Top 10 similar words or synonyms for fibrosis

reduced    0.934419

isolated    0.932192

ethambutol    0.931479

cystic    0.927458

pyrazinamide    0.926341

cf    0.926022

flash    0.925611

cloud    0.924694

perforation    0.924232

antidepressants    0.921896

Top 30 analogous words or synonyms for fibrosis

Article Example
ସିରୋସିସ୍ ଯକୃତ ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ କାରଣ ଯୋଗ ନଷ୍ଟ ହେଲେ ସିରୋସିସ୍ ରୋଗରେ ପରିଣତ ହୁଏ । ଉଦାହରଣ ସ୍ଵରୁପ: କ୍ରନିକ୍ ହେପାଟାଇଟିସ୍ ବି ରୋଗରେ ଜୀବକୋଷରେ ଲିମ୍ଫୋସାଇଟ ଅନୁପ୍ରବେଶ ହୁଏ in cardiac cirrhosis there are erythrocytes and a greater amount of fibrosis in the tissue surrounding the hepatic veins;, କାର୍ଡିଆକ୍ ସିରୋସିସରେ ହେପାଟିକ ଶିରା ଚାରିଆଡେ ଲୋହିତ ରକ୍ତ କଣିକା ଓ ସୂତ୍ର ତନ୍ତୁ ବେଢି ଯାଆନ୍ତି । ପ୍ରାଥମିକ ବିଲିଆରି ସିରୋସିସରେ ପିତ୍ତ ନଳୀ ଚାରିପଟେ ସୂତ୍ରତନ୍ତୁ ଓ ଗ୍ରାନୁଲୋମା ହୋଇ ପିତ୍ତ ବାହାରି ନ ପାରି ଜମା ହୋଇରହେ । ଆଲକୋହୋଲିକ ସିରୋସିସରେ ନ୍ୟୁଟ୍ରୋଫିଲ୍ ଅନୁପ୍ରବେଶ ଦେଖାଯାଏ ।
ସିସ୍ଟିକ୍ ଫାଇବ୍ରୋସିସ୍ ସିସ୍ଟିକ୍ ଫାଇବ୍ରୋସିସ୍ (ରେ Cystic fibrosis ସଂକ୍ଷେପରେ ସି ଏଫ CF), ଅନ୍ୟ ନାମ ମ୍ୟୁକୋଭିସିଡୋସିସ୍ mucoviscidosis), ଏକ ପ୍ରକାର ଜିନ ସମ୍ବନ୍ଧୀୟ ବିକାର ଯାହା ଫୁସଫୁସକୁ ଅଧିକ ଆକ୍ରମଣ କରେ, କିନ୍ତୁ ଅଗ୍ନାଶୟ, ଯକୃତ, ବୃକ୍‌କ ଓ ଅନ୍ତନଳୀକୁ ମଧ୍ୟ ଆକ୍ରମଣ କରେ । ଦୀର୍ଘ କାଳୀନ ଅସୁବିଧା ମଧ୍ୟରେ ନିମୋନିଆ ହୋଇ ଶ୍ୱାସକ୍ରିୟାରେ ଅସୁବିଧା ହୁଏ ଓ କାଶରେ ଖଙ୍କାର ପଡ଼େ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ସାଇନୁସାଇଟିସ୍, ଶାରୀରିକ ବୃଦ୍ଧି ହ୍ରାସ, ଚର୍ବିଳ ମଳ, ଗୋଡ଼ ହାତରେ କ୍ଲବିଙ୍ଗ ଓ ପୁରୁଷଙ୍କର ପ୍ରଜନନ ଅକ୍ଷମତା ହୁଏ । ବିଭିନ୍ନ ଲୋକଙ୍କର ଅଲଗା ଅଲଗା ଲକ୍ଷଣ ଦେଖାଯାଏ ।
ଯକ୍ଷ୍ମା ଅଧିକାଂଶ ଲୋକଙ୍କର ରୋଗ ବଢେ ଓ କମେ । ତନ୍ତୁ କ୍ଷୟ ଓ ତନ୍ତୁ ମୃତ୍ୟୁ ସଙ୍ଗେ ସଙ୍ଗେ ଶୁଖିବା ପ୍ରକ୍ରିୟା ଓ ଫାଇବ୍ରୋସିସ(Fibrosis) ମଧ୍ୟ ଚାଲିଥାଏ । କ୍ଷତିଗ୍ରସ୍ତ ଅଙ୍ଗରେ ଛୋଟ ଛୋଟ ଗର୍ତ(Cavity)ଭିତରେ କେଜିଅସ ପଦାର୍ଥ ଥାଇ ଏହାର କ୍ଷତ ଦାଗ ରହିଯାଏ । ବେଳେ ବେଳେ ଏହି କ୍ୟାଭିଟି ଗୁଡିକ ଶ୍ଵାସ ନଳୀ ସହ ସଂଯୁକ୍ତ ହୋଇଗଲେ ତାହା ଭିତର ପଦାର୍ଥ୍ କାଶ ସହ ପଦାକୁ ବାହାରି ଆସେ । ଏହି ପଦାର୍ଥ ମଧ୍ୟରେ ଜୀବାଣୁ ଥାଏ ଯାହା ରୋଗ ସଂକ୍ରମଣ କରେ । ଆଣ୍ଟିବାଇଓଟିକ ଚିକିତ୍ସାଦ୍ଵାରା ଜୀବାଣୁ ମରି ଯାଆନ୍ତି ଓ କ୍ଷତ ସ୍ଥାନ ଶୁଖି ଯାଇ ସ୍କାର(Scar) ଦାଗ ରହିଯାଏ ।