Top 10 similar words or synonyms for fibrillation

insulin    0.871757

ventricular    0.862715

jean    0.858919

dopamine    0.856473

serotonin    0.854675

ic    0.851179

regular    0.847807

pulmonary    0.847516

selective    0.844648

grid    0.840269

Top 30 analogous words or synonyms for fibrillation

Article Example
ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଭେଣ୍ଟ୍ରିକୁଲାର ଫିବ୍ରିଲେସନ (ଇଂରାଜୀରେ Ventricular fibrillation ବା ଭି-ଫିବ/V-fib ବା ଭିଏଫ VF) ରୋଗରେ ନିଳୟ ମାଂସପେଶୀରେ ଅବ୍ୟବସ୍ଥିତ ବୈଦ୍ୟୁତିକ କ୍ରିୟା () ଯୋଗୁ ହୃତ୍‌ପିଣ୍ଡରେ କମ୍ପନ ଓ ଅନିୟମିତ ସଙ୍କୋଚନ ହୁଏ । ଫଳରେ ହୃଦ୍‌ରୋଧ ହୋଇ ମୂର୍ଚ୍ଛା ଅବସ୍ଥା ଆସେ ଓ ନାଡ଼ି ସ୍ପନ୍ଦନ ବନ୍ଦ ହୋଇଯାଏ । ଚିକିତ୍ସା ନ ପାଇଲେ ରୋଗୀର ଅଣଲେଉଟା (irreversible) ମୃତ୍ୟୁ ହୁଏ । ହୃଦ୍‌ରୋଧ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୦% ରୋଗୀଙ୍କର ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଥାଏ ।
ହୃଦ୍‌ଘାତ ହୃତ୍‌ପିଣ୍ଡର ମାଂସପେଶୀ କ୍ଷତିଗ୍ରସ୍ତ ହେବା ଯୋଗୁ ବାମ ନିଳୟରୁ ରକ୍ତ ବାହାରି ପାରେ ନାହିଁ । ଏହାକୁ ବାମ ନିଳୟ ଫେଲ୍ୟୁଅର left ventricular failure କୁହାଯାଏ ଯାହା ଫଳରେ ଫୁସଫୁସ ଫୁଲିoedemaଯାଏ । ଏହାର ଅନ୍ୟ ଲକ୍ଷଣ ଗୁଡିକ: ଅତ୍ୟଧିକ ଝାଳ ବୋହିବା, ଦୂର୍ବଳ ଅନୁଭବ, ମୁଣ୍ଡ ହାଲୁକା ଲାଗିବା, ବାନ୍ତି ଲାଗିବା, ବାନ୍ତି କରିବା ଓ ଛାତି ଧଡ ଧଡPalpitation ଲାଗିବା । ହୃତ୍‌ପିଣ୍ଡ ମାଂସପେଶୀରେ ରକ୍ତ ଅଭାବ ହେତୁ ସହାନୁଭୁତିକ ସ୍ନାୟୁ ଉତ୍ତେଜିତ ହୋଇ ଅତ୍ୟଧିକ କାଟେକୋଲାମିନ କ୍ଷରଣ କରନ୍ତି । ଏହି କାରଣ ଯୋଗୁ ଲକ୍ଷଣ ସବୁ ପ୍ରକାଶ ପାଏ । ମସ୍ତିଷ୍କରେ ରକ୍ତ ଅଭାବ ଯୋଗୁ ସକ୍ ହୋଇ ରୋଗୀ ଚେତାଶୁନ୍ୟ ହୋଇଯାଏ, ହ୍ରୁତ୍‌ପିଣ୍ଡର କମ୍ପନ(Fibrillation) ହୋଇ ମୃତ୍ୟୁ ହୋଇପାରେ ।
ଆଟ୍ରିଆଲ ଫିବ୍ରିଲେସନ ଆଟ୍ରିଆଲ ଫିବ୍ରିଲେସନ, ସଂକ୍ଷେପରେ ଏ.ଏଫ. ବା ଏ-ଫିବ, (ଇଂରାଜୀରେ ଯଥାକ୍ରମେ Atrial fibrillation ସଂକ୍ଷେପରେ AF ବା A-fib), ଏକ ଅନିୟମିତ ହୃତ୍‌ପିଣ୍ଡ ତାଳ ସମ୍ପନ୍ନ ରୋଗ ଯେଉଁଥିରେ ଦୃତ ଓ ଅନିୟମିତ ହୃତ୍ ସ୍ପନ୍ଦନ ହୁଏ । ଆରମ୍ଭରେ ସାମୟିକ ଅସ୍ୱାଭାବିକ ସ୍ପନ୍ଦନ ହୁଏ ଯାହା ବଢ଼ି ବଢ଼ି ଶେଷରେ ଅପରିବର୍ତ୍ତିତ ରହେ । ଅଧିକାଂଶ ଘଟଣାରେ କୌଣସି ଲକ୍ଷଣ ନ ଥାଏ । ବେଳେ ବେଳେ ଖର ହୃତ୍ ସ୍ପନ୍ଦନ ହୁଏ, ମୂର୍ଚ୍ଛା ହୁଏ, ଛୋଟ ଶ୍ୱାସକ୍ରିୟା ହୁଏ କିମ୍ବା ଛାତିରେ ଯନ୍ତ୍ରଣା ହୁଏ । ଏହି ରୋଗ ହେଲେ ହୃତ୍‌ପାତ, ଡିମେନ୍ସିଆ ଓ ସ୍ଟ୍ରୋକ ସଙ୍କଟ ବଢ଼ିଯାଏ ।