10 similar words or synonyms for gate

fort    0.964945

lake    0.960307

svg    0.955038

walvis    0.953954

entrance    0.951185

mangrove    0.950677

png    0.949351

burger    0.947993

puri    0.946979

pinjor    0.946558

Top 30 analogous words or synonyms for gate

Article Example
ମେହେରଗଡ ଫୋର୍ଟ , ଦୁର୍ଗ ଭିତରକୁ ଯିବାକୁ 7ଟି ଗେଟ ରହିଛି । ଏହା ମଧ୍ୟରୁ ମହାରାଜା ମାନ ସିଂହ ତିଆରି କରିଥିବା ଜୟପୋଲ ( victory gate) ମଧ୍ୟ ଅନ୍ୟତମ ।ମହାରାଜା ଅଜିତ ସିଂ ନିର୍ମାଣ କରିଥିବା ଫତେହପୋଲ ମଧ୍ୟ ମହାରାଜାଙ୍କ ମୋଗଲ ମାନଙ୍କ ଉପରେ ବିଜୟ ମନେଇବାକୁ ନିର୍ମିତ ହେଇଥିଲା । ଏଠାରେ ସେ ଦେଇଥିବା ହାତର ଛପା ଏବେ ମଧ୍ୟ ରହିଛି ।  
ଆନି ବେସାନ୍ତ ୧୮୮୧ ମସିହା ମାର୍ଚ ମାସ ୬ ତାରିଖରେ ଲେଇସେଷ୍ଟର୍ (Leicester)ର ହମ୍ବର୍‌ଷ୍ଟୋନ୍ ଗେଟ୍ (Humberstone Gate)ଠାରେ Leicester Secular Societyର ନୂତନ ଭବନ (Secular Hall)ର ଉଦ୍‌ଘାଟନୀ ସମାରୋହରେ ସେ ବକ୍ତୃତା ଦେଇଥିଲେ। ସେଠାରେ ଜର୍ଜ ଜ୍ୟାକବ୍ ହୋଲ୍ୟୋକେ (George Jacob Holyoake), ହ୍ୟାରିଏଟ୍ ଲ (Harriet Law) ତ‌ଥା ଚାର୍ଲସ୍ ବ୍ରାଡ୍‌ଲାଫ୍ (Charles Bradlaugh) ମଧ୍ୟ ବକ୍ତୃତା ପ୍ରଦାନ କରିଥିଲେ।
ଫୋର୍ଟ ୱିଲିୟମ ,କଲିକତା The Fort is built of brick and mortar in the shape of an irregular octagon with an area 5 km². Five of its sides face landward, and three towards the Hooghly River. The design is that of a star fort, suited to defence against cannon, but from before the advent of explosive shells. It is surrounded by a dry moat 9 m deep and 15 m broad, which can be flooded but is designed as an area in which to use enfilade (or "flanking") fire against any attackers reaching the walls. There are six gates: Chowringhee, Plassey, Calcutta, Water Gate, St Georges and the Treasury Gate. There are similar forts at places like Thalassery in Kerala. It has a 9-hole golf course currently.
