Top 10 similar words or synonyms for environment

natural    0.908245

cultural    0.893116

human    0.888766

biological    0.870805

see    0.868936

cause    0.868384

early    0.868044

treatment    0.867250

basic    0.860443

transit    0.859991

Top 30 analogous words or synonyms for environment

Article Example
ପରିବେଶ ପ୍ରାକୃତିକ ପରିବେଶରେ (Natural Environment) ମଣିଷ କରିଥିବା ସମସ୍ତ ନିର୍ମାଣ ତ‌ଥା ପରିବର୍ତ୍ତନରୁ ସାଂସ୍କୃତିକ ପରିବେଶ (Cultural Environment) ସୃଷ୍ଟି ହୋଇଥାଏ । ପ୍ରାଥମିକ ସ୍ତରରେ ପ୍ରାକୃତିକ ପରିବେଶ (Natural Environment) ହିଁ ସାଂସ୍କୃତିକ ପରିବେଶର (Cultural Environment) ମୂଳପିଣ୍ଡ ।
ପରିବେଶ ଜୈବମଣ୍ଡଳର (Biosphere) ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କଦ୍ୱାରା ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଜୈବିକ ପରିବେଶ (Biotic Environment କିମ୍ବା Biological Environment) କୁହାଯାଏ ।
ପରିବେଶ ପ୍ରାକୃତିକ ପରିବେଶ (Natural Environment) ଓ ସାଂସ୍କୃତିକ ପରିବେଶ (Cultural Environment) ପରସ୍ପରକୁ ପ୍ରଭାବିତ କରିଥାନ୍ତି । ଏହାର ଫଳସ୍ୱରୂପ ସମ୍ପୂର୍ଣ୍ଣ ପରିବେଶ (Total Environment) ସୃଷ୍ଟି ହୁଏ । ଏହା ତିନୋଟି ମୁଖ୍ୟ ମଣ୍ଡଳ, ଯଥା- ଭୌତିକ ମଣ୍ଡଳ (ଅଶ୍ମମଣ୍ଡଳ (Lithosphere), ବାୟୁମଣ୍ଡଳ (Atmosphere), ବାରିମଣ୍ଡଳ (Hydrosphere)), ଜୈବିକ ମଣ୍ଡଳ (ଉଦ୍ଭିଦ ଓ ପ୍ରାଣୀ) ଏବଂ ମାନବୀୟ ମଣ୍ଡଳର (ବାସଗୃହ, ଜନବସତି, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ) ପାରସ୍ପରିକ ସମ୍ବନ୍ଧର ସମାହାର ଯୋଗୁଁ ହୋଇଥାଏ ।
ପରିବେଶ ପ୍ରାକୃତିକ ପରିବେଶ (Natural Environment) ଭଳି ଭୂପୃଷ୍ଠରେ ସାଂସ୍କୃତିକ ପରିବେଶରେ (Cultural Environment) ମଧ୍ୟ ବିଭିନ୍ନତା ପରିଲକ୍ଷିତ ହୁଏ । ସ୍ଥାନେ ସ୍ଥାନେ ଘନ ଜନବସତି ସାଙ୍ଗକୁ ଉନ୍ନତ ସାମାଜିକ ତ‌ଥା ରାଜନୈତିକ ସଙ୍ଗଠନ ଦୃଷ୍ଟିଗୋଚର ହୁଏ । ଅନ୍ୟ ସ୍ଥାନରେ ବିରଳ ଜନବସତି ସାଙ୍ଗକୁ ସାମାଜିକ ତ‌ଥା ରାଜନୈତିକ ସଙ୍ଗଠଙ୍ଗୁଡ଼ିକ ଦୁର୍ବଳ ତ‌ଥା ନିମ୍ନମାନର ହୋଇଥାଏ । ସାଧାରଣତଃ ସାଂସ୍କୃତିକ ପରିବେଶ (Cultural Environment) କ‌ହିଲେ ନିମ୍ନୋକ୍ତ ଦୁଇଟିକୁ ବୁଝାଇ ଥାଏ:
ବିଶ୍ୱ ପରିବେଶ ଦିବସ ବିଶ୍ୱ ପରିବେଶ ଦିବସ (ଇଂରାଜୀରେ World Environment Day), ସଂକ୍ଷେପରେ (WED) ଜୁନ ମାସ ୫ ତାରିଖ ଦିନ ପାଳନ କରାଯାଏ। ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମ (United Nations Environment Programme - UNEP)ର ଅନ୍ତର୍ଗତ ।
ମ୍ୟାଟ୍‌ଲାବ୍‌ In MATLAB, graphical user interfaces can be programmed with the GUI design environment (GUIDE) tool.
ମ୍ୟାଟ୍‌ଲାବ୍‌ MATLAB supports developing applications with graphical user interface features. MATLAB includes GUIDE (GUI development environment) for graphically designing GUIs.
ପରିବେଶ ଅନେକଗୁଡ଼ିଏ ଶକ୍ତି (Force) ଓ ପ୍ରକ୍ରିୟା (Process) ଯୋଗୁଁ ପ୍ରାକୃତିକ ପରିବେଶରେ (Natural Environment) ଅନବରତ ପରିବର୍ତ୍ତନ ହେଉଛି । ମାଧ୍ୟାକର୍ଷଣ ଶକ୍ତି, ମହାକର୍ଷଣ ଶକ୍ତି, ଆଗ୍ନେୟଗିରି ଉଦ୍‌ଗୀରଣ, ସୌରତାପ, ଭୂ-ଅଲୋଡ଼ନ‌କାରୀ ଶକ୍ତି ଇତ୍ୟାଦି ଏହି ଶକ୍ତିଗୁଡ଼ିକର ଅନ୍ତର୍ଗତ । ଏହି ଶକ୍ତିଗୁଡ଼ିକ ହିଁ ବିଭିନ୍ନ ଭୌତିକ ତ‌ଥା ଜୈବିକ ପ୍ରକ୍ରିୟା ସୃଷ୍ଟିର ମୂଳ କାରଣ । ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବ‌ହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ (Natural Environment) ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ ।
ପରିବେଶ ମଣିଷକୁ ଚତୁଃପାର୍ଶ୍ୱରୁ ଘେରି ରହି ତାର ଜୀବନ ତ‌ଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବୃତ୍ତିକୁ (Surroundings) ପରିବେଶ (Environment) କୁହାଯାଏ । ପୃଥିବୀର ସ୍ଥଳ, ଜଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀ ଜଗତ ଏହି ପରିବୃତ୍ତିର ଅଂଶବିଶେଷ ।
ପରିବେଶ ପ୍ରାକୃତିକ ପରିବେଶ (Natural Environment) ଜଳ, ସ୍ଥଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କୁ ନେଇ ଗଠିତ । ପୃଥିବୀ ସ‌ହିତ ମନୁଷ୍ୟର ନିବିଡ଼ ସମ୍ପର୍କ‌କୁ ଦୃଷ୍ଟିରେ ରଖି ଭୌଗୋଳିକମାନେ ପୃଥିବୀକୁ ଚାରୋଟି ମଣ୍ଡଳରେ ବିଭାଜନ କରି ଆଲୋଚନା କରିଥାନ୍ତି । ଏହି ଚାରୋଟି ମଣ୍ଡଳ ହିଁ ପ୍ରାକୃତିକ ପରିବେଶର ଭିତ୍ତି । ଏହି ମଣ୍ଡଳଗୁଡ଼ିକ ହେଉଛି: