Top 10 similar words or synonyms for galileo

without    0.985623

higgs    0.984222

ohm    0.983935

since    0.983675

applications    0.982758

program    0.982649

marconi    0.982091

interactive    0.982040

boson    0.981926

podcast    0.981752

Top 30 analogous words or synonyms for galileo

Article Example
ଗାଲିଲିଓ ଗାଲିଲିଓଙ୍କ ନାଁ ତାଙ୍କର ଜଣେ ପୂର୍ବଜ, ଗାଲିଲିଓ ବୋନଇୟୁଟି (Galileo Bonaiuti),ଙ୍କ ନାଁ ଅନୁସାରେ ଦିଆଯାଇଥିଲା । ଗାଲିଲିଓ ବୋନଇୟୁଟି(୧୩୭୦ - ୧୪୫୦) ଜଣେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ରାଜନୈତିଜ୍ଞ ଥିଲେ । ୧୪ଶ ଶତାବ୍ଦୀର ଶେଷ ଭାଗକୁ ପରିବାରର ଶେଷ ନାଁ 'ବୋନଇୟୁଟି'ରୁ 'ଗାଲିଲି'କୁ ପରିବର୍ତ୍ତନ କରି ଦିଆଯାଇଥିଲା ।
ଆକାଶଗଙ୍ଗା ଏହା ଆମର ପୃଥିବୀ ଚାରିପଟେ ଏକ ଧଳା ରଙ୍ଗର ବନ୍ଧନ ପରି ଦେଖାଯାଏ କାରଣ ଏହା ଅଣ୍ଡାକାର ହୋଇଥିବାରୁ ଏହା ଏପରି ଦେଖାଯାଏ। ୧୬୧୦ରେ ଗାଲିଲିଓ ଗାଲିଲେଇ(Galileo Galilei) ପ୍ରଥମେ ତାଙ୍କ ଦ୍ବାରା ଉଦ୍ଭାବିତ ତେଳିସ୍କୋପ୍ ସାହାଯ୍ୟରେ ସେଇ ଧଳା ରଙ୍ଗର ବନ୍ଧନ ସଦୃଶ ଆକାଶ ଗଙ୍ଗାରେ ଥିବା ତାରା ଗୁଡିକୁ ଅବିସ୍କୃତ କରିଥିଲେ। ୧୯୨୦ ମସିହା ପର୍ଯ୍ୟନ୍ତ ସବୁ ମହାକାଶ ବିଜ୍ଞାନୀ ଭାବୁଥିଲେ ଜେ ସେହି ଧଳା ରଙ୍ଗର ବନ୍ଧନ ସଦୃଶ ଆକାଶ ଗଙ୍ଗାରେ ବିଶ୍ୱର ସବୁ ତାରକା ଅବସ୍ଥିତ। ୧୯୨୦ ମସିହାରେ ଦୁଇ ମହାକାଶ ବିଜ୍ଞାନୀ ହାର୍ଲ ସେପ୍ଲେ(Harlow Shapley) ଏବଂ ହଵର କର୍ଟିସ୍()ଙ୍କ ମଧ୍ୟରେ ଭୀଷଣ ବିତର୍କ ଓ ଏଦ୍ଵିନ୍ ହବଲ୍()ଙ୍କ ମନ୍ତବ୍ୟରୁ ଜଣାଗଲାଯେ ଆକାଶ ଗଙ୍ଗା ହେଉଛି ବିଶ୍ୱରେ ଥିବା କୋଟି କୋଟି ନିହାରୀକା ମଧ୍ୟରୁ ଗୋଟିଏ। ଏବେ ଅଧିକରୁ ଅଧିକ ନିହାରୀକା ଆବିଷ୍କାର ହେଲାନି ଯାହାକି ପ୍ରାୟ ୨,୦୦,୦୦୦ କୋଟିରୁ ଅଧିକ ହେବ।
