Top 10 similar words or synonyms for focus

poland    0.934414

stanley    0.934199

er    0.931435

ir    0.931399

produced    0.928944

bright    0.928887

soft    0.928008

ending    0.926594

choose    0.925722

returns    0.925678

Top 30 analogous words or synonyms for focus

Article Example
ଯକ୍ଷ୍ମା ଯକ୍ଷ୍ମା ଜୀବାଣୁ ପବନ ମାଧ୍ୟମରେ ଫୁସଫୁସରେ ପହଞ୍ଚି ଆଲଭିଓଲାଇର ମାକ୍ରୋସୋମର ଏଣ୍ଡୋସୋମ ମଧ୍ୟରେ ସଂଖ୍ୟା ବୃଦ୍ଧି କରନ୍ତି । ଫୁସଫୁସରେ ପ୍ରଥମ ରୋଗଗ୍ରସ୍ତ ସ୍ଥାନକୁ ଘନ୍ ଫୋକସ୍ (Ghon focus) କୁହାଯାଏ । ଫୁସଫୁସରେ ତିନୋଟି ଭାଗ(Lobe) ଥାଏ । ଉପର ଲୋବର ତଳ ପଟେ ବା ତଳ ଲୋବର ଉପର ପଟେ ରୋଗ ଆରମ୍ଭ ହୁଏ । ଶରୀରର ଅନ୍ୟ ସ୍ଥାନରୁ ରକ୍ତ ପଥ ଦେଇ ଫୁସଫୁସରେ ମଧ୍ୟ ଜୀବାଣୁ ପହଞ୍ଚି ଲୋବର ସର୍ବୋଚ୍ଚ ସ୍ଥାନରେ ତନ୍ତୁ ନଷ୍ଟ କରେ, ଏହାକୁ ସାଇମନ ଫୋକସ୍ (Simon focus) କହନ୍ତି । ରକ୍ତ ପଥ ମାଧ୍ୟମରେ ଯେ କୌଣସି ସ୍ଥାନକୁ ଯଥା ମସ୍ତିଷ୍କ, ବୃକକ, ଅସ୍ଥିକୁ ଯାଇ ରୋଗ ସୃଷ୍ଟି କରି ପାରେ । ଜୀବାଣୁ ଶରୀରର ଯେ କୌଣସି ସ୍ଥାନରେ ରୋଗ ସୃଷ୍ଟି କରିବା କ୍ଷମତା ରଖିଥିଲେ ମଧ୍ୟ କୌଣସି ଅଜଣା କାରଣରୁ ହୃତପିଣ୍ଡ, ଅସ୍ଥିଗତ ମାଂସପେଶୀ, ଅଗ୍ନାଶୟ ଓ ଥାଇରଏଡକୁ ଏହା କ୍ଵଚିତ୍ ଆକ୍ରମଣ କରେ ।
ଚାଳିଶା ଚାଳିଶା ବା ପ୍ରେସବାୟୋପିଆ (ଇଂରାଜୀ ଭାଷାରେ Presbyopia) ମାନବ ଚକ୍ଷୁର ଏକ ଅବସ୍ଥା ଯାହା ବୟସ ବୃଦ୍ଧି ସ‌ହ ଜଡ଼ିତ ଓ ଏହା ଫଳରେ ପାଖରେ ଥିବା ପଦାର୍ଥ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ (focus) କରିବା ଶକ୍ତି କ୍ରମାନୁସାରେ କମିଯାଏ । ଛୋଟ ଅକ୍ଷର ପଢ଼ିବା କଷ୍ଟକର ହୁଏ, ପଢ଼ିବା ପଦାର୍ଥ କିଛି ଦୂରରେ ରଖି ପଢ଼ିବାକୁ ହୁଏ, ମୁଣ୍ଡବଥା ଓ ଚକ୍ଷୁପୀଡ଼ା () ହୁଏ । ଲୋକ ଅନୁସାରେ ବିଭିନ୍ନ ମାତ୍ରାର ଅସୁବିଧା ସାମନା କରନ୍ତି । ଅନ୍ୟାନ୍ୟ ଚକ୍ଷୁ ପ୍ରତିସରଣ ଦୋଷ ମଧ୍ୟ ଚାଳିଶା ସ‌ହିତ ଥାଇପାରେ ।