ଗଣେଶ ପୂଜା ଏବଂ ବମ୍ବେ ସହର (ମୁମ୍ବାଇ) ମୁମ୍ବାଇ ବହୁତ ଦର୍ଶନୀୟ ସ୍ଥାନ ପାଇଁ ପ୍ରସିଦ୍ଧି ଲାଭ କରିଛି । ତନ୍ମଧ୍ୟରୁ "GATE WAY OF INDIA", ELEPHANTA CAVES","TAJ HOTEL", "SIDDHIVINAYA TEMPLE", "MAHALAXMI TEMPLE", "MUMBADEVI TEMPLE", "HAJIALI", "SEA LINK", "JIVDANI TEMPLE", "JUHU BEACH", "GIRGAUM BEACH", VERSOVA BEACH , "WANKHEDE STADIUM", "CHATRAPATI SHIVAJI VASTU SANGRAHALAYA","NEHERU PLANETARIUM", "SHIVAJI PARK", "THE HANGING GARDEN" , "MARINE LINES", "RACE COURSE " ଏମିତି ଆହୁରି ଅନେକ । ହିନ୍ଦୀ ସିନେମା ଜଗତର ଘର ହେଉଛି ମୁମ୍ବାଇ । "ଚର୍ଚଗେଟ"ରୁ "ଭାଇନ୍ଦର" ପର୍ଯନ୍ତ ଏବଂ "କୋଲାବା"ରୁ "ଥାନେ" ପର୍ଯନ୍ତ ବ୍ୟାପିଛି ମୁମ୍ବାଇ ମହାନଗର । ମୁମ୍ବାଇରେ ଯେକୌଣସି ଜାଗାକୁ ଯିବାକୁ ହେଲେ ସବୁଠାରୁ ଶସ୍ତା ମାଧ୍ୟମ ହେଉଛି ରେଳପଥ ଯାହା "ୱେଷ୍ଟର୍ନ"(WESTERN RAILWAY) ଏବଂ "ସେଣ୍ଟ୍ରାଲ"(CENTRAL RAILWAY) ରେଳପଥ ଅଧୀନରେ ଚାଲୁଛି । ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରନ୍ତି । ସେଥିପାଇଁ "ମୁମ୍ବାଇ ଲୋକାଲ"କୁ ମୁମ୍ବାଇର "Life-line" ବୋଲି କୁହାଯାଏ । ତାଛଡା ସାରା ମୁମ୍ବାଇରେ ଚାଲୁଛି ଅଗଣିତ ସରକାରୀ "ବସ"(BUS) ଯାହାକୁ ପରିଚାଳନା କରୁଛି "ବେଷ୍ଟ"(BEST : Brihanmumbai Electric Supply and Transport)। ବସ ଧରିବା ସାଧାରଣ ଲୋକ (ଯଦି ସେ ବାହାର ରାଜ୍ୟରୁ ଆସିଥାନ୍ତି ) ପାଇଁ କାଠିକର ପାଠ । କେତେ ନମ୍ବର ବସ କେଉଁ ସ୍ଥାନକୁ ଯାଉଛି ସେଥିପାଇଁ ଏକ ବହି ବି ଛାପାଯାଇଛି । ପଛକୁ ଆସିବ କାର/ଟାକ୍ସି ସେବା , ଯାହାର ଅବସ୍ଥା ଅତି ଦୟନୀୟ ।ଯଦି ପକେଟରେ ନୋଟ ନାହିଁ ତ କେବେହେଲେ କାର/ଟାକ୍ସିରେ ବସନ୍ତୁ ନାହିଁ । ନହେଲେ ଅଯଥା ହଇରାଣ ହୋଇଯିବେ । ସେ ବିଷୟରେ ବର୍ଣ୍ଣନା କଲେ ଏକ କାହାଣୀ ହୋଇଯିବ । ଶେଷରେ ଆସିବେ ଅଟୋ ରିକ୍ସା ବାଲା । ସେମାନଙ୍କ ବିଷୟରେ ନ କହିବାଟା ହିଁ ଭଲ । ଯେଉଁଠି ୫ କିଲୋମିଟର ଦୂରତା ଅତିକ୍ରମ ପାଇଁ ସେମାନେ ନିଅନ୍ତି ୮/୧୦ କିଲୋମିଟରର ଭଡା । ଏମିତି ବୁଲେଇ ବଙ୍କେଇ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବେ ଯେମିତି ରକେଟ ଯୋଗେ ପୃଥିବୀରୁ ଚନ୍ଦ୍ରକୁ ଯାଉଛନ୍ତି । ଏସବୁ ସତ୍ତ୍ୱେ ବି ଗମନା ଗମନ ଓ ଯୋଗାଯୋଗ ବ୍ୟବସ୍ଥା ଅତି ଉତ୍ତମ । ଦିନ ହେଉ ଅବା ରାତ୍ରିର ଯେକୌଣସି ପ୍ରହର । ଯୁଆଡେ ଇଚ୍ଛା ସିଆଡେ ଯାଇହେବ । ବର୍ତମାନ "ଓଲା"(OLA) ଏବଂ "ଊବେର"(UBER) ଗମନା ଗମନକୁ ଅଧିକ ତ୍ଵରାନ୍ନିତ କରିଛି । ଆହୁରି ବି ଡିଜିଟାଲ ସେବା ଓ ଆଣ୍ଡ୍ରୋଏଡ ମୋବାଇଲ ବହୁତ କିଛି ତଥ୍ୟ ଦେଇ ପାରିବାରେ ସକ୍ଷମ ।