Top 10 similar words or synonyms for elevated

tb    0.939433

submitted    0.938966

diabetic    0.937393

negative    0.934717

equipment    0.932986

ja    0.931978

peptic    0.928281

ara    0.928139

coke    0.927972

bright    0.927647

Top 30 analogous words or synonyms for elevated

Article Example
ବାଇପୋଲାର ଡିଜଅଡର ବାଇପୋଲାର ଡିଜଅଡର ବା ବାଇପୋଲାର ଆଫେକ୍ଟିଭ ଡିଜଅଡର (ଇଂରାଜୀରେ ଯଥାକ୍ରମେ Bipolar disorder, bipolar affective disorder ଓ ଅତୀତରେ ଏହାର ନାମ ମାନିକ ଡିପ୍ରେସିଭ ଅସୁସ୍ଥତା ଇଂରାଜୀରେ manic-depressive illness), ଏକ ମାନସିକ ରୋଗ ଯେଉଁଥିରେ ସାମୟିକ ଉଚ୍ଚ ପ୍ରସନ୍ନତା (elevated mood) ଓ ତୀବ୍ର ଅବସାଦ (periods of depression) ଦେଖାଯାଏ । ଉଚ୍ଚ ପ୍ରସନ୍ନତାକୁ ଗମ୍ଭୀରତା ଅନୁଯାୟୀ ବା ସାଇକୋସିସ ଥିଲେ ମାନିଆ ବା ହାଇପୋମାନିଆ ନାମ ଦିଆଯାଏ । ମାନିଆ ଥିଲେ ରୋଗୀ ଅହେତୁକ ସୁଖୀ, ଶକ୍ତିଶାଳୀ ବା ଚିଡ଼ଚିଡ଼ା ଅନୁଭବ କରେ । ସମସ୍ୟାର ଫଳାଫଳକୁ ବିଚାରକୁ ନ ନେଇ ସେମାନେ ସିଦ୍ଧାନ୍ତ ନିଅନ୍ତି । ଶ‌ୟନ ଆବଶ୍ୟକତା କମିଯାଏ । ଅବସାଦ ସମୟରେ ଅଯଥା କ୍ରନ୍ଦନ, ଆଖିରେ ଆଖି ମିଶେଇବା ଅକ୍ଷମତା ଓ ଜୀବନ ପ୍ରତି ବିଯୁକ୍ତାତ୍ମକ ଦୃଷ୍ଟିକୋଣ ଅନୁଭବ ହୁଏ । ନିଜର କ୍ଷତି (self harm) ୩୦ରୁ ୪୦% ଲୋକ କରନ୍ତି ଓ ଆତ୍ମହତ୍ୟା ପ୍ରବଣ ୨0 ବର୍ଷ ମଧ୍ୟରେ ୬ % ରୋଗୀ କରନ୍ତି । ଅନ୍ୟ ମାନସିକ ଅବସ୍ଥା ଓ ନିଶା ଅପବ୍ୟବ‌ହାର ଏହା ସ‌ହ ସଂଯୁକ୍ତ ଥାଏ ।