ଆର୍କମିଡ଼ିସ ଆର୍କମିଡ଼ିସଙ୍କ ରଚିତ ଲେଖାଗୁଡ଼ିକ ଇଉକ୍ଲିଡ (Euclid)ଙ୍କ ଲେଖାପରି ଅନେକ ସମୟ ଧରି ତିଷ୍ଠି ରହିପାରିଲା ନାହିଁ । ତାଙ୍କର ୭ଟି ଲେଖା କେବଳ ଅନ୍ୟ ଲେଖକଙ୍କ ଲେଖାରେ ଉଲ୍ଲିଖିତ ହୋଇ ରହିଅଛି । ଆଲେକଜାଣ୍ଡ୍ରିୟାର ପାପସ ଗୋଲକ ନିର୍ମାଣ ବିଷୟରେ ସୂଚାଇଛନ୍ତି ଏବଂ ପଲିହେଡ୍ରା (Polyhedra) ବିଷୟରେ ଲେଖିଛନ୍ତି । ଆଲେକଜାଣ୍ଡ୍ରି ଆରଥିଓରନ ନିର୍ଦ୍ଦିଷ୍ଟ ଲୁପ୍ତପ୍ରାୟ କାଟୋପ୍ରିକା (Catoprica)ରୁ ପରି ସରଣ ବିଷୟରେ ଲେଖିଥିଲେ । ନିଜ ଜୀବନକାଳ ମଧ୍ୟରେ ସେ ଆଲେକଜାଣ୍ଡ୍ରିଆରେ ରହୁଥିବା କିଛି ଗଣିତଜ୍ଞଙ୍କ ସହ ଭାବର ଆଦାନପ୍ରଦାନ କରି ଥିଲେ । ତାଙ୍କ ଲେଖାଗୁଡ଼ିକ ବାଇଜାଣ୍ଟାଇନ ସ୍ଥପତି ମିଲେଟସର ଇସିଡୋରଙ୍କଦ୍ଵାରା ୫୩୦ରେ ସଂଗୃହୀତ ହୋଇଥିଲା । ଆର୍କ୍‌ମିଡ଼ିସ୍‌ଙ୍କ ଏହି କାମ ଗୁଡ଼ିକ ଇଟୋସିୟସ (Eutocius) ଷଷ୍ଠ ଶତାବ୍ଦୀରେ ବହୁ ଲୋକଙ୍କୁ ଜଣାଇ ଦେଇଥିଲେ । ତାଙ୍କ କାମର ଅନୁବାଦ ଆରବି ଭାଷାକୁ କରିଥିଲେ ଥାବିଟ ଇବନ କୁ୍ୟରା (Thabit Ibn Qurra -୮୩୬ରୁ ୯୦୧ ଖ୍ରୀଷ୍ଟାବ୍ଦ) ଏବଂ ଲାଟିନ ଭାଷାକୁ କରିଥିଲେ ଗେରାଡ ଅଫ କ୍ରୋମୋନା (Gerard of Cremona) ୧୧୧୪ରୁ ୧୧୮୭ ଖ୍ରୀଷ୍ଟାବ୍ଦ ଭିତରେ । ରେନେସାଁ ସମୟରେ ଏଡିସିଓ ପ୍ରିନସେପସ (Editio Princeps) ପ୍ରଥମ ପ୍ରକାଶନ ହୋଇଥିଲା ବେସଲ (Basel)ରେ ୧୫୪୪ରେ ଯୋହନ ହରବ଼ାଗନଙ୍କଦ୍ଵାରା ( Johann Herwagen) । ତା ସହିତ ଆର୍କ୍‌ମିଡ଼ିସ୍‌ଙ୍କର ଗ୍ରୀକ ଏବଂ ଲାଟିନରେ ଲେଖିଥିବା ଅନେକ ବହି ଲାଟିନରେ ଛପା ହୋଇଥିଲା । ପ୍ରାୟ ୧୫୮୬ ସାଲରେ ଗାଲିଲିଓ (Galileo) ତାଙ୍କଦ୍ଵାରା ପ୍ରଭାବିତ ହୋଇ ଉତପ୍ଲାବନ ତରାଜୁ (hydrostatic balance) ଉଦ୍ଭାବନ କରିଥିଲେ, ଯାହାଦ୍ଵାରା ବାୟୁମଣ୍ଡଳ ଓ ପାଣିରେ ଥିବା ଧାତୁର ଓଜନ ମାପି ନିର୍ଣ୍ଣୟ କରିପାରିଥିଲେ ।