Top 10 similar words or synonyms for expressions

bharatnatyam    0.996490

facial    0.987481

colonnata    0.982586

yard    0.980665

prinsep    0.979824

carved    0.979250

hanging    0.979005

ghat    0.976446

itmad    0.975159

mausoleum    0.974336

Top 30 analogous words or synonyms for expressions

Article Example
ମ୍ୟାଟ୍‌ଲାବ୍‌ Sets of indices can be specified by expressions such as "2:4", which evaluates to [2, 3, 4]. For example, a submatrix taken from rows 2 through 4 and columns 3 through 4 can be written as:
ଅକ୍କିନେନି ନାଗା ଚୈତନ୍ୟ ‌ୟେ ମାୟା ଚେସଭେ‌ ପରେ ସେ ନିର୍ଦ୍ଦେଶକ ସୁକୁମାରଙ୍କ ସ‌ହ ଅନ୍ୟ ଏକ ପ୍ରେମ କାହାଣୀ ‌100% ଲଭ୍‌ରେ ନାୟିକା ତମନ୍ନା ଭାଟିଆଙ୍କର ନାୟକ ସାଜିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ଉତ୍ତମ ପାଠ ପଢ଼ି ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଗର୍ବୀ ଛାତ୍ର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ IndiaGlitz ମନ୍ତବ୍ୟରେ ଲେଖିଥିଲା: "Naga Chaitanya's action has improved from his previous films. Though his expressions fall flat at places, the music, characterisation, camera and the look covers it all. His timing and grasping of his role is commendable. Though he didn't impress with his action, he didn't depress either. His best is perhaps yet to come." ଏତଦ୍ ବ୍ୟତୀତ ସେ ତାଙ୍କର ନୃତ୍ୟ ଶୈଳୀରେ ସୁଧାର ଆଣିବା ପାଇଁ ଆଲୋଚକମାନେ ମତ ପ୍ରକାଶ କରିଥିଲେ ।
ଅକ୍କିନେନି ନାଗା ଚୈତନ୍ୟ ଏହା ପରେ ପରେ ନାଗା ଚୈତନ୍ୟ ନିର୍ଦ୍ଦେଶକ ବିବେକ କୃଷ୍ଣଙ୍କ ନିର୍ଦ୍ଦେଶନାରେ ‌ବେଜ‌‌ୱାଡ଼ା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଚୈତନ୍ୟ ଜନେ କଲେଜ ପଢ଼ୁଆ ଛାତ୍ର ଭୂମିକରେ ଅଭିନୟ କରିଥିଲେ, ଯିଏ ତା'ର ବଡ଼ଭାଇର ହତ୍ୟାର ପ୍ରତିଶୋଧ ନେବା ପାଇଁ ଗୋଟିଏ ଗୁଣ୍ଡା ପାଲଟିଯାଏ । ଏହି ଚଳଚ୍ଚିତ୍ରଟି ସମାଲୋଚକ ବିପରୀତ ମନ୍ତବ୍ୟର ଶିକାର ହୋଇଥିଲା । କେତେକ ମତ ଦେଲେ କି ଏହି ଚଳଚ୍ଚିତ୍ରଟି ନାଗା ଚୈତନ୍ୟଙ୍କର ଜୀବନର ସବୁଠାରୁ ଖରାପ ଚଳଚ୍ଚିତ୍ର । ଏହା ‌ଧଡ଼ା‌ଠାରୁ ମଧ୍ୟ ଆହୁରି ଖରାପ ହୋଇଥିଲା । ତାଙ୍କର ଏହି ଚରିତ୍ରରେ ଅଭିନୟ ପାଇଁ ସମୀକ୍ଷକମାନେ ଅନେକ କଟୁ ସମାଲୋଚନା କଲେ । ‌The Times of India‌ରେ ତାଙ୍କର ଏହି ଅଭିନୟ ପାଇଁ ବାହାରିଥିଲା: "This film might have even outdone "Dhada", in being called the worst film of Naga Chaitanya's career. While the young actor still needs to work on his facial expressions, he was saddled with a poorly sketched character in this film, devoid of all heroism, and he fails to rise above it."