Top 10 similar words or synonyms for formation

different    0.977417

taken    0.973655

large    0.973399

construction    0.972492

case    0.972394

common    0.972106

showing    0.971120

part    0.970428

area    0.969956

dating    0.969730

Top 30 analogous words or synonyms for formation

Article Example
ଆଫ୍ରିକୀୟ ଡାଇନୋସର ଗୁଡ଼ିକର ତାଲିକା This is a list of dinosaurs whose remains have been recovered from Africa. Africa has a rich fossil record, but it is patchy and incomplete. It is rich in Triassic and Early Jurassic dinosaurs. African dinosaurs from these time periods include "Syntarsus", "Dracovenator", "Melanorosaurus", "Massospondylus", "Euskelosaurus", "Heterodontosaurus", "Abrictosaurus", and "Lesothosaurus". The Middle Jurassic is poorly represented in Africa. Only the sauropod "Cetiosaurus" has been discovered dating from this time period. The Late Jurassic, however, is well represented in Africa, mainly thanks to the spectacular Tendaguru Formation. "Allosaurus", "Ceratosaurus", "Elaphrosaurus", "Giraffatitan", "Dicraeosaurus", "Janenschia", "Tornieria", "Tendaguria", "Kentrosaurus", and "Dryosaurus" are among the dinosaurs whose remains have been recovered from Tendaguru. This fauna seems to show strong similarities to that of the Morrison Formation in the United States and the Lourinha Formation in Portugal. For example, "Allosaurus", "Ceratosaurus", and "Dryosaurus" have been found in both the Tendaguru and the Morrison. This has important biogeographical implications.
ଆଣ୍ଟ୍ରୋଡେମସ ଏହାର ପ୍ରଥମ ଜୀବାଶ୍ମ ୧୮୬୯ରେ ମିଳିଥିଲା ଯାହା ବୋଧହୁଏ ମିଡିଲ ପାର୍କ ସ୍ଥିତ ମରିସନ ଶିଳା ବିନ୍ୟାସ (Morrison Formation rocks)ରୁ ଆସିଥିଲା । ଏହାକୁ ପାଇଥିବା ଫର୍ଡିନାଣ୍ଡ ଭାଣ୍ଡିଭର ହେଡେନ ଏହାକୁ ଜୋସେଫ ଲେଇଡିଙ୍କ ପାଖକୁ ପଠାଇଥିଲେ । ଏହା ଲାଙ୍ଗୁଡର ମେରୁଦଣ୍ଡ ହାଡର ଖଣ୍ଡେ ବୋଲି ଚିହ୍ନଟ ହେଲା । ସେ ପ୍ରଥମେ ଏହାକୁ ପୋଏକିଲୋପ୍ଲ୍ୟୁରନ ବର୍ଗରେ ରଖିଥିଲେ କିନ୍ତୁ ପରେ ଏହା ଲାଗି ନିଜସ୍ୱ ବର୍ଗ ସୃଷ୍ଟି କଲେ ।
କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କର Union territories of India have special rights and status due to their constitutional formation and development. The status of "Union Territory" may be assigned to an Indian sub-jurisdiction for reasons such as safeguarding the rights of indigenous cultures, averting political turmoil related to matters of governance, and so on. These union territories could be changed to states in the future for more efficient administrative control.
ଲୋରାଜେପାମ ଲୋରାଜେପାମ, (ବିକ୍ରୟ ନାମ ଆଟିଭାନ), ଏକ ବେଞ୍ଜୋଡାଏଜେପିନ ଦଳର ଔଷଧ । ଉତ୍କଣ୍ଠା ବା ଉଦ୍‌ବେଗ ବେମାରୀ, ନିଦ୍ରାହୀନତା, ଅପସ୍ମାର ଆକ୍ରମଣ ତ‌ଥା ଅବିରାମ ଅପସ୍ମାର, କେତେକ ଅପରେଶନ (interfere with memory formation) ନିମନ୍ତେ, ଆଲକୋହୋଲ ଉଇଥଡ୍ରୟାଲ ଇତ୍ୟାଦି ରୋଗରେ ଓ ଭେଣ୍ଟିଲେସନରେ ଥିଲେ ଶମନ ବା ଶାନ୍ତ ରହିବା ନିମନ୍ତେ, କେମୋଥେରାପି ସମୟରେ ଦିଆଯାଏ । ସାଇକୋମୋଟୋର ଏଜିଟେସନ (severe agitation)ରେ ଏହା ଦିଆଗଲେ ମଧ୍ୟ ମିଡାଜୋଲାମ ସାଧାରଣତଃ ଅଧିକ ପସନ୍ଦ‌ ଯୋଗ୍ୟ । କୋକେନ୍ ଗ୍ରହଣ କରୁଥିବା ଲୋକର ଆକ୍ୟୁଟ କରୋନାରି ସିଣ୍ଡ୍ରୋମ ହେଲେ ଅନ୍ୟ ଚିକିତ୍ସା ସ‌ହିତ ଏହା ଦିଆଯାଏ । ଏହା ପାଟିଏ ଖାଇବାକୁ ବା ଇଞ୍ଜେକସନ ଆକାରରେ ମାଂସପେଶୀରେ ବା ଶିରାଭ୍ୟନ୍ତରରେ ଦିଆଯାଏ । ଇଞ୍ଜେକସନ ଦେବାର ୧ରୁ ୩୦ ମିନିଟ ମଧ୍ୟରେ ଏହାର ପ୍ରଭାବ ଅନୁଭୁତ ହୁଏ ଓ ୧ ଦିନ ପର୍ଯ୍ୟନ୍ତ ରହେ ।
ଆକିରୋରାପ୍ଟର୍ David C. Evans, Derek W. Larson ଏବଂ Philip J. Currie ୨୦୧୩ ମସିହାରେ "ଆକିରୋରାପ୍ଟର"ର ନାମକରଣ କରିଥିଲେ ଏବଂ ପ୍ରଜାତିଟିର ନାମ ଥିଲା "Acheroraptor temertyorum" । ଏହି ଜେନେରିକ୍ ନାମ (Acheroraptor) ପ୍ରାଚୀନ ଗ୍ରୀକ ଓ ଲାଟିନ ଶବ୍ଦରୁ ଆସିଛି । ଗ୍ରୀକ ଶବ୍ଦ Ἀχέρων ବା "Acheron" ମାନେ "underworld" (ଏହି Hell Creek Formation ସହ ସମ୍ପର୍କ ଯୋଗୁଁ ), ଏବଂ ଲାଟିନ ଶବ୍ଦ "raptor" ମାନେ "thief" ବା "ଚୋର" । ସ୍ପେସିଫିକ୍ ନାମ (temertyorum), James ଓ Louise Temertyଙ୍କ ସମ୍ମାନାର୍ଥେ ରଖାଯାଇଛି । ଜେମ୍‌ସ୍ ଟିମିର୍ଟୀ, ନର୍ଥ୍‌ଲ୍ୟାଣ୍ଡ ପାୱାରର ଚେୟାରମ୍ୟାନ ଓ ରୟାଲ୍ ଓଣ୍ଟାରୀଓ ମ୍ୟୁଜିଅମ୍‌ର ଗଭର୍ନର, ଏବଂ ଲାଉସି ଟିମିର୍ଟୀ, ତାଙ୍କ ପତ୍ନୀ, ଏହି ସଂଗ୍ରହାଳୟଟିକୁ ବହୁବର୍ଷ ଧରି ସାହାଯ୍ୟ ଓ ସହଯୋଗ କରିଆସିଥିଲେ ।