Top 10 similar words or synonyms for fluoride

interstitial    0.940468

converting    0.927446

physiology    0.926946

isolated    0.926228

acids    0.924315

stage    0.923921

bright    0.921717

resistance    0.918974

salts    0.917316

inputs    0.917232

Top 30 analogous words or synonyms for fluoride

Article Example
ଫ୍ଲୋରାଇଡ ଚିକିତ୍ସା ଫ୍ଲୋରାଇଡ ଚିକିତ୍ସା (ଇଂରାଜୀ ଭାଷାରେ Fluoride therapy) ଅର୍ଥ ଚିକିତ୍ସା କ୍ଷେତ୍ରରେ ଫ୍ଲୋରାଇଡର () ବ୍ୟବ‌ହାର ପଦ୍ଧତି । ୬ ମାସ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କର ଦନ୍ତ କ୍ଷୟ () ହେଉଥିଲେ ଓ ରହୁଥିବା ସ୍ଥାନରେ ପାନୀୟ ଜଳରେ () ଫ୍ଲୋରାଇଡ () ପରିମାଣ କମ୍ ଥିଲେ ପ୍ରତିଷେଧ ନିମନ୍ତେ ଫ୍ଲୋରାଇଡ ପରିପୂରକ ଦିଆଯାଏ । ଏହା ତରଳ, ବଟିକା ବା ପେଷ୍ଟ ଆକାରରେ ବ୍ୟବ‌ହାର କରାଯାଏ । ଯେଉଁ ସ୍ଥାନରେ ଜନ ସାଧାରଣଙ୍କ ନିମନ୍ତେ ଫ୍ଲୋରାଇଡ ମିଶ୍ରିତ ଜଳ () ସରବରାହ କରାଯାଏ ସେ ସ୍ଥାନରେ ଅଧିକ ଫ୍ଲୋରାଇଡ ପାଟିରେ ଦେବା ଆବଶ୍ୟକ ନୁହେଁ । କେତେକ ହାଡ଼ ବେମାରୀରେ () ଏହା ବ୍ୟବ‌ହାର ହୁଏ ।