Top 10 similar words or synonyms for effusion

dissection    0.920247

citrate    0.911970

emtricitabine    0.911925

carbonate    0.910026

principle    0.907434

converting    0.907031

oral    0.904907

apple    0.903761

diagrams    0.903663

interstitial    0.903626

Top 30 analogous words or synonyms for effusion

Article Example
ହୃଦ୍‌ଘାତ ଏକା ଭଳି ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗ ଗୁଡିକର ନାମ: ପଲ୍‌ମୋନାରି ଏମ୍ଵୋଲିସ୍ମ (pulmonary embolism), ଆଓର୍ଟିକ ଡିସେକ୍‌ସନ (aortic dissection), ପେରିକାର୍ଡିଆଲ୍ ଇଫ୍ୟୁଜନ (pericardial effusion), ଟେନ୍‌ସନ ନେମୋଥୋରାକ୍ସ tension pneumothorax, and ଏସୋଫେଜିଆଲ୍ ରପ୍‌ଚର୍ (esophageal rupture).
ଡେଙ୍ଗୁ ଜର ପରୀକ୍ଷାଗାରରେ ପ୍ରଥମ ପରିବର୍ତ୍ତନ ଦେଖାଯାଏ: କମ ଶ୍ଵେତ ରକ୍ତ କଣିକା, ତା ପରେ ଅଳ୍ପ ପ୍ଲାଟେଲେଟ୍ ଓ ଏସିଡିସିସ । ମଧ୍ୟମ ଧରଣର ଅଧିକ ଆମିନୋଟ୍ରନ୍ସଫରେଜ ମିଳେ । ରକ୍ତ ଗାଢ ହେବା ଯୋଗୁ ଆଲବୁମିନ କମ ହୁଏ ଓ ହେମାଟୋକ୍ରିଟ ବଢିଯାଏ । ପ୍ଲୁରା ଓ ପେରିଟୋନିଅମରେ ତରଳ ପଦାର୍ଥ(Effusion) ଜମିଯାଏ । ଅବୟବମାନଙ୍କରେ ରକ୍ତ ନାଳୀ ଦବି ଗଲେ ସାଂଘାତିକ ବୋଲି ସୂଚନା ମିଳେ ।
କର୍କଟ ରୋଗ କର୍କଟ ରୋଗ ସୃଷ୍ଟି କରୁଥିବା ଭୁତାଣୁକୁ ଅଙ୍କୋଭାଇରସ () କୁହାଯାଏ । ଏମାନଙ୍କ ନାମ ସହ ରୋଗ ନାମ : ମାନବ ପାପିଲୋମା ଭାଇରସ () (cervical carcinoma), ଏବସଟେନ ବାର ଭୂତାଣୁ () – (ବି ସେଲ ଲିମ୍ଫୋପ୍ରୋଲିଫରେଟିଭ ରୋଗ) ( ଓ ନାଯୋଫାରିଞ୍ଜିଆଲ କାରସିନୋମା nasopharyngeal carcinoma), କାପୋଷି ସାରକୋମା ହର୍ପିସ ଭୂତାଣୁ (କାପୋଷି ସାରକୋମା ଓ ପ୍ରାଥମିକ ଇଫ୍ୟୁଜନ ଲିମ୍ଫୋମା) (Kaposi's sarcoma ଓ primary effusion lymphomas), ହେପାଟାଇଟିସ ବି ଓ ହେପାଟାଇଟିସ ସି ହେପାଟୋସେଲ୍ଲ୍ୟୁଳାର କର୍କଟ (hepatocellular carcinoma), ଏବଂ ହ୍ୟୁମ୍ୟାନଟି ସେଲ ଲିଉକେମିଆ ଭୂତାଣୁ - ୧ – (ଟି ସେଲ ଲିଉକେମିଆ) । ଜୀବାଣୁ ସଂକ୍ରମଣର ଉଦାହରଣ - ହେଲିକୋବ୍ୟାକ୍ଟର ପାଇଲୋରିଦ୍ଵାରା ପାକସ୍ଥଳୀ କର୍କଟ ହୁଏ । ସେହିଭଳି ପରଜୀବୀସିସ୍ଟୋସୋମା ହେମାଟୋବିଅମ୍ଦ୍ଵାରା ସ୍କ୍ଵାମସ୍ ସେଲ୍ କର୍କଟ, ଯକୃତ ଫ୍ଲ୍ୟୁକଦ୍ଵାରା(Opisthorchis viverrini andClonorchis sinensis) କୋଲାଞ୍ଜିଓ କର୍କଟ ରୋଗ ହୁଏ ।