Top 10 similar words or synonyms for eye

lens    0.887541

mouth    0.853098

drops    0.841739

examination    0.819124

skin    0.810464

loss    0.807925

kidney    0.805961

heart    0.795800

pressure    0.792036

injury    0.790146

Top 30 analogous words or synonyms for eye

Article Example
ପରଳ ମୁସଲ୍‌ମାନ୍ ଚକ୍ଷୁ ଚିକିତ୍ସକ ଅମର ଇବ୍ନ ଅଲି ତାଙ୍କ ପୁସ୍ତକରେ (Choice of Eye Diseases)ସିରିଞ୍ଜ ଓ ପରଳ ବାହାର କରିବା ବିଷୟରେ ଲେଖିଛନ୍ତି ।
ତୀର୍ଯ୍ୟକ ଦୃଷ୍ଟି ଶ୍ରେଣୀ ଓ କାରଣ ଅନୁସାରେ ଏହି ରୋଗର ଚିକିତ୍ସା କରାଯାଏ । ଚଷମା ଓ ଅପରେଶନ ମାଧ୍ୟମରେ ଏହାର ଚିକିତ୍ସା ହୁଏ । କେତେକ ରୋଗୀ ଶୀଘ୍ର ଅପରେଶନ କଲେ ଉପକାର ପାଆନ୍ତି । ପ୍ରାୟ ୨% ପିଲାଙ୍କର ଏହି ରୋଗ ଥାଏ । ଗ୍ରୀକ ଭାଷାର "strabismós" ଶବ୍ଦରୁ ଏହି ସ୍ଟ୍ରାବିସମସ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଟେରାଭାବରେ ଅନେଇବା । ଏହାର ଅନ୍ୟ ଇଂରାଜୀ ପ୍ରତିଶବ୍ଦ: "squint", "wall-eye" ଓ "cast of the eye".
ମ୍ୟାଟ୍‌ଲାବ୍‌ A square identity matrix of size "n" can be generated using the function "eye", and matrices of any size with zeros or ones can be generated with the functions "zeros" and "ones", respectively.
କ୍ଷୀଣ ଦୃଷ୍ଟି କ୍ଷୀଣ ଦୃଷ୍ଟି, (ଇଂରାଜୀ ଭାଷାରେ ଆମ୍ବ୍ଲିଓପିଆ () ବା lazy eye), ରୋଗ ଏକ ଦୃଷ୍ଟି ଶକ୍ତିର ବେମାରୀ ଯେଉଁଥିରେ ମସ୍ତିଷ୍କ ଓ ଆଖିର ମିଳିତ କାମରେ ତୃଟି ଥାଏ । ଏହା ଫଳରେ ଏକ ଆଖିରେ ନ୍ୟୁନ ଦୃଷ୍ଟି ହୁଏ ଯାହା ଦେଖିବାକୁ ସାଧାରଣ ଥାଏ । ପିଲା ଓ ଅଳ୍ପ ବୟସ୍କ ଯୁବକମାନଙ୍କର ଗୋଟିଏ ଆଖିରେ କ୍ଷୀଣ ଦୃଷ୍ଟି ହେବାର ଏହି ରୋଗ ଏକ ମୂଖ୍ୟ କାରଣ ।
ଶୁଷ୍କ ଚକ୍ଷୁ ଶୁଷ୍କ ଚକ୍ଷୁ (ଇଂରାଜୀ ଭାଷାରେ Dry eye syndrome/ DES ବା କେରାଟୋକଞ୍ଜଙ୍କଟିଭାଇଟିସ ସିକା/ KCS) ରୋଗ ନାମ ଦିଆଯାଏ ଯେତେବେଳେ ଚକ୍ଷୁ ଶୁଷ୍କ ହୋଇଯାଏ । ଅନ୍ୟାନ୍ୟ ଲକ୍ଷଣ: ଆଖି ଜ୍ୱାଳା ହୁଏ, ଲାଲ ହୁଏ, ସ୍ରାବ ବାହାରେ ଓ ସ‌ହଜରେ ଆଖି ଥକ୍କା ହୋଇଯାଏ । ଲକ୍ଷଣ ଗୁଡ଼ିକ ସାଧାରଣ ଓ ବେଳେବେଳେ ହୋଇପାରେ ବା ନିରନ୍ତର ଓ ସାଂଘାତିକ ମଧ୍ୟ ହୋଇପାରେ । ଚିକିତ୍ସା ନ ପାଇଲେ କେତେକ କେଶ୍‌ରେ କର୍ନିଆରେ () ସ୍କାର (କ୍ଷତଚିହ୍ନ) ରହିଯାଏ ।